ବାରିପଦା ଠାରେ ପାଳିତ ହେଲା ୫୧ତମ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ 

ଦିବସକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସ୍ତରୀୟ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡିବିଟି ଜରିଆରେ ପ୍ରଦାନ କରାଗଲା ସୁଭଦ୍ରା ଯୋଜନା ର ଦ୍ଵିତୀୟ କିସ୍ତି  ରାଜ୍ୟରେ ଏକ କୋଟିରୁ ଉର୍ଦ୍ଧ ମହିଳା ଡିବିଟି ଜରିଆରେ ପାଇଲେ ସୁଭଦ୍ରା ଯୋଜନାର ଦ୍ଵିତୀୟ କିସ୍ତି  ମୟୁରଭଞ୍ଜ ଜିଲ୍ଲାରେ ୫, ୯୨, ୭୯୯ଜଣ ମହିଳା ପାଇଲେ ଦ୍ଵିତୀୟ କିସ୍ତି  ବାରିପଦା: ଆଜି ୫୧ତମ ବିଶ୍ୱ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ବରହମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଭବ୍ୟ […]

Read More Text.

ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ମୋଟ ୨୪୮୪ଗୋଟି ମାମଲା ଫଇସଲା ବାରିପଦା: ଆଜି ମୟୁରଭଞ୍ଜ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବାରିପଦା ଠାରେ ଜିଲ୍ଲା ଦୌରା ଜଜ ଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ଲୋକ ଅଦାଲତ ରେ ମୋଟ ୧୧୮୭୦ଗୋଟି ମାମଲା ମଧ୍ୟରୁ ୨୪୮୪ଟି ମାମଲା ର ଆପୋଷ ବିଚାର ହୋଇ ୨ କୋଟି ୩୪ଲକ୍ଷ ୪୦ ହଜାର ୮୩୫ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଥିବା ଜଣା ପଡିଛି […]

Read More Text.

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବାରିପଦା: ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଜିଲ୍ଳାପାଳ ତଥା ଜିଲ୍ଲା ବିପର୍ଯୟ ପରିଚାଳନା କର୍ତୃପକ୍ଷର ଅଧ୍ୟକ୍ଷ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଗ୍ରୀଷ୍ମ ପ୍ରବାହ ରେ ଯେପରି ସାଧାରଣ ଜନଜୀବନ ପ୍ରଭାବିତ ନହୁଏ ସେଥିପାଇଁ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଶ୍ରମ, ପରିବହନ, ପ୍ରାଣୀ ସମ୍ପଦ ଓ କୃଷି କ୍ଷେତ୍ର ରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ […]

Read More Text.

ବନମାଳୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ବାରିପଦା: ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୯ ନମ୍ବର ୱାର୍ଡ ଷ୍ଠିତ ବଳରାମପୁର ସ୍ଥିତ ବନମାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କାଉନସିଲର ଦିଗବିଜୟ ହାଁସଦା, ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ, ସି ଆର ସି ସି ଧନଞ୍ଜୟ ସାହୁ, ପି ସି ପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ମୁଣ୍ଢରିପାଳର ସହକାରୀ ଶିକ୍ଷକ ଗୌତମ ଦାସ, ଅବସରପ୍ରାପ୍ତ […]

Read More Text.

ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ବାରିପଦା : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ବିଦ୍ୟାଳୟର ୧ମ ରୁ ୮ମ ଶ୍ରେଣୀର ଛାତ୍ରଛାତ୍ରୀ ଓ ନିକଟସ୍ଥ ବନମାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ୬ଜଣ ଛାତ୍ରଛାତ୍ରୀ ପାଣ୍ଡେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ଓ କମଳା ନେହେରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୬ ଜଣ ଜଣ ଛାତ୍ରୀଙ୍କୁ ନେଇ ଖେଳକୁଦ ସହ […]

Read More Text.

ସାନ୍ତାଳୀ ଶିକ୍ଷା ପ୍ରଚଳନ ସହ ସାନ୍ତାଳୀ ଭାଷାକୁ ଭାଷାଗତ ସଂଖ୍ୟା ଲଘୁ ମାନ୍ୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବାରିପଦା: ଭାରତ୍ ଯାକାତ୍ ମାଝୀ ପାର୍ଗାନା ମହଲ୍, ମୟୂରଭଂଜ ଜିଲ୍ଲାର ଜିଲ୍ଲା ପାର୍ଗାନା ବାବା ସୁନ୍ଦର ମୋହନ ସୋରେନଙ୍କ ନେତୃତ୍ୱରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉର୍ଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜାତୀୟ ଶିକ୍ଷା ନୀତି ୨୦୨୦ଅନୁସାରେ ପ୍ରାକ-ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ମାତୃଭାଷା ମାଧ୍ୟମରେ ଶିକ୍ଷା ଦାନ କରିବାକୁ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା ଓଡ଼ିଶାରେ ସାନ୍ତାଳୀ ଭାଷାରେ କାର୍ଯ୍ୟକାରୀ ହୋଇ ନାହିଁ। ସେହିଭଳି ନୂତନ ଶିକ୍ଷାନୀତି […]

Read More Text.

