ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ବିଜାପୁରରେ ଟପ ମାଓନେତା ହିଡ଼ମାର ବଙ୍କର ଠାବ

ମାଲକାନଗିରି : ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା । ଟପ ମାଓନେତା ହିଡ଼ମାର ବଙ୍କର ଠାବ । ଛତିଶଗଡ଼ର ବିଜାପୁରରେ ଟପ ମାଓନେତା ହିଡ଼ମାର କଂକ୍ରିଟ ଓ ଇଟାରେ ନିର୍ମିତ ବଙ୍କରକୁ ଖୋଜି ବାହାର କରିଛନ୍ତି ସୁରକ୍ଷାବାହିନୀ । ପ୍ରଥମ ଥର ପାଇଁ ଏଭଳି କଂକ୍ରିଟରେ ନିର୍ମିତ ମାଓ ବଙ୍କର ଠାବ କରିଛନ୍ତି ସୁରକ୍ଷାବାହିନୀ । ହିଡ଼ମା ନାଁରେ ଏକ କୋଟି ଟଙ୍କାର ପୁରସ୍କାର ରାଶି ରହିଛି । ଦୁଇମାସ ତଳେ ଟପ୍ ମାଓ ନେତା ହିଡ଼ମାକୁ ବଡ଼ ପଦବୀରୁ […]

Read More Text.

ଏଲନ ମସ୍କଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେସଲାର ସିଇଓ ଏଲନ ମସ୍କଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ସେ ମସ୍କଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ହୋଇଥିବା ସେମାନଙ୍କ ସାକ୍ଷାତ ସମୟରେ ଆଲୋଚନା ହୋଇଥିବା ବିଷୟଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସେ ମସ୍କଙ୍କ ସହ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ […]

Read More Text.

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ, ଲୋଗୋ ଓ ଟୋପି ଉନ୍ମୋଚିତ

ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ପାଇଁ ଶପଥ ଗ୍ରହଣ ବାରିପଦା: ଆସନ୍ତା ୨୧ ତାରିଖ ସୋମବାର ରେ ହେବାକୁ ଥିବା ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମ୍ୟୁନିସିପାଲଟି ଗେଷ୍ଟ ହାଉସ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଦୁର୍ଗା ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି […]

Read More Text.

ଫ୍ଲୋରିଡା ବିଶ୍ବବିଦ୍ୟାଳୟରେ ଗୁଳିକାଣ୍ଡ କରିଥିବା ଯୁବକ କିଏ ?

ଫ୍ଲୋରିଡା : ଆମେରିକାର ତାଲାହାସିରେ ଥିବା ଫ୍ଲୋରିଡା ଷ୍ଟେଟ୍ ୟୁନିଭରସିଟି (ଏଫଏସୟୁ)ରେ ଘଟିଥିବା ଗୁଳିକାଣ୍ଡ ଘଟଣା ପୁଣିଥରେ ଆମେରିକାକୁ ଦୋହଲାଇ ଦେଇଛି। ଗୁଳିଚାଳନା ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗୁରୁବାର (ସ୍ଥାନୀୟ ସମୟ) ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ନିକଟରେ ଜଣେ ୨୦ ବର୍ଷୀୟ ଯୁବକ ଛାତ୍ରମାନଙ୍କ ଉପରେ ଗୁଳି ଚଳାଇବାରୁ ଏହି ଗୁଳିକାଣ୍ଡ ଘଟିଥିଲା। ତାଲାହାସି ପୋଲିସ ମୁଖ୍ୟ ଲରେନ୍ସ ରେଭେଲ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି […]

Read More Text.

ପ୍ରବଳ ବର୍ଷା: ରାଜଧାନୀର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି, ବୁଡିଲା ପୁରୀ ବଡଦାଣ୍ଡ

ଭୁବନେଶ୍ୱର: ଆଜି ଦିନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ୨୬.୨ ମିମି ବର୍ଷା ରେକର୍ଡ କରାଯାଇଛି । ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ  ପବନ ବହିପାରେ ।  ସେହିପରି ଆଜି  କାଳବୈଶାଖୀ ପାଇଁ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ଘଣ୍ଟା […]

Read More Text.

ତେଜସ୍ବୀ ଯାଦବ ହେବେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା !

ପାଟଣା: ବିହାରରେ ମହାମେଣ୍ଟରୁ କିଏ ହେବ ମୁଖ୍ୟମନ୍ତ୍ରୀ ଚେହେରା ? ବିହାର ନିର୍ବାଚନକୁ ନେଇ ଏବାଠାରୁ ଅଙ୍କକଷା ଚାଲିଥିବା ବେଳେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ମୁହଁ କିଏ ବୋଲି ଚର୍ଚ୍ଚା ଚାଲିଛି । ଇତିମଧ୍ୟରେ ଗତକାଲି ମହାମେଣ୍ଟର ବୈଠକ ବି ବସିସାରିଛି । ଆଉ ବୈଠକରେ ମୁଖ୍ୟମନ୍ତ୍ରୀ ଚେହେରାଙ୍କ ନାମ ଯଦିଓ ବିଧିବଦ୍ଧ ଭାବେ ଘୋଷଣା ହୋଇନି ମାତ୍ର ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ ବୋଲି ଖୁଲମଖୁଲା କହିଛନ୍ତି ଆରଜେଡି ସାଂସଦ ମନୋଜ ଝା । ଗଣମାଧ୍ୟମକୁ […]

Read More Text.

ଖୁବ୍ ଶୀଘ୍ର ଯୋଗ୍ୟ ହତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଖୁବ ଶୀଘ୍ର ନୂଆ ରାସନ କାର୍ଡ । ଯୋଗ୍ୟ ହତାଧିକାରୀଙ୍କୁ ନୂଆ ରାସନ କାର୍ଡ ବାଣ୍ଟିବାକୁ ସରକାରଙ୍କ ନିର୍ଦ୍ଦେଶ । ଏପ୍ରିଲ ୨୨ ତାରିଖ ସୁଦ୍ଧା ରାସନ କାର୍ଡ ଛପା କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ନିର୍ଦ୍ଦେଶ । ଏନେଇ ଖାଦ୍ୟ ଯୋଗାଣ ସଚିବ ସବୁ ଜିଲ୍ଲପାଳଙ୍କୁ ଚିଠି ଲେଖିଛନ୍ତି ।

Read More Text.

ହିଂସାକାଣ୍ଡ ପରେ ଟ୍ରେନରେ ଯାଇ ମୁର୍ଶିଦାବାଦରେ ପହଞ୍ଚିଲେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା: ମୁର୍ଶିଦାବାଦରେ ପହଞ୍ଚିଲେ ପଶ୍ଚିମବଙ୍ଗ ରାଜ୍ୟପାଳ । ହିଂସାସ୍ଥଳ ବୁଲି ଦେଖିବା ସହ ପୀଡିତଙ୍କ ସହ କଥା ହେବେ ରାଜ୍ୟପାଳ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସାସ୍ଥଳକୁ ନଯିବାକୁ ଅନୁରୋଧ କରିବା ପରେ ବି ତାଙ୍କ କଥାକୁ ଏଡାଇ ଦେଇ ଶେଷରେ ହିଂସାସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ । ତେବେ ଟ୍ରେନ ଯୋଗେ ମାଲଦାରୁ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମୁର୍ଶିଦାବାଦରେ ଯାଇ ପହଞ୍ଚିଛନ୍ତି । ଯେଉଁଠି ସେ ପୀଡିତଙ୍କ ପରିବାରକୁ […]

Read More Text.

ଆସନ୍ତାକାଲି ନବମ ଥର ପାଇଁ ସଭାପତି ଭାବେ ଦାୟିତ୍ୱ ନେବେ ନବୀନ

ଭୁବନେଶ୍ୱର: ଆସନ୍ତାକାଲି ନବମ ଥର ପାଇଁ ସଭାପତି ଦାୟିତ୍ୱ ନେବେ ନବୀନ। ଏହି ଦାୟିତ୍ଵ ନେବା ପରେ ଦଳକୁ କି ଆହ୍ଵାନ ଦେବେ ତାହା ଉପରେ ସମସ୍ତଙ୍କର ନଜର। ତେବେ ଦଳକୁ କ’ଣ ଉପଦେଶ ଦେବେ ନବୀନ? ନବୀନ ପଟ୍ଟନାୟକ ବିଜେଡି ନେତା ଓ କର୍ମୀଙ୍କୁ କି ବାର୍ତ୍ତା ଦେବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି। ଗତକାଲି ନବୀନ ପଟ୍ଟନାୟକ ସଭାପତି ପଦ ପାଇଁ ଏକାକୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେଣୁ ଏବେ […]

Read More Text.

ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’

‘ଭଗବଦ ଗୀତା’ ଏବଂ ଭରତ ମୁନିଙ୍କ ‘ନାଟ୍ୟଶାସ୍ତ୍ର’କୁ ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏହା ପ୍ରତ୍ୟକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋଦୀ କହିଛନ୍ତି, ୟୁନେସ୍କୋର ମେମୋରୀ ଅଫ ଦ ଓ୍ବର୍ଲ୍ଡ […]

Read More Text.