ମହାକୁମ୍ଭରେ ଅଯୋଧ୍ୟା ମନ୍ଦିରକୁ ଏତେ ପରିମାଣରେ ଦାନ ଯେ ତାହାକୁ ଗଣା ଯାଇ ପାରୁନାହିଁ
ଅଯୋଧ୍ୟା: ମହାକୁମ୍ଭ ଯୋଗୁଁ ପ୍ରୟାଗରାଜରୁ ଆରମ୍ଭ କରି ବାରାଣସୀ, ଅଯୋଧ୍ୟା ପର୍ଯ୍ୟନ୍ତ ସବୁଠି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଅଯୋଧ୍ୟାରେ ରାମଲଲାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି। ପ୍ରତିଦିନ ଭକ୍ତ ରାମ ମନ୍ଦିର ପାଇଁ ଦାନ କରି ଚାଲିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଅନୁଯାୟୀ, ଗତ ଏକ ବର୍ଷ ମଧ୍ୟରେ ରାମ ମନ୍ଦିରର ବିଭିନ୍ନ ଦାନ କାଉଣ୍ଟରରେ ୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦାନ ମିଳିଛି। […]
Read More Text.