ବାର୍ଷିକ ମେଡିକାଲ୍ ପ୍ରଦର୍ଶନୀ “ଇନୋଭେଟିଆ ୧.0” ଆୟୋଜିତ
ବାରିପଦା : ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ପରିସରରେ, “ଇନୋଭେଟିଆ 1.0” ନାମକ ବାର୍ଷିକ ମେଡିକାଲ୍ ପ୍ରଦର୍ଶନୀ ସଫଳତାର ସହ ଆୟୋଜିତ ହୋଇଯାଇଛି । ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ଛାତ୍ରସଂଘ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଉକ୍ତ କଲେଜର ଡିନ୍ ଓ ପ୍ରିନ୍ସିପାଲ୍, ପ୍ରୋଫେସର୍ ଡ଼ଃ ବ୍ରଜ କିଶୋର ଦାଶ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଡଃ ଦାଶ ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କର ବୈଜ୍ଞାନିକ […]
Read More Text.