ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: ଦ୍ୱାଦଶ ଶ୍ରେଣୀ ପରେ ବି.ଏଡ୍ ପାଇଁ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,୧୩ା୩: ଓଡ଼ିଶାରେ ଶିକ୍ଷକ ଶିକ୍ଷାରେ ସଂସ୍କାର ଆଣିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଉଚ୍ଚଶିକ୍ଷା ବିଭାଗ ବଡ ଘୋଷଣା କରିଛି। ଏଣିକି ଛାତ୍ରଛାତ୍ରୀମାନେ ଦ୍ୱାଦଶ ଶ୍ରେଣୀ ସମାପ୍ତ କରିବା ପରେ ତୁରନ୍ତ ଶିକ୍ଷା ସ୍ନାତକ (B.Ed) ପାଠ୍ୟକ୍ରମରେ ନାମ ଲେଖାଇପାରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତିର ଲକ୍ଷ୍ୟ ଶିକ୍ଷକ ତାଲିମ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବା ଏବଂ ପାଠ୍ୟକ୍ରମ ଅବଧିକୁ ପାଞ୍ଚ ବର୍ଷରୁ ଚାରି ବର୍ଷକୁ ହ୍ରାସ କରିବ, ଯାହା […]

Read More Text.

ପାଓ୍ବାର ଚେନାଲରେ ବୁଡ଼ି ଭିସୁଟର ଛାତ୍ରଙ୍କ ମୃତ୍ୟୁ

ବୁର୍ଲା: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍)ର ଜଣେ ଛାତ୍ରଙ୍କ ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଛାତ୍ର ଜଣକ ଅନ୍ୟ ବନ୍ଧୁଙ୍କ ସହ ହୀରାକୁଦ ନଦୀବନ୍ଧ ପାୱାର ଚେନାଲର ‘ଅଠରହଜାର’କୁ ଗାଧୋଇବାକୁ ଯାଇଥିଲେ। ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ଭିମସାର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ର ଜଣକ ହେଉଛନ୍ତି ଢେଙ୍କାନାଳ ସହର […]

Read More Text.

ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ୫୪୩୩ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ଗତ ୫ ବର୍ଷରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାରେ ମୋଟ ୫୪୩୩ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସଡ଼କ ସୁରକ୍ଷା ମାସରେ ସଡ଼କ ଦୁର୍ଘଟଣାରେ ଯାଇଛି ୫୦୫ ଜୀବନ। ଗୋଟିଏ ମାସରେ ହିଁ ୮୪୮ ଦୁର୍ଘଟଣା ହୋଇଛି। ଏଥିରେ ୪୭୨ ଜଣ ଆହତ ହୋଇଥିଲେ। ସଡ଼କ ସୁରକ୍ଷା ସଚେତନତା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏକ କୋଟି ୮୯ ଲକ୍ଷ ୬୬ ହଜାର […]

Read More Text.

କଟକ ବୟାଳିଶି ମୌଜାରେ ବେଆଇନ ବନ୍ଧୁକ କାରଖାନା ଠାବ: ବନ୍ଧା ହେଲେ ୪ ଅଭିଯୁକ୍ତ

କଟକ: କଟକ ବୟାଳିଶି ମୌଜାରୁ ଏକ ବେଆଇନ ବନ୍ଧୁକ କାରଖାନା ଠାବ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍। ଏଠାରୁ ଶହ ଶହ ବନ୍ଧୁକ ଓ ମାଗାଜିନ୍ ବି ଜବତ କରାଯାଇଛି। ବନ୍ଧୁକ କାରଖାନା ଠାବ କରିବା ସହ ୪ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ । ଏହି ୪ଜଣଙ୍କ ମଧ୍ୟରେ ଜଣେ ପଶ୍ଚିମବଙ୍ଗ ଓ ଆଉ ଜଣେ ବିହାରର ଥିବା ଜଣାଯାଇଛି। ଜଙ୍ଗଲ ଭିତରେ ନିଛାଟିଆ ଜାଗାରେ ବନ୍ଧୁକ କାରଖାନା ହୋଇଥିଲା । ସରୋଜ ଚନ୍ଦ୍ର ବେହେରା ନାମକ […]

Read More Text.

