ବାଲି ମାଫିଆଙ୍କ ବିରୋଧରେ ଅପରେସନ୍ ବୈତରଣୀ, ଏକାକାଳୀନ ୧୨ ଥାନା ଅଞ୍ଚଳରେ ଚଢ଼ଉ

କେନ୍ଦୁଝର: କେନ୍ଦୁଝରରେ ପୋଲିସର ଅପରେସନ୍ ବୈତରଣୀ । ବାଲିମାଫିଆଙ୍କ ବିରୋଧରେ ଜିଲ୍ଲା ପୋଲିସର ଅପରେସନ ବୈତରଣୀ । ବେଆଇନ ବାଲି ଖଣି, ପରିବହନ ଏବଂ ନକଲି ଟ୍ରାଞ୍ଜିଟ୍ ପାସ୍ ବ୍ୟବହାର ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡରେ କେନ୍ଦୁଝର ପୋଲିସ। ଆନନ୍ଦପୁର, ଘସିପୁରା, ନନ୍ଦୀପଦା ଏବଂ ଘଟଗାଁ ଥାନା ଅଞ୍ଚଳର ୧୨ଟି ସ୍ଥାନରେ ଏକକାଳୀନ ଚଢାର କରିଥିଲା । ବେଆଇନ ବାଲି କାରବାରରୁ ଆୟ ସନ୍ଦେହରେ ୨୭ ଲକ୍ଷରୁ ଅଧିକ ନଗଦ ଟଙ୍କା, ନକଲି ଟ୍ରାଞ୍ଜିଟ୍ ପାସ୍ […]

Read More Text.

ବିଚ୍ ରାସ୍ତାରେ ଯୁବକ-ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ, ୫ ଅଭିଯୁକ୍ତ ନାଁରେ ମାମଲା

ବ୍ରହ୍ମପୁର: ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ସୋସିଆଲ ମିଡିରେ  ଏହାର ଭିଡିଓ ଭାଇରାଲ ହୋଇଛି ।  ଆକ୍ରମଣକାରୀ ଦୁଇଜଣ ହେଲେ ହିଲପାଟଣାର ମୁକ୍ତତେଶ କୁମାର ସାହୁ ଓରଫ ମୁକେଶ ଓ ତାଙ୍କ ସାନ ଭାଇ ଲାଞ୍ଜିପଲ୍ଲୀର ଆଶିଷ କୁମାର ସାହୁ ।  କାହିଁକି ରାସ୍ତାରେ ଲୋକଙ୍କ ସାମ୍ନାରେ ଏମିତି ଆକ୍ରମଣ କଲେ? ସେନେଇ ପୋଲିସ ଦୁଇ ଭାଇଙ୍କୁ ନେଇ ଅଧିକ ତଦନ୍ତ କରୁଛି ।  ସେହିଳଭି ଆହତ ହୋଇଥିବା ଉମେଶ ରଥ ଓ […]

Read More Text.

ଆସନ୍ତାକାଲି ସାରା ଦେଶରେ ବନ୍ଦ ରହିବ ମେଡିସିନ୍ ଷ୍ଟୋର୍‌

ଭୁବନେଶ୍ୱର: ଯଦି ଆପଣଙ୍କର କୌଣସି ନିତ୍ୟ ବ୍ୟବହାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ ଔଷଧ କିଣିବାର ଅଛି, ତେବେ ଆଜି ହିଁ ଆଣିକି ରଖନ୍ତୁ। କାରଣ ଆସନ୍ତାକାଲି ରାଜ୍ୟରେ ଔଷଧ ଦୋକାନଗୁଡ଼ିକ ବନ୍ଦ ରହିବାକୁ ଯାଉଛି। କ୍ରମାଗତ ଭାବେ ବଢ଼ି ଚାଲିଥିବା ଅନ୍‌ଲାଇନ୍ ଔଷଧ ବିକ୍ରୟକୁ କଡ଼ା ବିରୋଧ କରି ‘ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍’ (ୟୁସିଡିଏ) ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଫଳରେ ଆସନ୍ତାକାଲି ସକାଳୁ ରାଜ୍ୟର ୩୫ ହଜାରରୁ ଊର୍ଦ୍ଧ୍ୱ ଔଷଧ ଦୋକାନରେ ତାଲା ଝୁଲୁଥିବାର […]

Read More Text.

