ଟ୍ରେନ ଦୁର୍ଘଟଣାରେ ପୋଲିସ କର୍ମଚାରୀ ଗୁରୁତର
ବାରିପଦା : ରାଇରଙ୍ଗପୁର ରେଳ ଷ୍ଟେସନକୁ ଅମୃତ ରେଳ ଷ୍ଟେସନରେ ମାନ୍ୟତା ଦେବା ସହ ପ୍ରଗତି ଜୋରଦାର ଚାଲିଛି ।କିନ୍ତୁ ରେଳ ଷ୍ଟେସନର ଅନତି ଦୂରରେ ଇଚିଣ୍ଡା ରେଳ ଫାଟକ ଅଛି ହେଲେ ଗେଟ୍ ନାହିଁ ।ରେଳବାଇ ଅଧିକାରୀ ଇଚିଣ୍ଡା ଫାଟକକୁ ଗୁରୁତ୍ଵ ଦେଉ ନାହାନ୍ତି ।ଏହି ଫାଟକ ରାଇରଙ୍ଗପୁର ସହର ସମେତ ୫/୧୦ ଟି ଗ୍ରାମ ପଞ୍ଚାୟତ ଲୋକେ ଗମନାଗମନ କରିଥାନ୍ତି । ଯାହାଫଳରେ ରେଳ ଚଳାଚଳ ବିଷୟରେ ଜାଣି ନ ପାରି ବହୁ ସମୟରେ […]
Read More Text.