ମେଡ଼ିକାଲ ଫିଟନେସ ପ୍ରମାଣପତ୍ରରେ ଜାଲିଆତି, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ
ଆଗରପଡ଼ା :ମେଡ଼ିକାଲ ଫିଟନେସ ପ୍ରମାଣପତ୍ରକୁ ଜାଲିଆତି କରି ଜନୈକ ଶିକ୍ଷକ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ଆସିବା ପରେ ଉକ୍ତ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀ ବନ୍ତଙ୍କୁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୫୫୫/୧୧.୦୩.୨୦୨୫ରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ ବିକାଶ ଧଳଙ୍କ ସୂଚନା ଅନୁଯାୟୀ ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ବସନ୍ତିଆ ୟୁପିଏମଇ ସ୍କୁଲ ସହକାରୀ ଶିକ୍ଷକ ମନୋରଜଂନ ସାହୁ ଗତ ବର୍ଷ […]
Read More Text.