ଜେଇଇ ମେନ୍ ୨୦୨୫: ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଓଡ଼ିଶା ଛାତ୍ର ଓମ୍ ପ୍ରକାଶ ବେହେରା

ଅଲ୍ ଇଣ୍ଡିଆ ଟପ୍ପର୍ ହେଲେ ଅସାଧାରଣ ପ୍ରତିଭାଶାଳୀ ଛାତ୍ର ଓମ୍ ପ୍ରକାଶ ବେହେରା । ଜେଇଇ ମେନ୍ ୨୦୨୫ର ଏପ୍ରିଲ ସେସନ୍‌ ରେ ପୁରା ଭାରତରେ ପ୍ରଥମ ରାଙ୍କ୍ ହାସଲ କରି ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି ଓମ୍ ପ୍ରକାଶ । ୨୦୦୮ ଜାନୁଆରୀ ୧୨ରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିବା ଓମ୍ ପ୍ରକାଶ ନିଜର କଠିନ ପରିଶ୍ରମକୁ ଦେଖାଇଛନ୍ତି । ଏଭଳି ସଫଳତା ପାଇ ସାରା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ […]

Read More Text.

ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌

ପୁରୀ: ସୁନା ଓ ରୁପା ଛାଉଣି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗେଟ୍‌। ଶ୍ରୀଜଗନ୍ନାଥ ମନ୍ଦିର ଭିତର ରତ୍ନଭଣ୍ଡାର ଗେଟକୁ ସୁନା ଛାଉଣି ଓ ବାହାର ରତ୍ନଭଣ୍ଡାର ଗେଟ୍‌କୁ ରୂପା ଛାଉଣି କରାଯିବାକୁ ପ୍ରସ୍ତାବ ରହିଛି। ଏହି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଏହା ରୂପ ନେବ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ। ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସେ ସୂଚନା ଦେଇ ଆହୁରି କହିଛନ୍ତି, ଭିତର ରତ୍ନଭଣ୍ଡାରର ଭିତର ପାର୍ଶ୍ୱ କାମ […]

Read More Text.

ଆହୁରି ୫ ଦିନ ବର୍ଷିବ, ଆଜି ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆହୁରି ୫ଦିନ କାଳବୈଶାଖୀ ଆଶଙ୍କା । ଆଗାମୀ ସାତଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସହ ବିଜୁଳି ଘଡଘଡି ଓ କୁଆପଥର ମାଡ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୦ତାରିଖରେ ପଶ୍ଚିମ ଓଡିଶାର କେତେକ ଜିଲ୍ଲା ଛାଡିଦେଲେ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜରି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ […]

Read More Text.

ପୁରୀ ରଥଯାତ୍ରା ଶୃଙ୍ଖଳିତ କରିବାକୁ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପ୍ରସ୍ତୁତିରେ ଯେପରି କୌଣସି ପ୍ରକାର ତ୍ରୁଟି ନହୁଏ, ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପୋଲିସ ପ୍ରଶାସନ ଓ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ରଥଯାତ୍ରାକୁ ଶାନ୍ତି […]

Read More Text.

ସରକାରଙ୍କ ରାଜସ୍ୱ ହାନି, ଲୋଡ଼ା ପଡ଼ୁନି ନିର୍ମାଣାଧିନ ମାର୍କେଟ କମ୍ପେ୍ଲକ୍ସ

ଆଗରପଡ଼ା:ସରକାର ଗ୍ରାମାଚଂଳର ବିକାଶ ନିମନ୍ତେ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଯୋଜନାର ସଫଳ ରୂପାୟନ ହୋଇପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକରେ ନିର୍ମିତ ମାର୍କେଟ କମ୍ପେ୍ଲକ୍ସ କ୍ଷେତ୍ରରେ । ବନ୍ତ ବ୍ଲକର ୨୫ଟି ପଂଚାୟତର ବିଭିନ୍ନ ପଂଚାୟତରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ମାର୍କେଟ କମ୍ପେ୍ଳକ୍ସ ବ୍ୟବହାର ଯୋଗ୍ୟ ହୋଇ ନପାରି ଅଲୋଡ଼ା ହୋଇ ପଡ଼ିରହିଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା […]

Read More Text.

