ମୋଦି ଆମେରିକା ଗସ୍ତରେ ଥିବାବେଳେ ଭାରତୀୟଙ୍କୁ ବଡ଼ ଝଟକା ଦେଲେ ଟ୍ରମ୍ପ, ନେଲେ ବଡ଼ ନିଷ୍ପତ୍ତି

ୱାଶିଂଟନ, ୧୩।୨: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପାଇଁ ଦୁଇ ଦିନିଆ ଗସ୍ତରେ ୱାଶିଂଟନରେ ପହଞ୍ଚିଛନ୍ତି। ଏସବୁ ମଧ୍ୟରେ ଆମେରିକାରେ ରହୁଥିବା ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ ଅବୈଧ ଭାରତୀୟମାନଙ୍କୁ ନେଇ ଦ୍ୱିତୀୟ ବିମାନ ୧୬ କିମ୍ବା ୧୭ ଫେବୃଆରୀରେ ଭାରତ ଆସିପାରେ। ଆମେରିକାରେ କ୍ଷମତାକୁ ଫେରିବା ପରେ, ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ନିଷ୍ପତ୍ତି […]

Read More Text.

ମମି-ପାପା କ୍ଷମା କରିଦେବ; ଜେଇଇରେ ଫେଲ୍ ହେବା ପରେ ଏଭଳି ଲେଖି ଜୀବନ ହାରିଲେ ଯୁବତୀ

ଗୋରଖପୁର: ଆଜିକାଲି ପିଲାମାନେ ବିଫଳତାକୁ ସହ୍ୟ କରିପାରୁ ନାହାନ୍ତି। ଏହା ଆମେ ନୁହେଁ ପ୍ରତିଦିନ ଘଟୁଥିବା ଘଟଣା କହୁଛି। ପରୀକ୍ଷା ବା ପ୍ରେମରେ ବିଫଳ ହେଲେ ପିଲାମାନେ ଆତ୍ମହତ୍ୟାକୁ ବାଛି ନେଉଛନ୍ତି। କୋଟାରେ ପ୍ରତିଦିନ ପିଲାମାନେ ଆତ୍ମହତ୍ୟା କରୁଥିବାର ଖବର ସାମ୍ନାକୁ ଆସୁଛି। ଲଢ଼ିବା ପରିବର୍ତ୍ତେ, ପିଲାମାନେ ନିଜ ଜୀବନ ତ୍ୟାଗ କରିବା ସହଜ ମଣୁଛନ୍ତି। ଉତ୍ତର ପ୍ରଦେଶର ଗୋରଖପୁରରୁ ମଧ୍ୟ ସମାନ ଏକ ଘଟଣା ସାମ୍ନାକୁ ଆସିଛି। ୧୮ବର୍ଷୀୟ ଅଦିତି ମିଶ୍ରା ଜେଇଇ ପରୀକ୍ଷାରେ ବିଫଳ […]

Read More Text.

କୁମ୍ଭମେଳାକୁ ଆସିଥିବା ବିଜନେସମ୍ୟାନ ବାବାଙ୍କ କୋଟିକୋଟି ଟଙ୍କାକୁ ଇଡି ଜବତ କରି ନେଇଛି

ନୂଆଦିଲ୍ଲୀ: ଜାନୁଆରି ୧୪ରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭକୁ ନେଇ ଅନେକ ସାଧୁସନ୍ଥଙ୍କ ଭିଡିଓ ସୋସିଆଲ ମିଡିଆରେ ହେବାରେ ଲାଗିଛି। ପ୍ରତ୍ୟେକ ବାବାଙ୍କ ଜୀବନ କାହାଣୀ ଭିନ୍ନଭିନ୍ନ ରହିଛି। ଏହି କାରଣରୁ ମହାକୁମ୍ଭକୁ ଆସିଥିବା ବାବାମାନଙ୍କ ଜୀବନ କାିହାଣୀ ଜାଣିବା ପାଇଁ ପ୍ରତ୍ୟେକଲୋକ ଇଚ୍ଛା ପ୍ରକାଶ କରିଛନ୍ତିୀ। ଏହି କ୍ରମରେ ଜଣେ ବିଜନେସମ୍ୟାନ ବାବା ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏହି ବାିବା ଦାବି କରି କହିଛନ୍ତି, ‘ସେ କୋଟିକୋଟି ଟଙ୍କାର ସମ୍ପତ୍ତି ଛାଡ଼ି ଭଗବାନଙ୍କ ନିକଟରେ ନିଜକୁ […]

Read More Text.

ବିହାରରେ ୨୪୩ ଆସନରେ ଲଢ଼ିବ ପଶୁପତି ପାରସଙ୍କ ଦଳ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ​​ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (RLJP) ସମସ୍ତ ୨୪୩ ଆସନରେ ପ୍ରାର୍ଥୀ ଦେବ। ଦଳ ତୃଣମୂଳ ସ୍ତରର ସଂଗଠନ ଏବଂ ଦଳିତ ସଶକ୍ତିକରଣ ଉପରେ ଧ୍ୟାନ ଦେଇ ୨୦୨୫ ନିର୍ବାଚନ ପାଇଁ ପ୍ରସ୍ତୁତିକୁ ମଧ୍ୟ ତୀବ୍ର କରିଛି। ପଶୁପତି କୁମାର ପାରସ କହିଛନ୍ତି, “ଆମେ ବିହାରର […]

Read More Text.

