ନାଗପୁରରେ ବାଂଲାଦେଶୀ ବିମାନର ଜରୁରୀକାଳୀନ ଅବତରଣ, ଅନ୍ୟ ଏକ ବିମାନରେ ଗଲେ ଯାତ୍ରୀ
ନାଗପୁର: ପ୍ରାୟ ୪୦୦ ଯାତ୍ରୀ ଥିବା ବାଂଲାଦେଶ ଏୟାରଲାଇନ୍ସ ‘ବିମାନ ବାଂଲାଦେଶ’ର ଏକ ବିମାନ ବୁଧବାର ରାତିରେ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା। ଏହି ବିମାନରେ ଧୂଆଁ ଦେଖିବା ପରେ ନାଗପୁର ବିମାନ ବନ୍ଦରରେ ଅବତରଣ କରାଯାଇଥିଲା। ବିମାନଟି ବାଂଲାଦେଶର ରାଜଧାନୀ ଢାକାରୁ ଦୁବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ଏହି ଘଟଣାର ୧୯ ଘଣ୍ଟା ପରେ ବିମାନର ଯାତ୍ରୀମାନଙ୍କୁ ଆଉ ଏକ ବିମାନରେ ଦୁବାଇ ନିଆଯାଇଥିଲା । ନାଗପୁର ବିମାନ ବନ୍ଦରର ଜଣେ ବରିଷ୍ଠ […]
Read More Text.