ଭବ୍ୟ ସମାରୋହରେ ପାଳିତ ହେଲା “ମାତୃ ଦିବସ”

ବାରିପଦା : ମାଆଙ୍କ ଅସୀମ ସ୍ନେହ, ନିରବ ତ୍ୟାଗ ଓ ଅମୂଲ୍ୟ ସଂସ୍କାରକୁ ସମ୍ମାନ ଜଣାଇ ପ୍ରତୀକ ସାମାଜିକ ସଂଗଠନ ଏବଂ ଯମୁନା ଭେରାଇଟି ଷ୍ଟୋରର ମିଳିତ ଆୟୋଜନରେ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ “ମାତୃ ଦିବସ – ୨୦୨୬” ଭବ୍ୟ ଓ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମାଆଙ୍କ ପ୍ରତି ଶ୍ରଦ୍ଧା, ଭଲପାଇବା ଓ ସମ୍ମାନର ଅନନ୍ୟ ଝଲକ ଦେଖିବାକୁ ମିଳିଥିଲା I ଏହି ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ […]

Read More Text.

ଏସଆଇଆର ପ୍ରକ୍ରିୟାର ସୁଚାରୁ ପରିଚାଳନା ସମ୍ବନ୍ଧୀୟ ବୈଠକ .    

ବାରିପଦା :  ମୟୁରଭଞ୍ଜ ଜିଲ୍ଲା   ସାରସକଣା ଓ ରାଇରଙ୍ଗପୁର  ବିଧାନସଭା ନିର୍ବାଚନମଣ୍ଡଳୀ ନିମନ୍ତେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ବାମନଘାଟି  ଶ୍ରୀ ଉଗ୍ରସେନ ଓରାମଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର ) ସମ୍ବନ୍ଧୀୟ ଏକ  ବିଶେଷ  ବୈଠକ  ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି  ନିର୍ଦ୍ଦେଶନାମା ଅନୁଯାୟୀ ଏସ ଆଇ ଆର ପାଇଁ ତା […]

Read More Text.

 ସାଂସଦଙ୍କ ଦ୍ୱାରା  ବର୍ଷା ଜଳ ନିଷ୍କାସନ ନାଳ  ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ.

ବାରିପଦା : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଅଧିନସ୍ଥ ଯଶିପୁର କ୍ଷୁଦ୍ର ଜଳ ସେଚନ ବିଭାଜନ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ରାଇରଙ୍ଗପୁର ସ୍ଥିତ ଲିଟିଲ ଫ୍ଲାୱାର ସ୍କୁଲ ନିକଟରେ ରାଇରଙ୍ଗପୁର ସହରାଞ୍ଚଳ  ବର୍ଷା ଜଳ ନିଷ୍କାସନ ନାଳର ଉନ୍ନତିକରଣ ପ୍ରକଳ୍ପ ସମ୍ବନ୍ଧିତ ଏକ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଲୋକସଭା ସାଂସଦ, ମୟୂରଭଞ୍ଜ ଶ୍ରୀ ନବ ଚରଣ ମାଝୀ ଯୋଗ ଦେଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ […]

Read More Text.

