ମାଗଣା ତାଲିମଭିତ୍ତିକ ପାଠ୍ୟକ୍ରମ ପାଇଁ ନାମଲେଖା ଆରମ୍ଭ  : ଫୁଲଚାଷ ଓ କୃଷି ଯନ୍ତ୍ରପାତି ରକ୍ଷଣାବେକ୍ଷଣ କୋର୍ସ ସାମିଲ 

ବାରିପଦା :  ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ତରଫରୁ ଛଅ ମାସିକ ସାର୍ଟିଫିକେଟ କୋର୍ସ “ସମର୍ଥ” ପାଇଁ ନାମଲେଖା ଦରଖାସ୍ତ ଆହ୍ଵାନ କରାଯାଉଅଛି । ଏହି ପାଠ୍ୟକ୍ରମରେ ଦୁଇଟି ବିଷୟ ଯଥା ଫୁଲ ଚାଷ ସମ୍ପର୍କିତ କୋର୍ସ କୃଷି ବିଜ୍ଞାନ କେନ୍ଦ୍ର, ଶାମାଖୁଣ୍ଟା ଓ କୃଷି ଯନ୍ତ୍ରପାତି ତଥା ମେସିନ୍ ରକ୍ଷଣାବେକ୍ଷଣ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ର, ଯଶିପୁର ଠାରେ ତାଲିମ୍ ପ୍ରଦାନ କରାଯିବ । ଉଭୟ କୋର୍ସ ପାଇଁ ୨୦ ଜଣ ଲେଖାଏଁ ପ୍ରାର୍ଥୀଙ୍କୁ ତାଲିମ୍ […]

Read More Text.

ଲୋକଙ୍କ ଯାତାୟତକୁ ସୁଗମ କରିବ ଆଇଏସ୍‌ବିଟି ବସଷ୍ଟାଣ୍ଡ 

– ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ନୂତନ କୋର୍ଟକୁ ସଂଯୋଗ – ଟ୍ରାଫିକ ସମସ୍ୟା ହ୍ରାସ – ବିକାଶ ସହ ପରିବେଶ ସନ୍ତୁଳନକୁ ପ୍ରାଥମିକତା – ଜାତୀୟ ରାଜପଥ ସହ ସିଧାସଳଖ ସଂଯୋଗ – ପ୍ରସ୍ତାବିତ କ୍ରୁଟ୍ ବସଷ୍ଟାଣ୍ଡ ସହ ସମନ୍ୱୟ – ସବୁଜ ମୟୂରଭଞ୍ଜ ସ୍ୱପ୍ନ ସାକାର କରିବାକୁ ଗୁରୁତ୍ୱ ବାରିପଦା :   ବାରିପଦାଠାରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କୁ ନେଇ ବାଦ ବିବାଦ ଲାଗିରହିଥିବାବେଳେ ଆଜି ପ୍ରଶାସନ ପକ୍ଷରୁ ଏହାର ସ୍ପଷ୍ଟୀକରଣ କରାଯାଇଅଛି l ମୟୂରଭଞ୍ଜ […]

Read More Text.
Img 20251224 wa0242

ଜିଲ୍ଲାସ୍ତରୀୟ ଅନଲାଇନ ସୁରକ୍ଷା ଓ ସାଇବର ଉତ୍ପୀଡ଼ନ ନିହିତ କର୍ମଶାଳା  ଅନୁଷ୍ଠିତ

ବାରିପଦା  :  ସ୍ଥାନୀୟ ଷ୍ଟାଡିଅମ କନଫରେନ୍ସ  ହଲ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଅନ୍ତର୍ଗତ ସାଇବର ସତର୍କତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ  ପୋଲିସ  ଅଧିକ୍ଷକ ସବିତା ମାଝି ଯୋଗ ଦେଇ ସେ ତାଙ୍କ ବକ୍ତବ୍ୟ ରେ କହିଥିଲେ ଛୋଟ ପିଲା ଠାରୁ ବୟସ୍କ ବ୍ୟକ୍ତି ପର୍ଯନ୍ତ ସମସ୍ତେ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ଏପରିକି  ଇନଷ୍ଟାଗ୍ରାମ, ହ୍ୱାଟ୍ସଅପ, ଫେସବୂକ ଇତ୍ୟାଦି […]

