ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ଉତ୍କଳ ବିଶ୍ଵବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ମଧୁସୂଦନ ଛାତ୍ରାବାସରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତକ ହେଲେ ଫିଲୋସୋଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଲା ପୋଲିସ । ତେବେ ଛାତ୍ରଙ୍କର କେମିତି ମୃତ୍ୟୁ ହେଲା , ତାର କାରଣ ଏବେବି ଅସ୍ପଷ୍ଟ ରହିଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି […]

Read More Text.

୧୬୦୦ ଟପିଲା ମିଆଁମାର ଭୂକମ୍ପ ମୃତ୍ୟୁ ସଂଖ୍ୟା

ୟାଙ୍ଗନ/ବ୍ୟାଙ୍କକ୍‌ : ମ୍ୟାଁମାରରେ ଶୁକ୍ରବାର ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୬୪୪ରେ ପହଞ୍ଚିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା ସରକାରଙ୍କ ପକ୍ଷରୁ ଶନିବାର ସ୍ପଷ୍ଟ କରାଯାଇଛି। ଧ୍ବଂସସ୍ତୂପ ତଳେ ସହସ୍ରାଧିକ ଲୋକ ପୋତି ହୋଇପଡିଥିବାରୁ ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏବେ ମାଟିତଳୁ ଉଦ୍ଧାରକାରୀ ଦଳ ମୃତାହତଙ୍କୁ ଉଦ୍ଧାର କରିବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ଧ୍ବଂସସ୍ତୁପ ତଳୁ […]

Read More Text.

ଏପ୍ରିଲ ୧ରୁ ଓଡିଶା ସରକାର ପାଳିବେ ଓଡିଆ ପକ୍ଷ

ଭୁବନେଶ୍ବର: ଏପ୍ରିଲ ୧ରୁ ଓଡିଶା ସରକାର ପାଳିବେ ଓଡିଆ ପକ୍ଷ । ଚଳିତ ବର୍ଷ ଧୁମଧାମରେ ଓଡ଼ିଆ ପକ୍ଷ ପାଳନ କରିବେ ମୋହନ ସରକାର । ଏନେଇ ଏପ୍ରିଲ ୧ ଓଡିଶା ଦିବସରୁ ଏପ୍ରିଲ ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଯାଏଁ ସାରା ରାଜ୍ୟରେ ପାଳିତ ହେବ ଓଡ଼ିଆ ପକ୍ଷ ଯେଉଁଥିରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ କରିବେ ସରକାର ଏବଂ ଏହି କାର୍ଯ୍ୟକ୍ରମରେ ସରକାରଙ୍କ ବିଭିନ୍ନ ବିଭାଗ ସାମିଲ ହେବେ । ଏନେଇ ଓଡ଼ିଆ ଭାଷା […]

Read More Text.

କାଲିଠୁ ୩ ତାରିଖ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ

ପୁରୀ : ଆସନ୍ତାକାଲିଠୁ ୪ ଦିନ ବନ୍ଦ ରହିବ ରତ୍ନଭଣ୍ତାର ମରାମତି କାର୍ଯ୍ୟ । କାଲିଠୁ ୩ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ତାର ମରାମତି ତଥା ସଂରକ୍ଷଣ କାମ ବନ୍ଦ ରହିବ । ଖସାପଡ଼ାଲାଗି ଓ ବନକଲାଗି ନୀତି ପାଇଁ କାମ ବନ୍ଦ ରଖାଯିବା ନେଇ ସୂଚନା ରହିଛି । ସୂଚନା ଅନୁସାରେ ପୂର୍ବରୁ ମଧ୍ୟ ମାର୍ଚ୍ଚ ୯ରୁ ୧୫ ଯାଏଁ ଅର୍ଥାତ ଫଗୁଦଶମୀରୁ ହୋଲି ଉତ୍ସବ ପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତିକୁ ଦୃଷ୍ଟିରେ ରଖି ରତ୍ନଭଣ୍ତାର ମରାମତି କାର୍ଯ୍ୟ […]

Read More Text.

ଗିରଫ ହେଲେ ୱାଟକୋ ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ

ଭୁବନେଶ୍ଵର: ଗିରଫ ହେଲେ ଭୁବନେଶ୍ବର ଜଳଯୋଗାଣ ଓ ସ୍ବେରେଜ୍ ବୋର୍ଡ (ୱାଟକୋ)ର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର ଦେବାଶିଷ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଶ୍ରୀ ସାହୁଙ୍କ ବାସଭବନ ସମେତ ୭ଟି ଠିକଣାରେ ଏକସଙ୍ଗେ ଚଢ଼ଉ କରିଥିଲା। ଭୁବନେଶ୍ବର ସ୍ପେଶାଲ ଜଜ୍ (ଭିଜିଲାନ୍ସ) ଅଦାଲତଙ୍କ ଅନୁମତିକ୍ରମେ ଆଇଗିଣିଆସ୍ଥିତ ତାଙ୍କ ବାସଭବନ ସମେତ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘରେ ସକାଳୁ ଚଢ଼ଉ କରାଯାଇଥିଲା। ଚଢ଼ଉରେ ୭ ଜଣ […]

Read More Text.