କଳିଙ୍ଗ ରନର୍ସ ପକ୍ଷରୁ ‘ସିଟି ମାରାଥନ’ : ଭାଗନେଲେ ହଜାରରୁ ଉର୍ଦ୍ଧ୍ବ ପ୍ରତିଯୋଗୀ

ଭୁବନେଶ୍ବର (ଓଏନଏନ) : ରାଜଧାନୀରେ କଳିଙ୍ଗ ରନର୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ ସେଣ୍ଟ୍ରୋକ୍ସି ଭୁବନେଶ୍ବର ସିଟି ମାରାଥନ – ୨୦୨୫’ | ଏହି କାର୍ଯ୍ୟକ୍ରମକୁ କିଙ୍ଗଫିସର ପ୍ରିମିୟମ ପ୍ୟାକେଜଡ୍ ପାନୀୟଜଳ ଦ୍ବାରା ସହ ପ୍ରଜୋଜନା କରାଯାଇଥିଲା | ଶିଖରଚଣ୍ଡିଠାରେ ଏହି ଇଭେଣ୍ଟକୁ ରିଓ ୨୦୧୬ ଅଲିମ୍ପିଆନ ବିଜେତା ଲିଲିମା ମିଞ୍ଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ମାରାଥନ୍‌ରେ ତିନୋଟି ବର୍ଗରେ ୨୧, ୧୦ ଏବଂ ୫ କି.ମି.ରେ ଦୌଡ଼ ପ୍ରତିଯୋଗିତା କରାଯାଇଥିଲା ଯେଉଁଥିରେ ହଜାରରୁ […]

Read More Text.

ଆରଏମସି ଅଫିସ ରେ ଦୁବୃର୍ତ୍ତ ତାଲା ଭାଙ୍ଗି କମ୍ପ୍ୟୁଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ 

ବାରିପଦା:  ସବୁଆଡେ  ଡକାୟତ ଓ ଲୁଟେରା  ସକ୍ରିୟ ।କିଛି ଦିନ ହେଲା ଲୁଟେରା  ଓ ଡକାୟତମାନେ  ସରକାରୀ ତାଲାବନ୍ଦ ଥିବା ସରକାରୀ ବାସଗୃହ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍ , ରାସ୍ତାରେ ଯାଉଥିବା ଫାଇନାନ୍ସ କର୍ମଚାରୀ,ରାସ୍ତାରେ ଏକୁଟିଆ ଯାଉଥିବା ଆରୋହୀ ମାନଙ୍କ ଉପରେ ଆକ୍ରମଣ ମାତ୍ରାଧିକ ବଢ଼ି ଯାଇଛି । ଗତକାଲି ମଧ୍ୟରାତ୍ରରେ  ରାଇରଙ୍ଗପୁରର ରାଜସ୍ବ ଡାକବଙ୍ଗଳା ,ଆରଆଇ ଅଫିସ, ଉପଖଣ୍ଡ ସୂଚନା ପାଠାଗାର ନିକଟସ୍ଥ ଆରଏମସି ଅଫିସ ଘରେ  ଦୁବୃର୍ତ୍ତ ମାନେ ମୁଖ୍ୟ ଗେଟ୍ ତାଲାକାଟି  ଅଫିସ ଘରେ […]

Read More Text.

ରାଜ୍ୟସ୍ତରୀୟ ଭୂମିଜ ପ୍ରଧାନ କାର୍ଯ୍ୟାଳୟ ଉଦଘାଟନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ର ପ୍ରସିଦ୍ଧ କଇଁପୁର ଗାଁ ପାକଣାପାଟ୍ ଠାରେ ଭୂମିଜ ସମ୍ପ୍ରଦାୟର ନୂତନ ଗୃହ( ଭୂମିଜ ପ୍ରଧାନ କାର୍ଯ୍ୟାଳୟ)ଉଦଘାଟନ ଓ ପ୍ରତିଷ୍ଠା ନିମନ୍ତେ ଗଣେ ସର୍ଦ୍ଦାରଙ୍କ ସଭାପତିତ୍ବରେ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଆସନ୍ତା ତା/୧୮/୦୪/୨୦୨୫ରିଖ ଶୁକ୍ରବାର ଭୂମିଜ ସମାଜର ଉକ୍ତ ଗୃହ ଉଦଘାଟନ ଓ ପ୍ରତିଷ୍ଠା କରାଯିବ ବୋଲି ସ୍ଥିର ହୋଇଛି |ବୈଠକରେ ଭୂମିଜ ସମାଜର ପୁରୁଧୁଲ ବ୍ୟକ୍ତି,ବରିଷ୍ଠ ନାଗରିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ |ସୁରେଶ ମୁଣ୍ଡା,ବିରସିଂ ସର୍ଦ୍ଦାର,ଗୁଲାପ ସିଂ,ଗହ୍ମା […]

Read More Text.