Read More Text.
Img 20251224 wa0214

ଜ଼ିଲ୍ଲା ସ୍ତରୀୟ ଜାତୀୟ ଖାଉଟି  ଦିବସ – 2025 ପାଳିତ 

ବାରିପଦା  :  ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜିଲ୍ଲା ଉପନିୟନ୍ତ୍ରକ ବୈଧ୍ୟ ମାପ ବିଜ୍ଞାନ, ମୟୁରଭଞ୍ଜ, ବାରିପଦା  ଓ ସଂକଳ୍ପ, କୁଳିଅଣା ଆନୁକୁଲ୍ୟରେ  ଦିଗନ୍ତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦାରଗାଡ଼ାହି, ବାରିପଦା ସମ୍ମିଳନୀ  କକ୍ଷ ରେ ଜିଲ୍ଲା ସ୍ତରୀୟ ଜାତୀୟ ଖାଉଟି  ଦିବସ 2025 ପାଳିତ ହୋଇଯାଇଛି ।  ସଂକଳ୍ପ ର ସମ୍ପାଦକ ପ୍ରଦୀପ କୁମାର ଦାସମହାପାତ୍ର ସ୍ୱାଗତ ଭାଷଣ ଓ ମଂଚାସୀନ ସମସ୍ତ ଅତିଥି ମାନଙ୍କର  ପରିଚୟ ପ୍ରଦାନ […]

Read More Text.
Court order

ସରକାରୀ ଅର୍ଥର ବେନିଅମ ଉପଯୋଗ କରିବା ଅଭିଯୋଗରେ ପାଞ୍ଚ ଜଣ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ 

ବାରିପଦା  :  ଆଜି ବୁଧବାର  ସରକାରୀ ଅର୍ଥ ର ବେନିଅମ ଉପଯୋଗ କରିବା ଅଭିଯୋଗ ସଂକ୍ରାନ୍ତ  ଏକ ମାମଲାର  ବିଚାରକରି ମାନ୍ୟବର ଭିଜିଲାନ୍ସ କୋର୍ଟ ର ବିଚାରପତି   ପୁର୍ଣିମା ଜେନା ପାଞ୍ଚ ଜଣ ଅଭିଯୁକ୍ତ କୁ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ମାନେହେଲେ କଟକ ର ସିଡିଏ ସେକ୍ଟର-7 ନିବାସୀ ତଥା ପୂର୍ବତନ ମୟୁରଭଜ ସୁବନ୍ନରେଖା କେନାଲ ଡିଭିଜନ ର ଲେଣ୍ଡ ଏକୁଜେସନ ଅଫିସର ଗୌରାଙ୍ଗ ଚରଣ ମହାନ୍ତି( 62), ବାରିପଦା ୱାର୍ଡ ନମ୍ବର 2 ଅନ୍ତର୍ଗତ […]

Read More Text.
Photo for the news of sisu mandir

ବୃତ୍ତି ପରୀକ୍ଷାରେ ସଫଳତା ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଆଗରପଡ଼ା  : ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ସାହୁପଡ଼ା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ଉକ୍ତ ମନ୍ଦିରର ୫ମ ଶ୍ରେଣୀ ଛାତ୍ର କୁମାର ବିଶାଲ ଦେବ ସରକାରୀ ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଦନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ସଭାପତି ରତ୍ନାକର ନାୟକ ଦ୍ୱୀପ ପ୍ରଜ୍ଜଳନ କରି ଦୃଢ ମନୋବଳ ନେଇ ଆଗକୁ ଆଗେଇ ଚାଲିଲେ ଜୀବନରେ ସଫଳତା ହାସଲ ହୋଇପାରିବ […]

Read More Text.
Photo2 for the news of eviction

ପ୍ରତିକ୍ଷାର ଅନ୍ତ ଘଟିଲା : ଆରମ୍ଭ ହେଲା ଆଗରପଡ଼ାରେ ଜବଲଦଖଲ ଉଚ୍ଛେଦ ପ୍ରକ୍ରିୟା

ଆଗରପଡ଼ା  : ବିଭିନ୍ନ ଗଣମାଧ୍ୟମରେ ବନ୍ତ ବ୍ଲକ ବଡ଼ହାଟତ୍ରିଲୋଚନପୁର ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟରେ ଜବରଦଖଲ ବାଧା ସୃଷ୍ଟି କରୁଥିବା ଖବର ବାରମ୍ବାର ପ୍ରକାଶ ପାଇବା ପରେ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରୀ କରାଯାଇଥିଲା;ହେଲେ ତାହା କାର୍ଯ୍ୟକାରୀ ହୋଇପାରୁନଥିବାରୁ ପ୍ରଶାସନର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ ହୋଇ ଆସୁଥିଲା । ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ପ୍ରଶାସନ ପକ୍ଷରୁ ବୁଧବାର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବନ୍ତ ବ୍ଲକ ଅତିରିକ୍ତ ତହସିଲଦାର […]

