ଟାଟା ପାଓ୍ଵାରର ଠିକା କର୍ମଚାରୀ ଛଟେଇ ନୀତି ବିରୋଧରେ ୯ ଟି କର୍ମଚାରୀ ମିଳିତ ମଞ୍ଚ ତରଫରୁ ବିକ୍ଷୋଭ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର  ବାମନଘାଟି  ଡିଭିଜନ କାର୍ଯ୍ଯାଳୟ ସମ୍ମୁଖରେ ଟିପିଏନଓଡିଏଲ ରେ କାର୍ଯ୍ଯରତ  ଠିକାଶ୍ରମିକ ଓ ଠିକା କର୍ମଚାରୀ ମଳିତ ମଞ୍ଚ ର ୯ ଟି ସଂଗଠନ ତରଫରୁ ଆଜି  ଟିପିଏନଓଡିଏଲ ଡିଭିଜନ କାଯ୍ଯାଳୟ ସମ୍ମୁଖରେ ଏକ ବିଶାଳ  ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାମନଘାଟୀ ଉପଖଣ୍ଡ,ପଞ୍ଚପିଢ ଉପଖଣ୍ଡର  ସମସ୍ତ ବ୍ଲକ ଏବଂ ରାଇରଙ୍ଗପୁର ମ୍ଯୁନିସିପାଲିଟି ର ବହୁ ଠିକା କର୍ମଚାରୀ ଓ ଶ୍ରମିକ ସାମିଲ ହୋଇଥିଲେ l ଟାଟା ପାଓ୍ବାର ଠିକା କର୍ମଚାରୀଙ୍କ […]

Read More Text.

 ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ବାରିପଦା  : ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି| ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ,ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଜିତ କୁମାର,ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯଦୁନାଥ ଜେନା, ଉପଜିଲ୍ଲାପାଳ ଶ୍ରୀ ଉଗ୍ରସେନ ଓରାମ,ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା,ମୁଖ୍ୟ ଜିଲ୍ଲା […]

Read More Text.

ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ମୟୁରଭଞ୍ଜ ଗାନ୍ଧୀ ଶରତ ଚନ୍ଦ୍ର ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ 

ବାରିପଦା : ମୟୂରଭଞ୍ଜ ପ୍ରଜା ମଣ୍ଡଳ ଆନ୍ଦୋଳନର ମୁଖ୍ୟ ତଥା ଭାରତ ସ୍ୱାଧୀନତା ପରେ ସ୍ୱାଧୀନ ମୟୁରଭଞ୍ଜ ରାଜ୍ୟର ପ୍ରଧାନମନ୍ତ୍ରୀ ମୟୁରଭଞ୍ଜ ଗାନ୍ଧୀ ବୋଲାଉଥିବା ସ୍ବର୍ଗତ ଶରତ ଚନ୍ଦ୍ର ଦାସଙ୍କ ସ୍ମୃତିରକ୍ଷା ଉଦେଶ୍ୟରେ ତାଙ୍କର ଏକ  ପ୍ରତିମୂର୍ତ୍ତି ସ୍ଥାପନା ସହ ତାଙ୍କ ଦ୍ୱାରା ନିର୍ମିତ ମୟୁରଭଞ୍ଜ ସ୍ଵରାଜ ଆଶ୍ରମର ପୁନଃରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କରାଯିବା ନିମନ୍ତେ ପାଣ୍ଠି ଯୋଗାଇ ଦେବାପାଇଁ ଆଜି ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ଦାବୀ କରାଯାଇଅଛି l ଆଜି ଓଡ଼ିଆ ଜାଗରଣ ମଞ୍ଚ […]

Read More Text.
Odisha vigilance

ଲାଞ୍ଚ ମାମଲାରେ ତତ୍କାଳୀନ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ନିର୍ଦ୍ଦୋଶରେ ଖଲାସ

ବାରିପଦା : ଆଜି ବାରିପଦା ଭିଜିଲାନ୍ସ କୋର୍ଟ  ର  ସ୍ୱତନ୍ତ୍ର ବିଚାରପତି ପୁର୍ଣିମା ଜେନା 2020 ମସିହାରେ ରୁଜୁ ହୋଇଥିବା ଏକ ଲାଞ୍ଚ ମାମଲା ର ବିଚାର କରି ଆବଶ୍ୟକ ପ୍ରମାଣ ପତ୍ର ଅଭାବରୁ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ତତ୍କାଳୀନ  କନିଷ୍ଠ ଯନ୍ତ୍ରୀ ଅଶ୍ୱନୀ କୁମାର ଦାସ ଅଧିକାରୀ ଙ୍କୁ ନିର୍ଦ୍ଧଶ ରେ ଖଲାସ କରିଛନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ କପ୍ତିପଦା ବିଦ୍ୟୁତ କାର୍ଯ୍ୟାଳୟରେ ଶିଶିର କୁମାର ନାୟକ ଙ୍କ […]

Read More Text.

