ବଳଭଦ୍ର ଦେବ ମନ୍ଦିର ବାର୍ଷିକ ଉତ୍ସବ
ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ ପଂଚାୟତ ଗଣିଜାଙ୍ଗ ଶାସନରେ ବଳଭଦ୍ର ଦେବ ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ନିକଟସ୍ଥ ମହାଦେବ ପୁଷ୍କରିଣୀ ରୁ ୫ଗୋଟି କଳସ ଘଟୋଉତ୍ତୋଳନ କରାଯାଇ ଗ୍ରାମ ପରିକ୍ରମା ପରେ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଗୋ ପୂଜା, ଦ୍ୱାରାପାଳ ପୂଜା, ଷୋଡ଼ଶ ଉପଚାର ପୂଜା, ସୂର୍ଯ୍ୟ ପୂଜା ସମେତ ସମସ୍ତ ପୂଜା ପରେ ଯଜ୍ଞ ଆରମ୍ଭ ହୋଇଥିଲା । ପୂଜକ ରାମଚନ୍ଦ୍ର ପାଣିଗ୍ରାହୀ, ଗୋବିନ୍ଦ ମିଶ୍ର ପୂଜା […]
Read More Text.