ମୋଦୀ ବିରୋଧୀ ଦଳରେ ବସିଲେ ମୋ ତପସ୍ୟା ସଫଳ ହେବ: କଂଗ୍ରେସ ନେତା ପବନ ଖେରା
ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେରା ତାଙ୍କର ନୂଆ ସ୍ୱପ୍ନ ସମ୍ପର୍କରେ ପ୍ରକାଶ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧୀ ଦଳରେ ବସିଥିବାର ଦେଖିବାକୁ ଚାହୁଁଛନ୍ତି। ମୋଦୀଙ୍କୁ ସେହି ପ୍ରକାରର ‘ଅପମାନ’ ଭୋଗିବା ସେ ଦେଖିବାକୁ ଚାହୁଁଛନ୍ତି ଯାହା ବିରୋଧୀ ନେତାମାନେ ଗତ ୧୦ ବର୍ଷ ଧରି ଭୋଗୁଛନ୍ତି। ସେ କହିଛନ୍ତି ଯେ, ୨୦୨୯ ପୂର୍ବରୁ ମୋଦୀଙ୍କୁ ବିରୋଧୀ ଦଳରେ ବସିଲେ ହିଁ ତାଙ୍କର ତପସ୍ୟା ସଫଳ ହେବ। ସେ କହିଛନ୍ତି ମୋ ସ୍ୱପ୍ନ […]
Read More Text.