ଗ୍ୟାସ କଳାବଜାରୀ: ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ସିଲିଣ୍ଡର
ଭୁବନେଶ୍ୱର : ଗ୍ୟାସ ଅଭାବ ସମୟରେ ଯୋଗାଣ ବିଭାଗର ବଡ଼ ପଦକ୍ଷେପ । ପେଟ୍ରୋଲ ପମ୍ପରେ ମିଳିବ ୫ କେଜି ସିଲିଣ୍ଡର । ସହଜ ଉପଲବ୍ଧତା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। କଲେଜ ଓ ଶିଳ୍ପାଞ୍ଚଳ ନିକଟ ପେଟ୍ରୋଲ ପମ୍ପରେ ଗ୍ୟାସ୍ ମିଳିବ। ଆଇଡି କାର୍ଡ ଦେଖାଇ ସିଧାସଳଖ ପେଟ୍ରୋଲ ପମ୍ପରୁ ସିଲିଣ୍ଡର ନେଇପାରିବେ । ପ୍ରତ୍ୟେକ ପମ୍ପରେ ସୀମିତ ସଂଖ୍ୟକ ସିଲିଣ୍ଡର ରଖାଯିବ। ଚାହିଦା ଅନୁଯାୟୀ ହେବ ସପ୍ଲାଇ ବ୍ୟବସ୍ଥା । ଫଳରେ କଳାବଜାରି କମିବାର ଆଶା […]
Read More Text.