ନିଖୋଜ ନାବାଳକର ମୃତଦେହ ବଡବନ୍ଧରୁ ଉଦ୍ଧାର 

ବାରିପଦା  : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ସହରର  ଵୃହତ ଜଳାଶୟ ବଡବନ୍ଧୁରୁ ନିଖୋଜ ନାବାଳକ ଛାତ୍ରର ମୃତଦେହ କୁ ପୋଲିସ ଉଦ୍ଧାର  କରିଅଛି  ।ସୂଚନାଯୋଗ୍ୟ ରାଇରଙ୍ଗପୁର ସହରର ମୁର୍ମୁ ଛକ ନିକଟସ୍ଥ ଏକ ଘରୋଇ ମେସରେ କିଛି ଛାତ୍ରଛାତ୍ରୀ ରହି ପଢ଼ାପଢ଼ି କରୁଥିଲେ ।ଗତକାଲି ସେହି ମେସର ୮ ମ ଶ୍ରେଣୀ ପଢୁଥିବା ଛାତ୍ର ସୁଵାସିସ ଗୋଇପାଇ(୧୩)  ଅପରାହ୍ନ ୩ ଟା ବେଳୁ କୂଆଡେ ଚାଲିଯାଇଥିଲେ । ରାତ୍ରୀ ପର୍ଯ୍ୟନ୍ତ ମେସକୁ ନ […]

Read More Text.

ମୋରଡ଼ା ଥାନା ଅଧିକାରୀଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବାରିପଦା : ଆଜି ମିଳିତ ବିରୋଧୀ ଦଳ କଂଗ୍ରେସ, ସିପିଆଇ, ସିପିଏମ ପକ୍ଷରୁ କଂଗ୍ରେସ ନେତା ଶାନ୍ତନୁ ପାଲ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅଧିକାରୀଙ୍କ ଧମକରେ ପୀଡିତା ନାବାଳିକା ଚେତାଶୂନ୍ୟ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ସମ୍ପର୍କରେ ବିଚାର ବିଭାଗୀୟ ତଦନ୍ତ (judicial inquiry ) ପାଇଁ ଜିଲ୍ଲାପାଳ ଙ୍କ ଉଦେଶ୍ୟରେ  ଜିଲ୍ଲାପାଳ ଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ  ଈଶ୍ୱର ଚନ୍ଦ୍ର ନାଏକ ଙ୍କୁ ଏକ  ଦାବିପତ୍ର […]

Read More Text.

ଶୁଭେନ୍ଦୁ ସରକାର କ୍ୟାବିନେଟ୍ ବୈଠକ, ୫ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର

କୋଲକତା : ପଶ୍ଚିମବଙ୍ଗର ଶୁଭେନ୍ଦୁ ସରକାର କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ଏହି କ୍ୟାବିନେଟ୍ ବୈଠକରେ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ଶୁଭେନ୍ଦୁ ସରକାର । ଏଥିରେ ମହିଳାମାନଙ୍କୁ ପ୍ରତି ମାସରେ ତିନି ହଜାର ଟଙ୍କା, ବସରେ ମାଗଣା ଯାତ୍ରା ଏବଂ ୭ମ ରାଜ୍ୟ ବେତନ କମିଶନ ଗଠନ ସାମିଲ ରହିଛି । ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅଗ୍ନିମିତ୍ରା ପଲ୍ ଏକ ପ୍ରେସ୍ ବ୍ରିଫିଂରେ ସୂଚନା ଦେଇଛନ୍ତି । ବଙ୍ଗାଳ […]

Read More Text.

ୟୁକ୍ରେନର ଡ୍ରୋନ ଆଟାକରେ ଓଡ଼ିଆ ଯୁବକ ମୃତ, ମୃତଦେହ ଆଣିବାକୁ ପ୍ରଶାସନକୁ ପରିବାରର ଅନୁରୋଧ

ନୂଆଦିଲ୍ଲୀ: ରୁଷ ଉପରେ ଯୁକ୍ରେନ ଡ୍ରୋନ ମାଡ଼ରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ମାଧବନ୍ଧ ଗାଁ ର ଏ. ରାମାୟା । ଏକ ମାସ ତଳେ ଏକ ଏଜେନ୍ସି ଜରିଆରେ ରୁଷର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ ରମାୟା । ତେବେ କାଲି ୟୁକ୍ରେନର ଭୟଙ୍କର ଡ୍ରୋନ ଆଟାକରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ରାମାୟାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ସେଠାରେ କାମ କରୁଥିବା ପିତାତଳି […]

Read More Text.