ପୁଲିସର ଅପରେସନ ‘କାଗାର’କୁ ବିରୋଧ କରି ରାୟଗଡ଼ା ଜିଲ୍ଲାରେ ନକ୍ସଲ ପୋଷ୍ଟର

ରାୟଗଡ଼ା: ‘ଅପରେସନ କାଗାର’କୁ ବିରୋଧ କରି ଓଡ଼ିଶା ଓ ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ଡାକରାକୁ ସଫଳ କରିବାକୁ ସିପିଆଇ ମାଓବାଦୀଙ୍କ ତରଫରୁ ଜିଲ୍ଲାର ମୁନିଗୁଡ଼ା ଥାନା ଅନ୍ତର୍ଗତ ସକଟା ଗ୍ରାମ ଛକ ଓ କଲ୍ୟାଣସିଂପୁର ବ୍ଲକ ନାରୀଙ୍ଗତୋଳା ଗ୍ରାମରେ ପୋଷ୍ଟର ଓ ବ୍ୟାନର ଆଜି ଲଗାଯାଇଛି। “ଅପରେସନ କାଗାର” ନାମରେ ଦଣ୍ଡକାରଣ୍ୟ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର କ୍ରାନ୍ତିକାରୀ ଆନ୍ଦୋଳନ ଉପରେ କରାଯାଉଥିବା ଆକ୍ରମଣକୁ ଏଥିରେ ବିରୋଧ କରାଯାଇଛି। ପୁଲିସ ଦ୍ୱାରା ନିରୀହ ଆଦିବାସୀଙ୍କୁ […]

Read More Text.

ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି

ଭୁବନେଶ୍ବର: ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ଦିଗରେ ରାଜ୍ୟ ସରକାର କାମ କରୁଛନ୍ତି। ‘ସରକାର ନୂଆ ଶିକ୍ଷାନୀତିକୁ ଓଡ଼ିଶାରେ ଲାଗୁ କରିଛନ୍ତି। ଆଜି ବଜେଟ୍ ଅଧିବେଶନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଅଭିଭାଷଣ ରଖି ଏହା କହିଛନ୍ତି।‘ଜୟ ଜଗନ୍ନାଥ’ କହି ଅଭିଭାଷଣ ଆରମ୍ଭ କରି ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ। ସେ କହିଛନ୍ତି, ଓଡ଼ିଶା ଖଣିଜ ସମ୍ପଦରେ ଭରପୂର ହୋଇ ରହିଛି। ଓଡ଼ିଶା ନିଜର ଐତିହ୍ୟ ଓ କୀର୍ତ୍ତିରାଜି ପାଇଁ ପରିଚିତ।‘ମୋ ସରକାର […]

Read More Text.

ବିଦ୍ୟାଳୟ ‌ହ‌ଷ୍ଟେଲ, ଘର ଆଗ ଗଛରେ ଝୁଲିପଡ଼ିଲେ ୨ଜଣ ବିଦ୍ୟାଳୟର ଛାତ୍ରୀ

ସୁନ୍ଦରଗଡ଼/ଜଳେଶ୍ବର: କଅଁଳ ବୟସରେ ମାନସିକ ଅବସାଦ। ପାରିପାରିକ ଅଭାବ ଅସୁବିଧା ହେଉ ବା ପାଠ ପଢ଼ା ଚାପ ହେଉ ଏହାକୁ ମୁକାବିଲା କରିନପାରି ୫ଦିନ ଭିତରେ ୪ଜଣ ସ୍କୁଲ ଛାତ୍ରୀ ଜୀବନ ହାରିଛନ୍ତି। ଗତ ୫ ତାରିଖ ଦିନ ମାଲକାନଗିରି ଜିଲ୍ଲାର କାଳିମେଳାରେ ଘଟିଥିବା ଘଟଣାର ପୁନରାବୃତ୍ତି ହୋଇଛି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ। ଆଜି ଏହି ୨ଟି ସ୍ଥାନରେ ଦୁଇ ଜଣ ସ୍କୁଲ ଛାତ୍ରୀ ଜୀବନ ହାରିଛନ୍ତି। ମୃତ ଛାତ୍ରୀ […]

Read More Text.