ଯୋଜନାକୁ ୯ବର୍ଷ ପୂରିଲା, କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ବଦଳିଲାନି ଭାଗ୍ୟ

ବିକାଶ ଆଢୁଆଳରେ ପୁରୁଷଣ୍ଢ ଗ୍ରାମ ଆଗରପଡ଼ା :ସାଂସଦ ପୋଷ୍ୟଗ୍ରାମ ଗ୍ରହଣ ଯୋଜନାକୁ ୯ ବର୍ଷ ପୁରିଲା ହେଲେ ଗ୍ରାମକୁ ବିକାଶ ଛୁଇଁ ପାରିଲାନି । ଅଧୁରା ରହିଗଲା ସାଂସଦଙ୍କ ଆଦର୍ଶ ଗ୍ରାମ ଗଠନ ଯୋଜନା । କୋଟି କୋଟି ଟଙ୍କା ବ୍ୟୟ ସତ୍ତ୍ୱେ ଅଧୁରା ରହିଗଲା ବିକାଶ । କେବଳ କାଗଜପତ୍ରରେ ରହିଗଲା ବିକାଶ ଯୋଜନା । ଗତ୨୦୧୫ ମସିହାରେ ଗ୍ରାମାଂଚଳର ବିକାଶ ସକାଶେ ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିଲେ ସାଂସଦଙ୍କ ପୋଷ୍ୟଗ୍ରାମ ଗ୍ରହଣ ଯୋଜନା । ଦେଶର […]

Read More Text.

ଆଗ ନିଜ ଘରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦିଅ : ବାଂଲାଦେଶକୁ କହିଲା ଭାରତ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ୱାକଫ ଆଇନକୁ ନେଇ ହିଂସା ଉପରେ ବାଂଲାଦେଶର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ ଭୁଲ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଅତ୍ୟାଚାରରୁ ଧ୍ୟାନ ହଟାଇବା। ଗୁରୁବାର ଦିନ, ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ପ୍ରେସ୍ ସଚିବ ବଙ୍ଗଳାର ମୁର୍ଶିଦାବାଦ ଜିଲ୍ଲାରେ ସମ୍ପ୍ରତି ଘଟିଥିବା ହିଂସାରେ ମୁସଲିମ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବା ପାଇଁ ଭାରତକୁ ଅପିଲ୍ […]

Read More Text.

ସରକାରୀ ମହିଳା ମହାବିଦ୍ୟାଳୟ ରେ ଇତିହାସ ଓ ଓଡ଼ିଆ ବିଭାଗ ପକ୍ଷରୁ  ଆଲୋଚନା ଚକ୍ର ଅନୁଷ୍ଠିତ 

ବାରିପଦା-  ସରକାରୀ ମହିଳା ମହାବିଦ୍ୟାଳୟର ଇତିହାସ  ବିଭାଗ ପକ୍ଷରୁ “ରିସେଣ୍ଟ ଆର୍କଲୋଜିକାଲ ଟ୍ରେଣ୍ଡ୍ସ ଇନ ଓଡ଼ିଶା” ଶୀର୍ଷକ ଏକଦିବସୀୟ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷା ଡ. ସାଗରିକା ସିଂହଙ୍କ ପୌରୋହିତ୍ୟରେ ପାଠଚକ୍ରଟି ଅନୁଷ୍ଠିତ ହୋଇଥିବାବେଳେ ଇତିହାସ ବିଭାଗର ଅଧ୍ୟାପିକା ଶୁଚିସ୍ମିତା ଦାସ ମଞ୍ଚ ପରିଚାଳନା କରିଥିଲେ l ବିଭାଗୀୟ ମୁଖ୍ୟ ଲକ୍ଷ୍ମଣ ମୁର୍ମୁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ l ଅଧ୍ୟକ୍ଷା ମହୋଦୟା ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ ପୂର୍ବକ ଆଲୋଚ୍ୟ ପ୍ରସଙ୍ଗ ଉପରେ […]

Read More Text.

୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ଭୁଶୁଡୁଛି ଲାଲଗଡ଼ । ୨୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଛତିଶଗଡ଼ର ସୁକମା ଜିଲ୍ଲା ଏସପିଙ୍କ ନିକଟରେ ୨୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ନାଁରେ ୪୦ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା । ପୋଲିସର ଗୋଟିଏ ପରେ ଗୋଟିଏ ଏନକାଉଣ୍ଟରରେ ନିହତ ହେଲେଣି ଶତାଧିକ ମାଓବାଦୀ । ଜୀବନ ବଞ୍ଚାଇବାକୁ ଏବେ ବାଟ ଖୋଜୁଛନ୍ତି ମାଓବାଦୀ । ତେଣୁ ପୋଲିସ ନିକଟରେ ଆତ୍ମସମର୍ପଣ କଲେଣି ଶହ ଶହ ମାଓବାଦୀ । ଆଜି ଛତିଶଗଡ଼ […]

Read More Text.

ଏଲନ ମସ୍କଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେସଲାର ସିଇଓ ଏଲନ ମସ୍କଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ସେ ମସ୍କଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ଏହି ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ହୋଇଥିବା ସେମାନଙ୍କ ସାକ୍ଷାତ ସମୟରେ ଆଲୋଚନା ହୋଇଥିବା ବିଷୟଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସେ ମସ୍କଙ୍କ ସହ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ […]

Read More Text.