ମିଆଁମାରରେ ପୁଣି ୪.୫ ତୀବ୍ରତାର ଭୂମିକମ୍ପ

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମିଆଁମାରରେ ସୋମବାର ୪.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏନସିଏସ ଅନୁଯାୟୀ, ଏହି ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏନସିଏସ ଏହି ତଥ୍ୟ ପ୍ରଦାନ କରିଛି। ସେପଟେ ମିଆଁମାର ସରକାରଙ୍କ ଆନୁଷ୍ଠାନିକ ଅନୁରୋଧ କ୍ରମେ ଅପରେସନ ବ୍ରହ୍ମା ଅଧୀନରେ ଭାରତୀୟ ସେନା ଇଞ୍ଜିନିୟରଙ୍କ ଏକ ବିଶେଷଜ୍ଞ ଦଳ ଗତ ୬ ତାରିଖରେ ଦେଶରେ ପହଞ୍ଚି ଆଞ୍ଚଳିକ ସହାୟତା ଏବଂ […]

Read More Text.

୬ ଦିନିଆ ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଶେଷ (୧୬ ରୁ ୨୧ତାରିଖ ନାଟକ ମହୋତ୍ସବ)

ବାରିପଦା: ବାରିପଦା କଳାକାର ପରିବାର ତରଫରୁ ଚଳିତ ମାସ ୧୬ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ନାଟକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ପ୍ରଥମଥର ପାଇଁ ବାରିପଦା କଳାକାର ପରିବାରର ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ୬ ଦିନିଆ ନାଟକ ମହୋତ୍ସବର ୧ମ ସନ୍ଧ୍ୟାରେ ସୋମନାଥ ସାହୁଙ୍କ ରଚିତ ଓ ମହେଶ ସାହୁଙ୍କ ନିର୍ଦ୍ଦେଶିତ ନାଟକ “ଜୀବନ ଜଳୁଛି”, ୨ୟ ସନ୍ଧ୍ୟାରେ ପ୍ର: ନାରାୟଣ ସାହୁଙ୍କ […]

Read More Text.

ପ୍ରଥମ ଥର ପାଇଁ ମହାକାଶ ଯାତ୍ରା କରିବେ ୬ ମହିଳା

ଏକ ସାଙ୍ଗରେ ୬ ମହିଳା ଯିବେ ମହାକାଶ । ପପ୍ ଗାୟିକା, ସାମ୍ବାଦିକ, ବୈଜ୍ଞାନିକ, ଫିଲ୍ମ ନିର୍ମାତା ଏପରି ଭିନ୍ନ ଭିନ୍ନ କ୍ଷେତ୍ରର ୬ ଜଣ ମହିଳା ଗ୍ରୁପ୍ ହୋଇ ମହାକାଶ ଯାତ୍ରା କରିବେ । ଆଜି ଏହି ୬ ମହିଳାଙ୍କ ଟିମ୍ ଜେଫ୍ ବେଜୋସଙ୍କ କମ୍ପାନୀ ବ୍ଲୁ ଓରିଜିନର ନ୍ୟୁ ସେପର୍ଡ ରକେଟ୍ ଜରିଆରେ ମହାକାଶ ଯିବେ । ପ୍ରଥମ ଥର ପାଇଁ ମହିଳାଙ୍କ ଏକ ଟିମ୍ ମହାକାଶ ଯାତ୍ରା କରିବେ । ପୂର୍ବରୁ ୧୯୬୩ରେ […]

Read More Text.

ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ୮ମ ଦିନ (ମୁଖ୍ୟମନ୍ତ୍ରୀ କପ – ୨୦୨୫)

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୮ମ ଦିନର ୧ମ ମ୍ୟାଚରେ ନବଜ୍ୟୋତି ଯୁବକ ସଙ୍ଘ ଶିମିଳିପାଳ ସ୍ପୋର୍ଟସ କ୍ଲବକୁ ୪-୦ ଗୋଲରେ ପରାସ୍ତ କରିଥିଲା I […]

Read More Text.

ଡ୍ରଗ୍ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ନିଜେ ଫସିଗଲେ ମାକ୍ରନ୍: ଜେଲ୍ ଉପରେ ଆକ୍ରମଣ

ପ୍ୟାରିସ୍: ଫ୍ରାନ୍ସର ଡ୍ରଗ୍ ମାଫିଆମାନେ ସରକାରଙ୍କ ବିରୋଧରେ ବନ୍ଧୁକ ଉଠାଇଛନ୍ତି। ଦେଶରେ ନିଶା ନିବାରଣ ବିରୋଧରେ ଏକ କଠୋର ଅଭିଯାନ ଆରମ୍ଭ ହୋଇଛି। ଅନେକ ଡ୍ରଗ୍ସ ମାଫିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଏବେ ନିଜ ପାଇଁ ମହଙ୍ଗା ପଡ଼ିଛି। ପ୍ରକୃତରେ, ଏହି କାର୍ଯ୍ୟାନୁଷ୍ଠାନ ପରେ, ସୋମବାର ବିଳମ୍ବିତ ରାତିରେ ସେଠାକାର ଜେଲ୍‌ଗୁଡ଼ିକ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସରକାରଙ୍କୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଥିବା ବିଶେଷଜ୍ଞ ମତପୋଷଣ […]

Read More Text.