ପଞ୍ଚାୟତ ସ୍ତରୀୟ ଏଲ୍‌ପିଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଶିମିଳିପାଳ ଟାଇଗରକୁ ହରାଇ ରାହୁଲ ଏକ୍ସପ୍ରେସ ଚାମ୍ପିଅନ—–

ବାରିପଦା :  ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ପଞ୍ଚାୟତ ଡଃ ହରେକୃଷ୍ଣ ମହତାବ ହାଇସ୍କୁଲ ଖେଳ ପଡିଆଠାରେ  ଏଲ୍‌ସିସି କ୍ଲବ ଦ୍ଵାରା ଅନୁଷ୍ଠିତ ପଞ୍ଚାୟତସ୍ତରୀୟ ଏଲ୍ ସି ଏଲ୍ ସିଜେନ୍ – ୨, କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଶିମିଳିପାଳ ଟାଇଗର ଓ ରାହୁଲ ଏକ୍ସପ୍ରେସ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଶିମିଳିପାଳ ଟାଇଗର ଫିଲଡିଙ୍ଗ କରିବାର ନିଷ୍ପତି ନେଇ ରାହୁଲ ଏକ୍ସପ୍ରେସ କୁ […]

Read More Text.

ପଣ୍ଡିତ  ରଘୁନାଥ ମୁର୍ମୁଙ୍କ ଗୁରୁ ଦର୍ଶନ କାର୍ଯ୍ୟକ୍ରମରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଓ  ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ବାରିପଦା :  ସାନ୍ତାଳୀ ସମାଜର ଆଇକନ ତଥା ଯୋଗଜନ୍ମା ସାରସ୍ଵତ ସାଧକ,ସମାଜ ସଂସ୍କାରକ ତଥା ସାନ୍ତାଳୀ ଲିପି ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁ ଙ୍କ ପବିତ୍ର ୧୯୮୨ ମସିହା ମାଘ ସପ୍ତମୀରେ ଇହଧାମ ହୋଇଥିଲା । ମାଘ ମାସ ଅଷ୍ଟମୀରୁ ମାଘ ଚତୁର୍ଦ୍ଦଶୀ ତଥା ପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଗୁରୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ଗଭୀର ଶ୍ରଦ୍ଧାଞ୍ଜଳି ଦେଇ ସମାଜର ସଂସ୍କୃତି,ଭାଷା, ସାହିତ୍ୟ,ଭାଇଚାରା, ଭାତୃତ୍ବ ପାଇଁ ପ୍ରାର୍ଥନା କରି ଆଶୀର୍ବାଦ ନେଇଥାନ୍ତି […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଦୁ ଚାନ୍ଦାନ ପୂଜା ଅନୁଷ୍ଠିତ

ବାରିପଦା (୧୨/୦୨) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିଦୁ ଚାନ୍ଦାନ ପୂଜା ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର ହେରିଟେଜ୍‌ କ୍ଲବ୍‌ ଓ ସାନ୍ତାଳୀ ବିଭାଗ ଦ୍ୱାରା ଆୟୋଜିତ ଏହି ପୂଜାରେ ବିଶ୍ୱବିଦ୍ୟାଳୟର ପବିତ୍ର କୁଞ୍ଜରେ ସ୍ଥିତ ଜାହିରାପୀଠରେ ଜ୍ଞାନ, ବୁଦ୍ଧି, ଶିକ୍ଷା ଏବଂ ସମସ୍ତ କଳାର ପ୍ରତିନିଧିତ୍ୱ କରୁଥିବା ଦେବଦେବୀ ବିଦୁ ଚାନ୍ଦାନଙ୍କୁ ପୂଜା କରାଯାଇଥିଲା । ଏହି ଅବସରରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ  ଏବଂ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ […]

Read More Text.

