ପରିବର୍ତ୍ତନକୁ ଗ୍ରହଣ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୋମବାର ଦିନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟମାନଙ୍କୁ ସମ୍ବୋଧିତ କରି ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ କହିଛନ୍ତି, ଗୋଟିଏ ସଂଗଠନ ପ୍ରାୟତଃ ଜଣେ ବ୍ୟକ୍ତିଙ୍କ ନେତୃତ୍ୱରେ ବଢ଼େ। କିନ୍ତୁ ସେହି ବ୍ୟକ୍ତି ସଂଗଠନକୁ ସବୁଦିନ ପାଇଁ ଆଗକୁ ବଢ଼ାନ୍ତି ନାହିଁ। ଲୋକମାନେ ଅବସର ନିଅନ୍ତି, ପଦ ଛାଡି ଦିଅନ୍ତି, ନିଷ୍କ୍ରିୟ ହୋଇଯାଆନ୍ତି, ନେତୃତ୍ୱ ପରିବର୍ତ୍ତନ ହୁଏ, ନୂତନ ନେତୃତ୍ୱ ମୂଳ ଧରିଥାଏ […]
Read More Text.