କଟକରେ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ୱିପ୍ରହରରେ ମହିଳାଙ୍କୁ ଖଣ୍ଡାରେ ହାଣି ବିଭତ୍ସ ହତ୍ୟା କରାଯଇଛି । କଟକ ପୋତାପୋଖୋରି ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ପାଣି ଟାଙ୍କି ନିକଟରେ ଥିବା ବସ୍ତି ଭିତରେ ମହିଳାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘର ଭିତରୁ ମହିଳାଙ୍କୁ ଉଦ୍ଧାର କରାଯାଇ SCB ମେଡିକାଲ ହସ୍ପିଟାଲକୁ ପଠାଯାଇଥିଲା । କିନ୍ତୁ, ସେଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ IIC ସୂଚନା ଦେଇଛନ୍ତି […]

Read More Text.

ପରିବର୍ତ୍ତନ ହେଲା ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନ ପଥ

ଭୁବନେଶ୍ଵର: ପରିବର୍ତ୍ତନ ହେଲା ନନ୍ଦନକାନନର ପ୍ରବେଶ ଓ ପ୍ରସ୍ଥାନ ପଥ। ନନ୍ଦନକାନନର ଉନ୍ନତିମୂଳକ କାର୍ଯ୍ୟ ଚାଲୁଥିବା ଯୋଗୁଁ ପର୍ଯ୍ୟଟକମାନଙ୍କ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ପରିବର୍ତ୍ତନ କରାଯାଇଛି। ଫଳରେ ପର୍ଯ୍ୟଟକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ପର୍ଯ୍ୟଟକମାନେ ନନ୍ଦନକାନନ ମୁଖ୍ୟ ଫାଟକ ଦେଇ ସମ୍ମୁଖରେ ଥିବା ଟିକେଟ କାଉଣ୍ଟରରେ ଟିକେଟ କରି ପ୍ରବେଶ କରୁଥିଲେ। ବର୍ତ୍ତମାନ ଏହି ମାର୍ଗ ପରିବର୍ତ୍ତନ ହୋଇଛି। ପୂର୍ବରୁ ଗୋଟିଏ ମାର୍ଗରେ ଆସି ଜୀବଜନ୍ତୁଙ୍କୁ ସଠିକ୍ ଭାବେ […]

Read More Text.

୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ

ନୂଆଦିଲ୍ଲୀ: ଏଥର ଦିଲ୍ଳୀରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆସନ୍ତା ‌୧୯ କିମ୍ବା ୨୦ ତାରିଖରେ ଦିଲ୍ଳୀରେ ବିଜେପି ସରକାର ଗଠନ କରିବ ବୋଲି ଶୁଣିବାକୁ ମିଳୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ୧୯ କିମ୍ବା ୨୦ ତାରିଖରେ ଅନୁ‌ଷ୍ଠିତ ହେବାର ସମ୍ଭାବନା ରହିଛି। ସେହିପରି ବିଧାୟକ ଦଳର ବୈଠକ ଆସନ୍ତା ୧୭ କିମ୍ବା ୧୮ ତାରିଖରେ ହୋଇପାରେ। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ପହଞ୍ଚିବା […]

Read More Text.

ଜେଲଗଲା କୋଟିପତି ଚୋର ସତୀଶ, ଚୋରି ଟଙ୍କାରେ କରୁଥିଲା ମସ୍ତି

ଭୁବନେଶ୍ଵର: ଘଟଣାର ଦୁଇ ସପ୍ତାହର ପରେ ଶେଷରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରିଥିବା ଚୋରକୁ ଧରିଛି ପୋଲିସ । ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରୁ ଆସି ଭୁବନେଶ୍ବରର ଭିଭିଆଇପି ଅଞ୍ଚଳରୁ ଚୋରି କରିଥିବା ୱାନ୍‌ମ୍ୟାନ୍‌ ଆର୍ମି ତଥା ସ୍ପାଇଡର୍‌ ମ୍ୟାନ୍‌ ଭାବେ ଜଣାଶୁଣା ୩୮ ବର୍ଷିୟ ଲୁଟେରା ସତୀଶ ରେଡ୍ଡୀକୁ ଗିରଫ କରିଛି ପୋଲିସ । ଗିରଫ କରାଯିବା ସହ ତା’ ନିକଟରୁ ୫୦ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ହୀରା ଓ ସୁନା […]

Read More Text.

ଗିରଫ ହେଲେ ଡାଟା ଏଣ୍ଟ୍ରି ଅପରେଟର, ଚଢ଼ଉ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ

ଜୟପୁର : ଗିରଫ ହେଲେ କୋଟିପତି ଆକାଉଣ୍ଟାଣ୍ଟ । କୋରାପୁଟ କୋଟପାଡ଼ ବାଟସଣା ପଞ୍ଚାୟତର ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ପାର୍ଥସାରଥୀ ବିଷୋୟୀ ଗିରଫ ହୋଇଛନ୍ତି । ଚଢ଼ଉ ବେଳେ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିଲା । କୋରାପୁଟ ବୋରିଗୁମାରେ ରହିଛି ପାର୍ଥ ସାରଥୀଙ୍କର ୩ଟି ବିଲ୍ଡିଂ । ବୋରିଗୁମା ଚମ୍ପିଆରେ ରହିଛି ଗୋଟିଏ କାଜୁ ପ୍ରସେସିଂ ୟୁନିଟ୍ । ସେହିପରି ବିଭିନ୍ନ ସ୍ଥାନରେ ରହିଛି ୧୬ଟି ପ୍ଲଟ୍ । ଚଢ଼ଉ ବେଳେ ନଗଦ […]

Read More Text.

