ବିଜେପି ତରଫରୁ ସୋନିଆ ଗାନ୍ଧିଙ୍କ କୁଶପୁତ୍ତଳିକା ଦାହ
ବାରିପଦା: ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପ୍ରତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଅପମାନଜନକ ଶବ୍ଦ ବ୍ଯବହାର କରିଥିବା ପ୍ରତିବାଦରେ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ତରଫରୁ ସୋନିଆ ଗାନ୍ଧିଙ୍କ ଵକ୍ତଵ୍ଯକୁ ନିନ୍ଦା କରିବା ସହ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି । ଦଳୀୟ ନେତୃବୃନ୍ଦ କହିଥିଲେ ସେନିଆ ଗାନ୍ଧୀ ଜଣେ ଭାରତର ୧ ନମ୍ବର ନାଗରିକ,ତଥା ଆଦିବାସୀ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଏହା ଏକ ଲଜ୍ଜାଜନକ ମନ୍ତବ୍ୟ । ତେଣୁ […]
Read More Text.