Read More Text.
1952961 trump

ଟ୍ରମ୍ପଙ୍କ ମୁଖା ଖୋଲୁଛି ଏପଷ୍ଟେଇନ୍ ଫାଇଲ୍ସ, ମୁଖ୍ୟ ଅଭିଯୁକ୍ତ ସହ ବିମାନ ଯାତ୍ରା କରୁଥିଲେ ଡୋନାଲ୍ଡ ଟ୍ରମ୍ପ୍

ନୂଆଦିଲ୍ଲୀ, ୨୪/୧୨: ଏପଷ୍ଟେଇନ୍ ଫାଇଲକୁ ନେଇ ଆମେରିକାରେ ଝଡ । ୟୁଏସ ରାଜନୀତିର ଅନେକ ଗୁମର ଖୋଲିଛି ବହୁ ଚର୍ଚ୍ଚିତ ଏପଷ୍ଟେଇନ୍ ଫାଇଲ୍ । ଧିରେ ଧିରେ ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଅନେକ କଥା ସାମ୍ନାକୁ ଆସିଲାଣି । ନବେଦଶକରେ ଶିଶୁ ବିରୋଧୀ ହିଂସାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ସହ ଟ୍ରମ୍ପ୍ ଗୋଟିଏ ବିମାନରେ ଯାତ୍ରା କରୁଥିଲେ ବୋଲି ଫାଇଲରେ ଉଲ୍ଲେଖ ରହିଛି । ସାମ୍ନାକୁ ଆସିଥିବା ତଥ୍ୟରେ ଜଣା ପଡିଛି ଯେ, ୧୯୯୦ରେ ଡୋନାଲ୍ଡ […]

Read More Text.
1766579384 awami ligue

ୟୁନୁସଙ୍କୁ ଆମେରିକାର ଝଟକା, ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବାକୁ ନିର୍ଦ୍ଦେଶ

ଢାକା ୨୪।୧୨: ବାଂଲାଦେଶରେ ଫେବୃଆରୀରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶେଖ ହସିନାଙ୍କ ଦେଶକୁ ଫେରିବା ରାସ୍ତା ଖୋଲୁଥିବାର ଦେଖାଯାଉଛି। ଏଥି ପାଇଁ ମହମଦ ୟୁନୁସଙ୍କ ଏକଛତ୍ରବାଦୀ ଅନ୍ତରୀଣ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବଢିବାରେ ଲାଗିଛି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଭାବଶାଳୀ ସାଂସଦଙ୍କ ଏକ ସମୂହ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦେଇ କହିଛନ୍ତି ଯେ ୟୁନୁସଙ୍କୁ ଶେଖ ହସିନାଙ୍କ ପାର୍ଟି ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବା ଆବଶ୍ୟକ। ସାଂସଦମାନେ କହିଛନ୍ତି କୌଣସି ବଡ଼ ରାଜନୈତିକ ପାର୍ଟିକୁ […]

Read More Text.

ବାଂଲାଦେଶରେ କେମିତି ରହୁଛନ୍ତି ହିନ୍ଦୁ; ଘରୁ ବାହାରିବା ଏବଂ ନାମ କହିବାକୁ ଡରୁଛନ୍ତି

ନୂଆଦିଲ୍ଲୀ : ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଦାସଙ୍କ ନିର୍ମମ ଗଣହତ୍ୟା ଚାଞ୍ଚଲ୍ୟ ଖେଳାଇଛି । ଏହାସହିତ ଗତ ୭-୮ ମାସ ଧରି ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବାଂଲାଦେଶୀ ହିନ୍ଦୁମାନଙ୍କୁ ଅତ୍ୟନ୍ତ ଭୟରେ ଜୀବନଯାପନ କରିବାକୁ ବାଧ୍ୟ କରିଛି। ସେମାନେ ମୃତ୍ୟୁର ନିରନ୍ତର ଭୟରେ ବଞ୍ଚୁଛନ୍ତି। ଜଣେ ହିନ୍ଦୁ ଯୁବକ ନିଜର ନାମ କିମ୍ବା ପରିଚୟ ପ୍ରକାଶ କରିବାକୁ ମନା କରି ଭୟ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଯଦି ତାଙ୍କ ସ୍ୱରକୁ ଚିହ୍ନିତ କରାଯାଏ, […]

Read More Text.