ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ହଇଚଇ

ନୂଆଦିଲ୍ଲୀ : ଆମେରିକାର ୧୧ ଜଣ ବୈଜ୍ଞାନିକଙ୍କ ମୃତ୍ୟୁକୁ ନେଇ ହଇଚଇ । ସମସ୍ତ ସାଇଣ୍ଟିଷ୍ଟଙ୍କ ପୁଣି ସନ୍ଦେହ ଜନକ ମୃତ୍ୟୁ । ମୃତ ସମସ୍ତ ସାଇଣ୍ଟିଷ୍ଟ ବଡ ବଡ ରିସର୍ଚ୍ଚ ପ୍ରତିଷ୍ଠାନର କାର୍ଯ୍ୟରତ ଥିଲେ। ବୈଜ୍ଞାନିକମାନଙ୍କ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ଯାହା ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବା ଏଫବିଆଇ ପାଇଁ ଚ୍ୟାଲେଞ୍ଜ ହୋଇଛି । ଏନେଇ ତଦନ୍ତ କରୁଛି ଏଫବିଆଇ । ମୃତ ବୈଜ୍ଞାନିକମାନଙ୍କ ମଧ୍ୟରୁ ଅଧିକାଂଶ ନ୍ୟୁକ୍ଲିୟର ଏବଂ ଏରୋସ୍ପେଶ ସାଇଣ୍ଟିଷ୍ଟ । […]

Read More Text.

ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ

ଭୁବନେଶ୍ୱର  : ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ ।  ମହିଳା ବିଲକୁ ବିରୋଧୀ ଦଳ ସମର୍ଥନ ନଦେବା ପ୍ରସଙ୍ଗରେ ରାଜ୍ୟସ୍ତରରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ କ୍ୟାମ୍ପେନ କରିବ ବିଜେପି ।  ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ ରାଲି କରାଯିବ। ସବୁ ବର୍ଗର ୫୦ ହଜାରରୁ ଊର୍ଦ୍ଧ୍ବ ମହିଳାଙ୍କୁ ସାମିଲ କରାଯିବ । ୨୪ ଏବଂ ୨୫ରେ ସମସ୍ତ ସାଂଗଠନିକ ଜିଲ୍ଲାରେ ହେବ ମହିଳା ଜନ ଆକ୍ରୋଶ ସମ୍ମିଳନୀ । ୨୭ରୁ୨୯ ଯାଏଁ […]

Read More Text.

 ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ

ବାରିପଦା : ଆଜି ପବିତ୍ର ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା  ବା ଅକ୍ଷୟ ତୃତୀୟା ଓଡ଼ିଆଙ୍କର ଏକ ପ୍ରସିଦ୍ଧ ପର୍ବ ।ମାହେନ୍ଦ୍ର ଵନ ଯୋଗିନୀ ଅନୁଯାୟୀ ଏହି ଦିନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ ।ଏହି ରିତିନୀତି ଅନୁସାରେ ଆଜି ଅପରାହ୍ନରେ  ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ  ପ୍ରଷିଦ୍ଧ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ବଡ଼ ଜଗନ୍ନାଥ ମନ୍ଦିରରେ‌ ମୁଖ୍ୟ ପୂଜକ ଙ୍କ ଦ୍ଵାରା  ସ୍ତ୍ରୋତ୍ରୀୟ ମନ୍ତ୍ର ଦ୍ଵାରା ପୂଜାର୍ଚନା ପରେ ମନ୍ଦିରର […]

Read More Text.

ଗବେଷକ ଭାଗବତ ପଣ୍ଡା ପାଇଲେ ଉତ୍କଳ ସଂସ୍କୃତି ରତ୍ନ ସମ୍ମାନ – ୨୦୨୬

ବାରିପଦା : ଆମ ସଂସ୍କୃତି  – ସେବା ଓ ସଂସ୍କୃତି ସୁରକ୍ଷାର ଅନନ୍ୟ ଅନୁଷ୍ଠାନ, କଟକ ତରଫରୁ ଅନୁଷ୍ଠିତ ବୈଶାଖୀ ଉତ୍ସବ ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂସ୍କୃତି ଗବେଷକ ଭାଗବତ ପଣ୍ଡା ଉତ୍କଳ ସଂସ୍କୃତି ରତ୍ନ ସମ୍ମାନ – ୨୦୨୬ ଲାଭ କରିଛନ୍ତି । ଏହି ଉପଲକ୍ଷେ କଟକ ଶତାବ୍ଦୀ ଭବନ ସଭାଗୃହରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁକାନ୍ତ କୁମାର ସାହୁ ପୌରହିତ୍ୟ […]

Read More Text.

ଶ୍ରୀ ଶ୍ରୀ ଶିରିଡି ସାଇ ସତସଙ୍ଗ ପାଇଁ ପ୍ରସ୍ତୁତି ବୈଠକ

ବାରିପଦା : ସ୍ଥାନୀୟ ଭଂଜପୁର ଜଗଦ୍ଧାତ୍ରୀ ମେଳା ପଡିଆରେ ଭଂଜପୁର ସାଇ ପ୍ରଚାରକ ମଣ୍ଡଳୀ ଆନୁକୂଲ୍ୟରେ ୧୫ଶ ବାର୍ଷିକ ଶ୍ରୀ ଶ୍ରୀ ଶିରିଡି ସାଇ ସତସଙ୍ଗ ମେ ମାସ ୯ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ଭଂଜପୁର ଠାରେ ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି I ଉକ୍ତ କାର୍ଯ୍ୟାଳୟରେ ଆୟୋଜନ କମିଟିର ସଭାପତି ପଦ୍ମଲୋଚନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅତିଥି ଭାବେ ସମାଜସେବୀ ନନ୍ଦିକେଶ ଶେଜପଡା, ପୂର୍ବତନ କାଉନସିଲର […]

Read More Text.

ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ 

ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳନ କରାଯିବା ସଙ୍ଗେ ସଙ୍ଗେ ଅକ୍ଷିମୁଠି ଅନୁକୂଳ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ । ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକା ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ […]

Read More Text.

 ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ଅବସରରେ ସମୀକ୍ଷା ବୈଠକ 

ବାରିପଦ:  ଏପ୍ରିଲ 21 ତାରିଖରେ ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମିତ୍ତ ସମୀକ୍ଷା ବୈଠକ ସ୍ଥାନୀୟ ପୌରପରିଷଦ ଅତିଥିଶାଳାରେ ଅନୁଷ୍ଠିତ ହୋଇ ଯାଇଛି l ବିଶ୍ୱପ୍ରତିମୂର୍ତ୍ତି ସଫେଇ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ସେବାନିବୃତ୍ତ ପୁଲିସ ଅଧିକାରୀ ଦୁର୍ଗାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଚଳିତ ବର୍ଷ ଆମେ ମୟୂରଭଞ୍ଜିଆ ସଂଗଠନ ଆହ୍ୱାନରେ ଜିଲ୍ଲା, ଜିଲ୍ଲା ବାହାରେ, ଦେଶର ବିଭିନ୍ନ ରାଜ୍ୟରେ ଏବଂ ବିଦେଶରେ ବିଭିନ୍ନ ସ୍ଥାନରେ ହେବାକୁ […]

Read More Text.

ପାହାଡରେ ମାଡ଼ ହେଲା ଘରୋଇ ବିମାନ, ୨ ମୃତ

ରାୟପୁର : ଛତିଶଗଡ଼ର ଜଶପୁର ଜିଲ୍ଲାରୁ ଏକ ଦୁଃଖଦ ଖବର ଆସିଛି। ସୋମବାର ଦିନ ଆରା ପାହାଡ଼ ସହିତ ଧକ୍କା ହେବା ପରେ ଏକ ଘରୋଇ ଚାର୍ଟର୍ଡ ବିମାନ ଦୁର୍ଘଟଣାରେ ପାଇଲଟ୍ ଏବଂ ସହ-ପାଇଲଟଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ବିମାନଟି ପାହାଡ଼ର ଉପର ଭାଗରେ ଧକ୍କା ଖାଇଥିଲା ଏବଂ ପରେ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ପରେ ପ୍ରଶାସନ ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ନିଶ୍ଚିତ ହୋଇଛି ଯେ ଏହି ଦୁର୍ଘଟଣାରେ ବିମାନର କମାଣ୍ଡରିଂ […]

Read More Text.

ଜମ୍ମୁରେ ପାହାଡ଼ ତଳକୁ ଖସିଲା ବସ୍: ୨୧ ମୃତ, ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଠିରୁ କ୍ଷତିପୂରଣ ଘୋଷଣା

ଜମ୍ମୁ କଶ୍ମୀର : ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା। ରାମନଗର ସହରରୁ ଜମ୍ମୁର ଉଧମପୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ପାହାଡ଼ ତଳକୁ ଖସିପଡିବାରୁ ୨୧ ଜଣଙ୍କ ଜୀବନ ଚାଲିଯାଇଛି । ଏହି ଘଟଣାରେ ୬୧ ଜଣ ଆହତ ହୋଇଛନ୍ତି । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ଓଲଟି ପଡ଼ି ପାହାଡ଼ ତଳକୁ ଖସି ପଡ଼ିଲା । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରମାନଙ୍କୁ ଏୟାରଲିଫ୍ଟ କରିବା ପାଇଁ ବ୍ୟବସ୍ଥା କରାଯାଉଛି […]

Read More Text.

ଭୋଟ୍ ନଦେଲେ ତାଲିକାରୁ କଟିଯିବ ନାଁ, ବଙ୍ଗଳାକୁ ଫେରୁଛନ୍ତି ପ୍ରବାସୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ମଧ୍ୟରେ  ଅନ୍ୟ ସହରରୁ ବେଙ୍ଗଳାକୁ ଆସୁଥିବା ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ମୁସଲିମ୍ ଭୋଟର ବହୁ ସଂଖ୍ୟାରେ ବଙ୍ଗଳାକୁ ଫେରୁଛନ୍ତି । ବିଶେଷକରି ମାଲଦା ଏବଂ ମୁର୍ଶିଦାବାଦରୁ ଆସୁଥିବା ଲୋକଙ୍କ ସଂଖ୍ୟା ଅଧିକ । ଦିଲ୍ଲୀ, ମୁମ୍ବାଇ, କେରଳ, ଚେନ୍ନାଇ ଏବଂ ସୁରଟରୁ ଲୋକମାନେ ମୁସଲିମ ବହୁଳ ଜିଲ୍ଲାଗୁଡ଼ିକରେ ଥିବା ନିଜ ଘରକୁ ଫେରୁଛନ୍ତି । ସୂଚନାନୁଯାୟୀ,ଭୋଟ ନ ଦେଲେ ସେମାନଙ୍କ ନାମ କାଟି ଦିଆଯିବ ବୋଲି ଧମକ […]

Read More Text.