ବାରିପଦା ସହରର ଅନନ୍ୟ “ଆମେ ୮୦” ର ଜଳସେବା ଶୁଭାରମ୍ଭ 

ବାରିପଦା –  ବାରିପଦା ସହରର ଅନନ୍ୟ ଜଳସେବା ର ଶୁଭାରମ୍ଭ ବାରିପଦା ନଗରପାଳ ଶ୍ରୀ କୃଷ୍ନାନନ୍ଦ ମହାନ୍ତି ଓ ଉପନଗରପାଳ ଶ୍ରୀମତୀ ସୀମା ଦାସ ଙ୍କ ଦ୍ଵାରା ବାରିପଦାର ବିଭିନ୍ନ ୱାର୍ଡ ର କାଉନସିଲର,  ବରିଷ୍ଠ ସାମ୍ବାଦିକ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ଆମେ ୮୦ ର ସଦସ୍ୟ ମାନଙ୍କ ଉପସ୍ଥିତି ରେ କରାଯାଇଅଛି।ଏହି ଜଳସେବା ୮୦ ମ୍ୟାଟ୍ରିକୁଲେସନ ବ୍ୟାଚ୍ ର ବନ୍ଧୁ ମାନଙ୍କ ଦ୍ଵାରା ଦୀର୍ଘ ୧୨ ବର୍ଷ ଧରି ଚାଲି ଆସୁଅଛି। ବାରିପଦା ସହରର […]

Read More Text.

ହାଇଜାକ୍ ହୋଇ ସାରିଛନ୍ତି ନୀତୀଶ ଜୀ…. – ତେଜସ୍ବୀ ଯାଦବ

ନୂଆଦିଲ୍ଲୀ: ନୀତୀଶ କୁମାରଙ୍କ ଉପରେ ବର୍ଷିଲେ ତେଜସ୍ବୀ ଯାଦବ । ରାହୁଲ ଗାନ୍ଧୀଙ୍କୁ ଭେଚିବା ପରେ ନୀତୀଶଙ୍କୁ କଲେ ନିଶାନା । କହିଲେ ହାଇଜାକ୍ ହୋଇ ସାରିଛନ୍ତ ନୀତୀଶ ଜୀ… ବିହାର ନିର୍ବାଚନ ଚଳିତ ବର୍ଷ ଶେଷ ଆଡକୁ ଥିବା ବେଳେ ତାଆଗରୁ ବିହାର ନେତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି ବଡ ବଡ ବୟାନ ଆଉ ନିର୍ବାଚନରେ କ୍ଷମତା ହାସଲ ସହ ସରକାର ଗଢିବାକୁ ରଣନୀତି ପ୍ରସ୍ତୁତରେ ଲାଗି ପଡିଛନ୍ତି ହେଭିୱେଟ୍ ନେତା । ଆଉ ସେହି […]

Read More Text.

୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ: ଜୁଲାଇ ୧୦ ସୁଦ୍ଧା ପାଠପଢା ଆରମ୍ଭ

ଭୁବନେଶ୍ଵର: ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠପଢା। ଶିକ୍ଷାବର୍ଷ ୨୦୨୫-୨୬ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଏପ୍ରିଲ ୧୬ ତାରିଖ ଠାରୁ ଫର୍ମ ପୂରଣ କରିପାରିବେ। ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଜାତୀୟ ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀମାନେ SAMS ମାଧ୍ୟମରେ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମର ବିଭିନ୍ନ ପ୍ରକାର […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ଡ଼. ଭୀମରାଓ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

ବାରିପଦା: ଭାରତୀୟ ସମ୍ବିଧାନର ପ୍ରମୁଖ ବିନ୍ଧାଣି ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ତରଫରୁ ଏକ ପଦଯାତ୍ରା ସହିତ ଶପଥ  ପାଠ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ସ୍ନାତକତ୍ତୋର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ନାୟକ, ଜାତୀୟ ସେବା ଯୋଜନା ବ୍ୟୁରୋର ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ, ଜାତୀୟ ସେବା ଯୋଜନାର କାର୍ଯକାରୀ ଅଧିକାରୀ ଡକ୍ଟର ବିଷ୍ଣୁପ୍ରିୟା […]

Read More Text.

ନଇଁଲା ଚୀନ୍ : ଶୁଳ୍କକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ଆମେରିକାକୁ ନିବେଦନ କଲା

ନୂଆଦିଲ୍ଳୀ: ବାଣିଜ୍ୟିକ ଶୁଳ୍କକୁ ନେଇ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି । ଉଭୟ ଉଭୟଙ୍କ ଉପରେ ଶୁଳ୍କ ଲଗାଇବାରେ ବ୍ୟସ୍ତ ଅଛନ୍ତି । ଯାହାଦ୍ବାରା ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପଡ଼ୁଛି। ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଉପରେ ଚୀନ ଚାପ ପ୍ରୟୋଗ କରିବାକୁ ଚେଷ୍ଟା ତ କରିଥିଲା ହେଲେ ତାହା କାମ ଦେଲାନି । ସେଇଥି ଲାଗି ତ ଚାପ ବଦଳରେ ଅନୁରୋଧର ରାସ୍ତା ଆପଣାଇଛି ବେଜିଂ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ […]

Read More Text.