ତାରଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷାରଥକୁ ସ୍ବାଗତ
ବାରିପଦା – ମୟୂରଭଂଜ ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ଭାବରେ ଜାମଦା ବ୍ଲକ ପରିଚିତ |ଏହି ବ୍ଲକରେ ଶିକ୍ଷାରଥକୁ ବିଦ୍ୟାଳୟ ଗୁଡ଼ିକରେ ବିପୁଳ ଭାବରେ ସ୍ବାଗତ କରାଯାଉଥିବା ଲକ୍ଷ୍ୟ କରାଯାଉଛି |ତାରଣା ଆଶ୍ରମ ସ୍କୁଲରେ ଶିକ୍ଷାରଥକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ତତ୍ଵାବଧାନରେ ରେ ଅଭିଭାବକ,ଛାତ୍ରଛାତ୍ରୀମାନେ ଶଙ୍ଖ ଓ ହୁଳହୁଳି ଦେଇ ସିଆରସିସି ବୁଧୁରାୟ ହେମ୍ବ୍ରମ ଙ୍କ ଉପସ୍ଥିତିରେ ସ୍ୱାଗତ ଜଣାଇଛନ୍ତି |ସିଆରସିସି ଶଂକର ପାତ୍ର ଓ ବୁଧୁରାୟ ହେମ୍ବ୍ରମ ଶିକ୍ଷାରଥକୁ ବିଦ୍ୟାଳୟ ପ୍ରାଗଣକୁ ପ୍ରବେଶ କରାଇଥିବାବେଳେ […]
Read More Text.