ଜାତୀୟ କ୍ରୀଡା ମହାକୁମ୍ଭ (Athletics)ସଂଚାଳନ ଦାୟିତ୍ୱ ସମ୍ପାଦନ ପାଇଁ ଓଡିଶାରୁ ମୟୁରଭଞ୍ଜ ଜିଲ୍ଲା କ୍ରୀଡା ଅଧିକାରୀ ବୈଷୟିକ ଅଧିକାରୀ ଭାବେ ମନୋନୀତ
ବାରିପଦା : ଉତ୍ତରାଖଣ୍ଡ ରେ ଚଳିତ ମାସ ୮ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଭାରତର ସମ୍ମାନଜନକ ୩୮ତମ ଜାତୀୟ କ୍ରୀଡା ମହାକୁମ୍ଭ (Athletics)ରେ ସଂଚାଳନ ଦାୟିତ୍ୱ ସମ୍ପାଦନ ପାଇଁ ଓଡିଶା ଦୌଡ଼କୁଦ ସଂଗଠନ(Odisha Athletic Associaton ) ତରଫରୁ ମନୋନୀତ ୩ଜଣ ବୈଷୟିକ ଅଧିକାରୀ ମଧ୍ୟରୁ ମୟୁରଭଞ୍ଜ ଜିଲ୍ଲା ବରିଷ୍ଠ କ୍ରୀଡା ଅଧିକାରୀ ଶ୍ରୀ ସୁଭାଶିଷ ନାୟକ ମନୋନୀତ ହୋଇଛନ୍ତି। ଅନ୍ୟ ଦୁଇ ଜଣ ମନୋନୀତ ସଦସ୍ୟଙ୍କ ମଧ୍ୟରେ ଆନ୍ତର୍ଜାତୀୟ ବୈଷୟିକ ଅଧିକାରୀ ଶ୍ରୀ […]
Read More Text.