ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ’ସମର୍ପଣ” ପତ୍ରିକା ଉନ୍ମୋଚିତ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ର ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ନିକଟରେ ଥିବା ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଚେତନା ଓ ସେବାସଂଘ,ରାଇରଙ୍ଗପୁର ପକ୍ଷରୁ ସମର୍ପଣ ପତ୍ରିକା ଶୁଭ ଉନ୍ମୋଚନ ହୋଇଯାଇଛିI ସଭାପତି ଲଳିତ କୁମାର ମହାନ୍ତଙ୍କ ସଭାପତିତ୍ବରେ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ତଥା ରଥ ପରିଚାଳନା କମିଟି ର ଅଧ୍ଯକ୍ଷ ନବଚରଣ ମାଝୀ ସମର୍ପଣ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ I ସମ୍ମାନିତ ଅତିଥି ଭାବେ ପୌର […]
Read More Text.