ବନ୍ତ ଠାରେ ବିଜେଡି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ନାମ ବଦଳାଇ ପ୍ରଚାର ପ୍ରସାରରେ ବହୁ ଅର୍ଥ ବ୍ୟୟ କରୁଛନ୍ତି ସରକାର:ବିଧାୟକ ଆଗରପଡ଼ା :ବନ୍ତ ହାଟପଡ଼ିଆ ଠାରେ ବିଜେଡ଼ି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ପ୍ରଗତିବାଳା ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବର ପ୍ରାରମ୍ଭରେ ବିଜେଡ଼ି ନେତା ମାନେ ବିଜୁପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ବିଧାୟକ ସଂଜୀବ କୁମାର ମଲ୍ଲିକ ସ୍ୱର୍ଗତ ବିଜୁବାବୁ ସାରାବିଶ୍ୱରେ ପରିଚିତ ଥିଲେ । ମହିଳା ମାନଙ୍କ ପାଇଁ […]

Read More Text.

୭ବର୍ଷ ପରେବି ଅନିଶ୍ଚିତତାରେ ପ୍ରକଳ୍ପ, କଲ୍ୟାଣମଣ୍ଡପ ଜନକଲ୍ୟାଣରେ ଲାଗିବା ନେଇ ପ୍ରଶ୍ନବାଚୀ

ଆଗରପଡ଼ା :ସରକାର ଗ୍ରାମାଂଚଳରେ ବସବାସ କରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ଆର୍ଥିକ ଅବସ୍ଥାକୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରୁଛନ୍ତି ସତ କିନ୍ତୁ ଯୋଜନାରେ ବିନିଯୋଗ ହେବାକୁ ଥିବା ଅର୍ଥର ଅଟକଳ ଠି୍‌କ୍ ଭାବେ କରୁନଥିବାରୁ ଯୋଜନା ଗୁଡ଼ିକ ଅଧପନ୍ତରିଆ ଅବସ୍ଥାରେ ପଡ଼ିରହୁଛି । ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମାଣାଧୀନ କଲ୍ୟାଣମଣ୍ଡପ କ୍ଷେତ୍ରରେ । ସୂଚନା ଅନୁଯାୟୀ; ସରକାରଙ୍କ ଯୋଜନା ମୁତାବକ ପ୍ରତି […]

Read More Text.

୮ ଚୋରା ବାଲି ବୋଝେଇ ହାଇୱା ଜବତ

ଆଗରପଡ଼ା :ଜିଲ୍ଲା ଖଣିଜ ବିଭାଗ, ବନ୍ତ ତହସିଲ ଏବଂ ପୋଲିସ୍ ପ୍ରଶାସନର ମିଳିତ ଚଢ଼ାଉରେ ବନ୍ତ ଥାନା ଅଧୀନ ଭଦ୍ରକ ଆନନ୍ଦପୁର ରାସ୍ତାର ଶ୍ରୀବନ୍ତପୁର ତାରିଣୀ ମନ୍ଦିର ନିକଟରୁ ୮ଗୋଟି ଚୋରା ବାଲି ବୋଝେଇ ହାଇୱାକୁ ଜବତ୍ କରାଯାଇ ଥାନାକୁ ଅଣାଯାଇଥିବା ବେଳେ ଚାଳକଙ୍କୁ ପୋଲିସ୍ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି । ତେବେ କେନ୍ଦୁଝର ଜିଲ୍ଲାରୁ ବେଧଡକ ଭାବରେ ବିଭିନ୍ନ ଜିଲ୍ଲାକୁ ଚୋରା ବାଲି ଚାଲାଣ ହୋଇ ଚାଲିଥିବା ବେଳେ ବିଭିନ୍ନ ସମୟରେ ବହୁ ଧନଜୀବନ […]

Read More Text.

ଉଦ୍‌ଘାଟନକୁ ଦେଢ ବର୍ଷ ପୂରିଲା, ଗୋଷ୍ଠୀ ପରିମଳ କେନ୍ଦ୍ର ବ୍ୟବହାର ଯୋଗ୍ୟ ହେଉନି

ଆଗରପଡ଼ା :ଉଦ୍‌ଘାଟନକୁ ଦେଢ ବର୍ଷ ବିତି ଯିବା ପରେ ସୁଦ୍ଧା ନିର୍ମାଣାଧିନ ପ୍ରକଳ୍ପ ବ୍ୟବହାର ଯୋଗ୍ୟ ହୋଇନପାରିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ବନ୍ତ ବ୍ଲକ ସଦରମହକୁମାରେ ବନ୍ତ ପଂଚାୟତ ଓ ବନ୍ତ ବ୍ଲକର ମିଳିତ ଆର୍ଥିକ ସହାୟତାରେ ବନ୍ତ ଥାନାଛକ ନିକଟରେ ନିର୍ମିତ ହୋଇଥିବା ଗୋଷ୍ଠୀ ପରିମଳ କେନ୍ଦ୍ର ଠାରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି । ୨୦୨୦-୨୧ ଆର୍ôଥକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା,ଭଦ୍ରକ ଆନୁକୁଲ୍ୟରେ ପଂଚାୟତ […]

Read More Text.