ଜଳୁଛି ପଶ୍ଚିମ ଓଡ଼ିଶା; ଝାରସୁଗୁଡାରେ ତାପମାତ୍ରା ୪୪.୮°

ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ସତର୍କତା ମଧ୍ୟରେ ମଙ୍ଗଳବାର ଦିନ ୨.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୪.୮° ସେଲସିୟସକୁ ବୃଦ୍ଧି ପାଇଛି। ସମ୍ବଲପୁର ୪୪.୨° ସେଲସିୟସ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା ବେଳେ ହୀରାକୁଦ (୪୪° ସେଲସିୟସ) ଏବଂ ରାଉରକେଲା (୪୨.୨° ସେଲସିୟସ) ରହିଛି। ଭାରତୀୟ ପାଣିପାଗ ବିଭାଗ ଝାରସୁଗୁଡା ବ୍ୟତୀତ ଏପ୍ରିଲ ୨୨ ପାଇଁ ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ […]

Read More Text.

ଦଳ ଠିକ୍ ଢଙ୍ଗରେ ନ ଚାଲିଲେ ବିଜେଡିର ଅଧୋପତନ ହେବା ନିଶ୍ଚିତ: କର୍ପୋରେଟର୍ ଅମରେଶ ଜେନା

ଭୁବନେଶ୍ବର: ବିଜେଡି କର୍ପୋରେଟର୍ ଅମରେଶ ଜେନା ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦଳକୁ ଠିକ୍ ଢଙ୍ଗରେ ପରିଚାଳନା କରାଯାଉନାହିଁ। ଯେଉଁ ୪/୫ଜଣଙ୍କ ଜରିଆରେ ଦଳ ଚାଲୁଛି, ସେମାନେ ନିରପେକ୍ଷ ନୁହନ୍ତି। ଷଡ଼ଯନ୍ତ୍ରକାରୀଙ୍କ ହାତରେ ବିଜେଡି। ମେଳି କରିଥିବା ବରିଷ୍ଠ ନେତାଙ୍କ ଦ୍ବାରା ଏମାନେ ପରିଚାଳିତ। ସେମାନେ ଯାହା କହୁଛନ୍ତି, ଏମାନେ ତାହା କରୁଛନ୍ତି। ଦଳ ଠିକ୍ ଢଙ୍ଗରେ ନ ଚାଲିଲେ ଦଳର ଅଧୋପତନ ହେବା ନିଶ୍ଚିତ। ଯେଉଁମାନେ ନିଜ ନିର୍ବାଚନ ମଣ୍ଡଳୀରୁ ନ ଲଢ଼ି ଅନ୍ୟ […]

Read More Text.

କେନ୍ଦ୍ରୀୟ ଏମ୍ପାନେଲ୍ଡରେ ସାମିଲ ହେଲେ ସତ୍ୟବ୍ରତ ସାହୁ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଚିବ ସମକକ୍ଷ ରାଙ୍କ ଏମ୍ପାନେଲ୍ଡରେ ସାମିଲ ହେଲେ ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ୍ ଅଧିକାରୀ ସତ୍ୟବ୍ରତ ସାହୁ। କ୍ୟାବିନେଟର ନିଯୁକ୍ତି କମିଟି (ଏସିସି) ସତ୍ୟବ୍ରତ ସାହୁଙ୍କ ଏମ୍ପାନେଲମେଣ୍ଟକୁ ଅନୁମୋଦନ କରିଛି। ଯିଏକି ଏବେ ଓଡ଼ିଶା ଗୃହ ବିଭାଗରେ ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି। କେନ୍ଦ୍ରରେ ସଚିବ କିମ୍ବା ସମକକ୍ଷ ପଦବୀରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡରର ଅଧିକାରୀ ସତ୍ୟବ୍ରତ।

Read More Text.

ଏପ୍ରିଲ ୨୩ରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ, ଜାରି ରହିବ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା

ଭୁବନେଶ୍ବର: ସ୍କୁଲ ପିଲାଙ୍କ ପାଇଁ ଅପ୍ରେଲ୍‌ ୨୩ ତାରିଖ ଠାରୁ ଖରା ଛୁଟି ଘୋଷଣା ହୋଇଛି। ଅଙ୍ଗନବାଡି, ଶିଶୁବାଟିକା ଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ରାଜ୍ୟରେ ବର୍ତ୍ତମାନ ଚାଲିଥିବା ଭିଷଣ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାମାନଙ୍କ ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ […]

Read More Text.

