ଗୋମାଫିଆଙ୍କ ଘରୁ ପୁଳା ପୁଳା ଟଙ୍କା ସମେତ ସୁନା ଗହଣା ଜବତ
ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ଏସ ପି ଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ବାରିପଦା, ବୈଶିଙ୍ଗା, ସାରସକଣା, ବାଙ୍ଗରିପୋଷୀ, ବାଦାମପାହାଡ଼ ଏବଂ ରାଇରଙ୍ଗପୁର ଆଦି ଥାନା ଅଞ୍ଚଳରେ ଗୋମାଫିଆ ଙ୍କ ଘରେ ପୋଲିସ ପକ୍ଷରୁ ରେଡ଼ କରାଯାଇଅଛି | ଏହି ରେଡରେ ଚାରିଜଣ ଅତିରିକ୍ତ ଏସପି ଙ୍କ ସମେତ ପନ୍ଦର ଜଣ ଇନ୍ସପେକ୍ଟର, ତିରିଶ ଜଣ ସବ ଇବସପେକ୍ଟର ଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଅଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଉପରୋକ୍ତ […]
Read More Text.