ବାରିପଦା କଳାକାର ପରିବାର ତରଫରୁ ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା

ବାରିପଦା : ବାରିପଦା କଳାକାର ପରିବାରର ସଦସ୍ୟ ବୃନ୍ଦ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ବିଦ୍ୟାଳୟ ପରିସରରେ ଉପସ୍ଥିତ ରହି ଓଡ଼ିଆ ଚଳଚିତ୍ର ଜଗତର ବାଦଶାହ ଉତ୍ତମ ମହାନ୍ତିଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରାଯାଇଥିଲା I ପରେ ପରେ ଭଞ୍ଜ ମାଟିର ଅନ୍ୟତମ ବରପୁତ୍ର ତଥା ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ଗୀତିକାର ସ୍ବର୍ଗତ ସଂଗ୍ରାମ ମହାନ୍ତିଙ୍କ ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା ପୂର୍ବକ ତାଙ୍କର ସ୍ମୃତିଚରଣ କରିଥିଲେ […]

Read More Text.

ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ମ୍ୟାଚ – ରାଇରଙ୍ଗପୁର ବିଜୟୀ

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଓ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ମିଳିତ ଆନୁକୂଲ୍ୟରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ସିନିୟର ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୦ମ ମ୍ୟାଚରେ ରାଇରଙ୍ଗପୁର କ୍ଲବ ମୟୁରଭଞ୍ଜ ଗ୍ରୀନକୁ ୧୦୨ ରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ରାଇରଙ୍ଗପୁର ୩୦ ଓଭରରେ ସମସ୍ତ ଉଇକେଟ ହରାଇ ୧୫୮ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଜୟ କୁମାର ୫୪ ଓ ଶୁଭମ ସାହୁ […]

Read More Text.

ନୀଡ଼ ଏଯୁକେସନ ପକ୍ଷରୁ ନବ ନିଯୁକ୍ତ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

ବାରିପଦା: କଠିନ ପରିଶ୍ରମ ଓ ଉପଯୁକ୍ତ ତାଲିମ ପାଇଲେ ଜଣେ ନିଶ୍ଚିତ ଜୀବନରେ ସଫଳତା ହାସଲ କରିପାରିବ I ତାହା ପ୍ରମାଣ କରିଦେଇଛନ୍ତି ନୀଡ଼ ଏଜୁକେସନର ଛାତ୍ରଛାତ୍ରୀ ମାନେ I ଚଳିତ ମାସ ଭୁବନେଶ୍ୱର ସ୍ଥିତ କେପିଟାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ନିଯୁକ୍ତି ମେଳାରେ ବାରିପଦାର ନୀଡ଼ ଏଜୁକେସନର ୬ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗରେ ଚାକିରୀ ପାଇ ବେଶ ଆନନ୍ଦିତ I ସେମାନେ ହେଲେ ଜାମଦା ବ୍ଲକର ବିଶ୍ୱଜିତ ମଣ୍ଡଳ, […]

Read More Text.

୨୭୬ ତମ ବାବା ତିଲକା ମାଝୀ ଜୟନ୍ତି ପାଳନ

ବାରିପଦା: ବାବା ତିଲକା ମାଝିଙ୍କ ୨୭୬ ତମ ଜୟନ୍ତୀ ଅବସରରେ ବାବା ତିଲକା ମେମୋରିଆଲ କ୍ଲବ ଧରମଡିହି ତରଫରୁ ୩୩ ତମ ବାବା ତିଲକା ମାଝିଙ୍କର ଜନ୍ମ ଦିବସ ପାଳନ ସହିତ ପାର୍ସୀସିଂଚାନ୍ଦ ଅଲଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଗୁରୁଞ୍ଜେପେଲ ( ଗୁରମାହା ) ଦିବସ ପାଳନ କରାଯାଇଥିଲା । ତତ୍ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।ଏକ ଏିତିହାସିକ ପଦକ୍ଷେପ ୩୨ ବର୍ଷ ପୂର୍ବେ ଦିନବେଳେ ଡ୍ରାମା ପ୍ରତିଯୋଗୀତା ଏବଂ ୨୦୨୫ ରେ ପ୍ରଥମ […]

Read More Text.

ଓମ୍ବାଡସି ଆନୁକୂଲ୍ୟରେ ସମ୍ମନ୍ୱିତ ବିକାଶ କାର୍ଯ୍ୟ ଯୋଜନା (ଇଣ୍ଡିଗ୍ରେଟେଡ଼ ଡେଭେଲପମେଣ୍ଟ ଏକ୍ସନ ପ୍ଲାନ) ସମ୍ଭନ୍ଧୀୟ କର୍ମଶାଳା

ବାରିପଦା : ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଓମ୍ବାଡସି ଆନୁକୂଲ୍ୟରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ସମ୍ୱନ୍ୱିତ ବିକାଶ କାର୍ଯ୍ୟ ଯୋଜନା (ଇଣ୍ଡିଗ୍ରେଟେଡ଼ ଡେଭେଲପମେଣ୍ଟ ଏକ୍ସନ ପ୍ଲାନ) ସମ୍ଭନ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ପ୍ରଭାତ କୁମାର ବେହେରା, ଏପିଡି ଶ୍ରୀ ଶାନ୍ତନୁ କୁମାର ନାୟକ, ଭୁବନେଶ୍ୱର ଓମ୍ବାଡସିର ଦକ୍ଷତା ବିଶେଷଜ୍ଞ ଆଦିତ୍ୟ ମୋହନ […]

Read More Text.