ଜୁଲାଇ ପହିଲାରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ, ମିଳିବ ୧୨୫ ଦିନର ରୋଜଗାର ଗ୍ୟାରେଣ୍ଟି

ନୂଆଦିଲ୍ଲୀ:ଜୁଲାଇ ୧ରୁ ଲାଗୁ ହେବ ଭିବି-ଜିରାମ-ଜି ଆଇନ। ଏନେଇ କେନ୍ଦ୍ର ସରକାର ଅଧିସୂଚନା ଜାରି କରିଛନ୍ତି ।ନୂଆ ଆକ୍ଟ ଅନୁଯାୟୀ, ଜୁଲାଇ ୧, ୨୦୨୬ରୁ ସମଗ୍ର ଦେଶରେ ଲାଗୁ ହେବ ଭିବି-ଜିରାମ-ଜି। ଯାହା ପୂର୍ବରୁ ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ ମନରେଗା ନାମରେ ଜଣାଶୁଣା ଥିଲା। ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ବ୍ୟାପକ ଦୁର୍ନୀତି ଚାଲିଥିଲା। ଏଥିରେ ସଂସ୍କାର ଆଣିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ […]

Read More Text.

ବାଂଲାଦେଶ ସୀମାରେ ଲାଗିବ ତାରବାଡ଼, ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଦାୟିତ୍ୱ ନେବା ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘଦିନ ଧରି ଥିବା ବାଂଲାଦେଶ ସୀମା ବିବାଦର ସମାଧାନର ବାଟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଆଗାମୀ ୪୫ ଦିନ ଭିତରେ ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ୪୫ ଦିନରେ ସମଗ୍ର ଅଞ୍ଚଳ ସୀମା ସୁରକ୍ଷା ବଳ (ବିଏସଏଫ) ଅଧୀନରେ ରହିବ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ […]

Read More Text.

ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ ; ୩ ସାର୍ପ ସୁଟର ଗିରଫ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ ଘଟଣାରେ ବିହାରର ବକ୍ସରରୁ ୩ଜଣଙ୍କୁ ଅଟକ ରଖାଯାଇଛି। ଏନେଇ ବିହାର ପୁଲିସ ସୂଚନା ଦେଇଛି। ସୂଚନା ଅନୁସାରେ ପଶ୍ଚିମବଙ୍ଗ ଏସଟିଏଫ ବକ୍ସରରୁ କୁଖ୍ୟାତ ଅପରାଧୀ ସାର୍ପ ସୁଟର ବିଶାଲ ଶ୍ରୀବାସ୍ତବଙ୍କ ସମେତ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ ରଖିଛି। ଗିରଫ ପରେ ସେମାନଙ୍କୁ ପଶ୍ଚିମବଙ୍ଗ ନେଇଛି ଏସଟିଏଫ। ବକ୍ସରରେ ବିଶାଲଙ୍କ ବିରୁଦ୍ଧରେ ହତ୍ୟା ଏବଂ ଡକାୟତି ସମେତ ୨୨ରୁ ଅଧିକ ଅପରାଧିକ ମାମଲା ରୁଜୁ […]

Read More Text.

ସୋମନାଥ ମନ୍ଦିରର ଅମୃତ ମହୋତ୍ସବରେ ଧ୍ବଜାରୋହଣ କଲେ ପ୍ରଧାନମନ୍ତ୍ରୀ

ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଗୁଜରାଟ ଗସ୍ତ କରିଛନ୍ତି । ଏଠାରେ ଆଜି ସୋମନାଥରେ ଭବ୍ୟ ରୋଡ ଶୋ କରିଛନ୍ତି । ରୋଡ୍ ଶୋ କରିବା ପରେ ପ୍ରଧାନମନ୍ତ୍ରୀ ସୋମନାଥ ମନ୍ଦିର ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ସୋମନାଥ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଉଦଘାଟନକୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ‘ସୋମନାଥ ଅମୃତ ମହୋତ୍ସବ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇ ପ୍ରଭୁ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ […]

Read More Text.

ଦକ୍ଷିଣ-ପଶ୍ଚିମ ମୌସୁମୀ ପାଇଁ ପାଗ ଅନୁକୂଳ !

ଭୁବନେଶ୍ଵର:ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ସମ୍ଭାବନା। ଏ ନେଇ ‘ଏକ୍ସ’ରେ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଚଳିତ ସପ୍ତାହର ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରକୁ ଛୁଇଁବା ଆଶା। ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଆସିବା ସମ୍ଭାବନା। ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର ଶ୍ରୀଲଙ୍କା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହେବାର ସମ୍ଭାବନା […]

Read More Text.

ଟଙ୍କା ନଦେବାରୁ ବେଙ୍ଗାଳୁରୁରେ ପ୍ରବାସୀ ଶ୍ରମିକଙ୍କୁ ପିଟି ପିଟି ହତ୍ୟା

ଭଦ୍ରକ : ଟଙ୍କା ନଦେବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ ।  ସାଙ୍ଗମାନେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ।  ବେଙ୍ଗାଳୁରୁ ହ୍ୱାଇଟ ଫିଲଡ ଅଞ୍ଚଳରେ ଘଟିଛି ଘଟଣା ।  ମୃତକ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ନାରାୟଣ ମଲ୍ଲିକଙ୍କ ପୁଅ ନିରାକାର ମଲ୍ଲିକ  ।  ବେଙ୍ଗାଳୁରୁରେ ଜଣେ ପ୍ରବାସୀ ଶ୍ରମିକ ଭାବେ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ ।  ସେ ବାହାରେ ଖାଇ କେବଳ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିବା ରୁମରେ ରହୁଥିଲେ […]

Read More Text.