ସମାଜଧର୍ମୀ ନାଟକ “ସେମାନେ ବି ମଣିଷ” ମଞ୍ଚସ୍ଥ
ବାରିପଦା :ସ୍ଥାନୀୟ ସହିଦ ସ୍ମୃତି ଭବନରେ ଉଜ୍ଜୟିନୀ ନାଟ୍ୟଶାଳା, ବାରିପଦା ଆନୁକୂଲ୍ୟରେ ନାଟକ ” ସେମାନେ ବି ମଣିଷ ” ମଞ୍ଚସ୍ଥ ହୋଇଯାଇଛି I ଅତିଥି ଭାବେ ଯୋଗଦେଇ ଓଡିଶା ନାଟ୍ୟ ସଂଘର ମୟୁରଭଞ୍ଜ ଜିଲ୍ଲା ସଂଯୋଜକ ଜ୍ଞାନରଞ୍ଜନ ପଣ୍ଡା, ନାଟ୍ୟକାର ସୋମନାଥ ସାହୁ, ନାଟ୍ୟକାର ଓ ନିର୍ଦ୍ଦେଶକ ଆଶିଷ କୁମାର ବସା, ଅଭିନେତା ଓ ନିର୍ଦ୍ଦେଶକ ଗୋକୁଳ ଚନ୍ଦ୍ର ଦାସ, ଅଭିନେତା ଓ ଶିକ୍ଷାବିତ ଶିବନାରାୟଣ ମିଶ୍ର ଓ ନାଟ୍ୟପ୍ରେମୀ ଅସିତ ଦାସ ପ୍ରମୁଖ ଉପସ୍ଥିତ […]
Read More Text.