ନାବାଳିକା ଦୁଷ୍କର୍ମକାରୀ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା: ଆଜି ଜନୈକ ନାବାଳିକା ସହିତ ହୋଇଥିବା ଏକ ଦୁଷ୍କର୍ମ ସଂକ୍ରାନ୍ତ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ କାନ୍ଦଣା ଗ୍ରାମର କିରଣ କୁମାର ସି (25) କୁ ଦଫା 6 ଅଫ ପୋକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା […]

Read More Text.

୨ ଦଫା ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ ଓ ଲିଖିତ ଦାବିପତ୍ର ପ୍ରଦାନ 

ବାରିପଦା –  କାଳବୈଶାଖୀ ପ୍ରଭାବ ତଥା ଦୈବୀ ଦୁର୍ବିପାକରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ୧୮ ଟି ଗ୍ରାମ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟିଯାଇଛି ।ବହୁ ପରିବାର ବାସହରା ହୋଇ ପଡିଛନ୍ତି । ସେମାନଙ୍କ ଖାଦ୍ଯ, ବସ୍ତ୍ର,ଶେଜ,ଧାନ,ଚାଉଳ , ଆସବାବପତ୍ର ନଷ୍ଟ  ହୋଇଯିଇଛି ।ସେହି ପିଡିତ ପରିବାର ତଥା ବାସହରା ଲୋକଙ୍କୁ ତୁରନ୍ତ ନୂତନ ଆବାସ ଯୋଜନା ସହ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ  ଝାଡ଼ଖଣ୍ଡ ମୁକ୍ତି ମୋର୍ଚା  ବିକ୍ଷୋଭ ପାଇଁ […]

Read More Text.

୭ ବର୍ଷ ପରେ ହଜିଲା ଝିଅକୁ ଫେରି ପାଇଲେ ପରିବାର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହାୟତାରେ ୭ ବର୍ଷ ପରେ ହଜିଲା ଝିଅକୁ ଫେରି ପାଇଲେ ପରିବାର ଓ ୨୦୧୮ ମସିହାରେ ମୟୁରଭଞ୍ଜ ଜିଲ୍ଲା ଝାରଓଡ଼ିହି ପୋଲିସ ଏକ ଝିଅ କୁ ଉଦ୍ଧାର କରି ଚାଇଲଡ ଲାଇନ ସବ ସେଣ୍ଟର କୁ ହସ୍ତାନ୍ତର କରିଥିଲେ ଓ ଚାଇଲଡ ଲାଇନ ତରଫରୁ ଝିଅ ଟିକୁ ମୟୁରଭଞ୍ଜ ଶିଶୁ ମଙ୍ଗଳ ସମିତି ରେ ଉପସ୍ଥାପନ କରାଯାଇ ତାକୁ ବାରିପଦା ର ଏକ ଶିଶୁ ଯତ୍ନ ଅନୁଷ୍ଠାନ ରେ […]

Read More Text.

ଅଂଶୁଘାତ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ

ବାରିପଦା: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେତୁ ଓସ୍ୱାନ ହଲ ଠାରେ ଆଭାସୀ ମାଧ୍ୟମରେ ଜିଲ୍ଳାପାଳ ତଥା ଜିଲ୍ଲା ବିପର୍ଯୟ ପରିଚାଳନା କର୍ତୃପକ୍ଷ ଅଧ୍ୟକ୍ଷ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି . ଗ୍ରୀଷ୍ମ ପ୍ରବାହ ରେ ଯେପରି ଜନ ଜୀବନ ପ୍ରଭାବିତ ନହୁଏ ସେଥିପାଇଁ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଶ୍ରମ, ପରିବହନ, ପ୍ରାଣୀ ସମ୍ପଦ ଓ କୃଷି କ୍ଷେତ୍ର ରେ ଆବଶ୍ୟକ ସତର୍କତା […]

Read More Text.

ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୦୨୫ ମସିହା ଏପ୍ରିଲ ମାସ ପାଇଁ ଯୁଗ୍ମ ଜନ ଶୁଣାଣୀ ଶିବିର ସମ୍ପର୍କୀତ କାର୍ଯ୍ୟସୂଚୀ

ବାରିପଦା : ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ତ୍ଵlଵଧାନରେ ଚଳିତ ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଶୁଣାଣି ଶିବିର ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଏପ୍ରିଲ ମାସର ପ୍ରଥମ ସୋମବାର ତା ୦୭-୦୪-୨୦୨୫ ରିଖ ସଦର ଉପଖଣ୍ଡ ବାରିପଦା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ସକାଳ ୭ଘଟିକା ଠାରୁ ଦିବା ୧୦ ଘଟିକା ସମୟ ପର୍ଯ୍ୟନ୍ତ ଶୁଣାଣି ହେବ,ସେହିପରି ଏପ୍ରିଲ ମାସର […]

Read More Text.