ଭାରତୀୟ ମାନକ ବ୍ୟୁର (BIS) ଆନୁକୂଲ୍ୟରେରେ ଜିଲ୍ଲା ସ୍ତରୀୟ ଅଧିକାରଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ

ବାରିପଦା (୧୨/୦୨) :  ଭାରତ ସରକାରଙ୍କ ଉପଭୋକ୍ତା ବ୍ୟାପାର ଖାଦ୍ୟ ଏବଂ ସାର୍ବଜନିକ ବିତରଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଭୁବନେଶ୍ୱର ମାନଙ୍କ ବ୍ୟୁର ଶାଖା ଏବଂ ଜିଲ୍ଲା ପ୍ରଶାସନର ସହଯୋଗ ରେ ଆଜି ସ୍ଥାନୀୟ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାର ସରକାରୀ ଅଧିକାରୀ ମାନଙ୍କ ପାଇଁ ଉତ୍ପାଦ/ପଦାର୍ଥର ମାନକ ସମ୍ଭନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ତଥା ଉପଖଣ୍ଡ ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ […]

Read More Text.

ହରିହାଟରେ ଧନୁଉତ୍ସବର ଆକର୍ଷଣ : ନଗର ପରିକ୍ରମା କଲେ କଂସ ମହାରାଜ

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଧପୁର ହରିହାଟ ମହୋତ୍ସବର ତୃତୀୟ ଦିନରେ  କଂସ ମହାରାଜଙ୍କ ନଗର ପରିକ୍ରମା ସହିତ ଧନୁ ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି | ପ୍ରତିବର୍ଷ ପରି ମାଘ ମାସ ଶୁକ୍ଳ ପକ୍ଷ ତ୍ରୟଦୋଷୀ ତିଥି ରୁ ଆରମ୍ଭ ହୋଇ ଚାରି ଦିନ ଧରି ଚାଲୁଥିବା ଏହି ମହୋତ୍ସବ ର ତୃତୀୟ ଦିନରେ ପ୍ରାତଃ ରୁ ଭାଗବତ ଗୋସେଇଁଙ୍କ ପହଡ ଭଙ୍ଗାନୀତି ପରେ ସୂର୍ଯ୍ୟ ପୂଜା […]

Read More Text.

ନାବାଳିକା ଦୁଷ୍କର୍ମକାରୀକୁ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା (ଓଏନଏନ) :  ୨୦୧୯ ମସିହା ନଭେମ୍ବର ୩୦ ତାରିଖ ରେ ମୟୁରଭଞ ଜିଲା ଶରତ ଥାନା ଅଞ୍ଚଳରେ ରେ ଜନୈକା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୌରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ , ବାରିପଦା ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ ସରଡିହା ଗ୍ରାମର ଦୁିମ୍ବି ସିଂ ବାନରା […]

Read More Text.

୩ୟ ଦିନିକିଆରେ ଭାରତର ଦମ୍‌ଦାର ପ୍ରଦର୍ଶନ: ୧୪୨ରନ୍‌ରେ ହାରିଲା ଇଂଲଣ୍ଡ

ଅହମଦାବାଦ: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି। ଅହମଦାବାଦ୍‌ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଓ ବୋଲରମାନେ ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି। ଭାରତ ଏହି ମ୍ୟାଚ୍‌ରେ ବିଶାଳ ବିଜୟ ହାସଲ କରିଛି। ୩୫୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟଟିଂ କରିଥିବା ବିଦେଶୀ ଟିମ୍ ୧୪୨ ରନ୍‌ରେ ପରାସ୍ତ ହୋଇଛନ୍ତି। ଇଂଲଣ୍ଡ […]

Read More Text.