ଜାମଦାରେ କୃଷକ ରେଜିଷ୍ଟର ସଚେତନତା ରଥର ଶୁଭାରମ୍ଭ

ବାରିପଦା: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜାମଦା ଆନୁକୂଲ୍ୟରେ କୃଷକ ରେଜିଷ୍ଟର ସଚେତନତା ରଥକୁ ଜାମଦା ତହସିଲଦାର ସର୍ବେଶ୍ବର ଜାଲ୍ ଓ ଜାମଦା ବ୍ଳକ କୃଷି ଅଧିକାରୀଣୀ ଶୁଭଲକ୍ଷ୍ମୀ ଦାଶ ନଡ଼ିଆ ଫଟାଇ ଶୁଭାରମ୍ଭ କରିଛନ୍ତି |କୃଷି ବିଭାଗର ସମସ୍ତ କର୍ମଚାରୀ ଆରଆଇ,ଏଆରଆଇ,ଚାଷୀ ଭାଇ,ସମାଜସେବୀ,ରାଜ୍ୟ ୟୁଏସ୍ଆଇ ସଂଗଠକ ଉପସ୍ଥିତିରେ ସଚେତନତା ରଥର ଶୁଭାରମ୍ଭ କରାଯାଇଛି |ଏହି ରଥ ର ଲକ୍ଷ୍ୟ ଜାମଦା ବ୍ଲକର ପ୍ରତି ପଞ୍ଚାୟତରେ ସରକାରଙ୍କ ଡିଜିଟାଲ କୃଷି ଅଧିନରେ କୃଷକ ପଞ୍ଜିକରଣ ବିଷୟରେ ସଚେତନ […]

Read More Text.

ଜିଲ୍ଲାସ୍ତରୀୟ ବନାଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ଜନ ସଚେତନତା କାର୍ଯ୍ୟକ୍ରମ

ବାରିପଦା ବନଖଣ୍ଡ ତରଫରୁ ଏକ ବନାଗ୍ନି ନିବାରଣ ଏବଂ ନିୟନ୍ତ୍ରଣ ନିମନ୍ତେ ଜନ ସଚେତନତା କାର‌୍ୟ୍ୟକ୍ରମ ବାଲିଡିହା ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ ଓ ଏକ ଶାଳଗଛ ମୁଳରେ ପାରମ୍ପାରିକ ପୂଜାର୍ଚ୍ଚନା କରାଯାଇ କାର‌୍ୟ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଅତିଥି ମାନେ ଜଙ୍ଗଲରେ କିଭଳି ଭାବରେ ନିଆଁ ନଲାଗିବ ସେ ସମ୍ପର୍କରେ ସଚେତନ କରାଇଥିଲେ । ସହକାରୀ ବନ ସଂରକ୍ଷକ ଶ୍ରୀ ଯୁକ୍ତ ରବି ନାରାୟଣ ମହାନ୍ତି ଲୋକମାନଙ୍କୁ […]

Read More Text.

ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁ ସଚେତନତା ଅଭିଯାନ

ଆଗରପଡ଼ା :ଭଦ୍ରକ ବନ୍ୟପ୍ରାଣୀ ବନାଚଂଳ ପକ୍ଷରୁ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ସାହୁଙ୍କ ନିର୍ଦ୍ଦେଶରେ ଭଦ୍ରକ ବନାଚଂଳ ଅଧିକାରୀ ପିତାମ୍ବର ନାୟକଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁର ପ୍ରତିରୋଧ ଓ ପ୍ରତିକାରକୁ ନେଇ ଏକ ସଚେତନତା ଅଭିଯାନ ଶୁଭାରମ୍ଭ ହୋଇଯାଇଛି । ବିଭିନ୍ନ ସମୟରେ ବନ୍ୟପ୍ରାଣୀ ମାନେ ଜଙ୍ଗଲ ଛାଡି ଗାଁ ଅଭିମୁଖେ ଆସୁଥିବାରୁ ଏହାର ନିରାକରଣ ପାଇଁ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ଙ୍କ ସୁରକ୍ଷା ନିମନ୍ତେ ଜଙ୍ଗଲରେ ନିଆଁ ନଲଗାଇବା ସହିତ ଏହାର ପ୍ରତିରୋଧ କରିବା […]

Read More Text.