ଦଲାଇଲାମାଙ୍କ ସୁରକ୍ଷା ବୃଦ୍ଧି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମାଙ୍କୁ ଜେଡ ବର୍ଗର ସୁରକ୍ଷା ପ୍ରଦାନ କରିଛି। ଦଲାଇ ଲାମାଙ୍କ ସୁରକ୍ଷା ସମ୍ପର୍କରେ ଗୁଇନ୍ଦା ବିଭାଗ ଗୃହ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ପ୍ରଦାନ କରିଥିଲା, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଅଧୀନରେ, ଦଲାଇ ଲାମାଙ୍କୁ ଏବେ ମୋଟ ୩୩ ଜଣ ସୁରକ୍ଷାକର୍ମୀ ସୁରକ୍ଷା ଦେବେ | ଯେଉଁଥିରେ ୧୨ ଜଣ କମାଣ୍ଡୋ ଏବଂ ୬ ଜଣ ପିଏସଓ ସାମିଲ ଅଛନ୍ତି, ଯେଉଁମାନେ ତାଙ୍କୁ ୨୪ ଘଣ୍ଟା […]

Read More Text.

ମଣିପୁରରେ ଲାଗୁ ହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ,୧୩।୨: ମଣିପୁରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଇସ୍ତଫା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ଗୃହ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରିଛି। ଏନ ବୀରେନ ସିଂହଙ୍କ ଇସ୍ତଫା ପରେ, ନୂଆ ମୁଖ୍ୟମନ୍ତ୍ରୀ ନେଇ ଆଲୋଚନା କରାଯାଇଥିଲା, ଏହି ସମୟରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି। କହି ରଖୁଛୁ ଯେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ଇସ୍ତଫା ସେହି ସମୟରେ ଆସିଥିଲା ଯେତେବେଳେ କଂଗ୍ରେସ ପକ୍ଷରୁ ବିଧାନସଭାରେ ଅନାସ୍ଥା […]

Read More Text.

ଏଥର ଏମାନଙ୍କୁ ମିଳିବନି ପିଏମ କିଷାନର ୧୯ତମ କିସ୍ତି ଟଙ୍କା, କଟିଲା ନାଁ!

ନୂଆଦିଲ୍ଲୀ,୧୩।୨: ଏବେ କୃଷକଙ୍କ ସମ୍ମାନ ନିଧି ଯୋଜନାର ଅପେକ୍ଷା ଶେଷ ହେବାକୁ ଯାଉଛି। କାରଣ ଫେବୃଆରୀ ୨୦୨୫ ଶେଷରେ, ସମ୍ମାନ ନିଧିର ୧୯ତମ କିସ୍ତି ଖାତାକୁ ଆସିବାକୁ ଯାଉଛି। ଯଦି ଆପଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବା ପାଇଁ ଏ ପର୍ଯ୍ୟନ୍ତ eKYC କରିନାହାଁନ୍ତି, ତେବେ ଶୀଘ୍ର କରନ୍ତୁ, କାରଣ eKYC ଆବଶ୍ୟକ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯାହାର ୧୦୦% ପାଣ୍ଠି ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ […]

Read More Text.

ମୁଁ ବିଜେଡିରେ ଅଛି, ରହିବି – ସନାତନ ମହାକୁଡ଼

ଭୁବନେଶ୍ୱର, ୧୩।୨: ବିଜେଡି ବିଧାୟକ ସନାତନ ମହାକୁଡ଼ ଭାଜପା ମିଶିବା ଚର୍ଚ୍ଚା ମଧ୍ୟରେ ବିଧାୟକ ବିସ୍ଫୋରକ ବୟାନ ଦେଇଛନ୍ତି। ସନା ମହାକୁଡ କହିଛନ୍ତି, ମୁଁ ବିଜେଡିରେ ଅଛି, ରହିବି । ମୁଁ ଦଳ ଠାରୁ ଦୂରେଇନି, ଦଳ ସହ ଅଛି, ରହିଛି, ରହିବି। ସେ ପୁଣି କହିଛନ୍ତି, ଜିଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ । ସେ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ, ଭାଜପାର ମୁଖ୍ୟମନ୍ତ୍ରୀ ନୁହଁନ୍ତି । ବିଧାୟକ ଆହୁରି କହିଛନ୍ତି, ବିଧାନସଭାକୁ […]

Read More Text.

୧୫ ପ୍ଲଟ୍‌, କାଜୁ ପ୍ରୋସେସିଂ ୟୁନିଟ୍‌ ସହ ରହିଛି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି

କୋରାପୁଟ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ପକ୍ଷରୁ କୋଟପାଡ଼ ବ୍ଲକ୍‌ ବତାସନା ପଞ୍ଚାୟତ ଆକାଉଣ୍ଟାଣ୍ଟ ତଥା ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ପାର୍ଥସାରଥି ବିଷୋୟୀଙ୍କ ଚମ୍ପିଆସ୍ଥିତ ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପାର୍ଥଙ୍କ ୩ଟି ବିଲ୍‌ଡିଂ, କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ୧୫ଟି ପ୍ଲଟ୍‌, ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା, ୨୮୫ ଗ୍ରାମ ସୁନା, ୭୦୩ ଗ୍ରାମ ରୁପା,୨ଟି କଂକ୍ରିଟ୍‌ ମିକ୍ସଚର […]

Read More Text.

ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୦ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ଶୋକ ପ୍ରସ୍ତାବ ଆଗତ ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଜି ଥିଲା ବଜେଟ ଅଧିବେଶନର ପ୍ରଥମ ଦିନ। ଆଜି ବଜେଟ୍ ଅଧିବେଶନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଅଭିଭାଷଣ ରଖିଥିଲେ। ‘ଜୟ ଜଗନ୍ନାଥ’ କହି ଅଭିଭାଷଣ ଆରମ୍ଭ କରି ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିଥିଲେ ରାଜ୍ୟପାଳ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି […]

Read More Text.