ଯୋଜନାକୁ ୩ ବର୍ଷ ପୂରିଲା, କାମରେ ଲାଗୁନି ଆବର୍ଜନା ପୃଥକୀକରଣ କେନ୍ଦ୍ର

ଆଗରପଡ଼ା :ସରକାର ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ନିର୍ମିତ ହୋଇଥିବା ଆବର୍ଜନା ପୃଥକୀକରଣ କେନ୍ଦ୍ର କୌଣସି କାମରେ ଲାଗି ପାରୁନଥିବାରୁ ଏକ ସଫଳ ଯୋଜନା ଅସଫଳ ହୋଇଛି ବୋଲି ଅଭିଯୋଗ ହେଉଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ସ୍ୱଚ୍ଛ […]

Read More Text.

ନିର୍ମାଣକୁ ୫ବର୍ଷ ପୂରିଲାଣି; ଗୋଷ୍ଠୀ ପରିମଳ କେନ୍ଦ୍ର ଅଧପନ୍ତରିଆ, ୭ଲକ୍ଷ ଖର୍ଚ୍ଚ ପରେ ବି ଲକ୍ଷ୍ୟ ପୂରୁନି

ଆଗରପଡ଼ା :ଆଗରପଡ଼ା ବଜାର ଅଂଚଳରେ ଲାଗିରହିଥିବା ପରିମଳ ସମସ୍ୟାକୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ବନ୍ତ ବ୍ଲକ ବଡ଼ମହିଁଷଗୋଠ ଓ ବିଟିପୁର ପଂଚାୟତ ତରଫରୁ ଆଗରପଡ଼ା ବଜାରରେ ୨୦୨୦-୨୧ ଆର୍ଥକ ବର୍ଷରେ ଗରୀବ ରୋଜଗାର ଯୋଜନାରେ ୩ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ୨ଗୋଟି ଗୋଷ୍ଠୀ ପରିମଳ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ଅର୍ଥରେ ଏହା ସଂପୂର୍ଣ୍ଣ ହୋଇନପାରିବାରୁ ପରବର୍ତ୍ତି ମୁହୂର୍ତ୍ତରେ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ […]

Read More Text.

ଆମରେଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ

ଆମରୋଲି : ମଙ୍ଗଳବାର (୨୨ ଏପ୍ରିଲ) ଗୁଜୁରାଟର ଆମରେଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ଜୀବନ ଯାଇଛି। ଡେପୁଟି ଏସପି ଚିରାଗ ଦେଶାଇ ଏହାକୁ ନିଶ୍ଚିତ କରିଛନ୍ତି। ଦେଶାଇ କହିଛନ୍ତି ଯେ ଭିଜନ୍ ଫ୍ଲାଇଂ ଇନଷ୍ଟିଚ୍ୟୁଟର ଏକ ତାଲିମ ବିମାନ ଆମରେଲିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଶାସ୍ତ୍ରୀ ନଗର ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନିତେକ ମହାଜନ ବିମାନଟି ଉଡ଼ାଉଥିଲେ। ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ଅଧିକାରୀ ଏଚ୍ […]

Read More Text.

ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗକାରୀଙ୍କୁ  ଦହି ସରବତ ବଣ୍ଟନ

ବାରିପଦା- ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ରେ ସମସ୍ତେ ଛଟପଟ ।ପାଣି ଟୋପେ ପାଇଁ ଡହଳ ବିକଳ । ଏପ୍ରିଲ ମାସ ଦ୍ଵିତୀୟ ସୋମବାର ଦିନ  ବାମନଘାଟି ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଥିଲା ।ଏହି ଜନଶୁଣାଣୀରେ ଵାମନଘାଟୀ ଉପଖଣ୍ଡର ୭ ଟି ବ୍ଳକ ପୌରାଞ୍ଚଳର ବସବାସ କରୁଥିବା ଲୋକେ କିଏ ବ୍ୟକ୍ତିଗତ କିଏ ସାମୁହିକ ସମସ୍ୟା ନେଇ ସୁଦୂର ଦୂରାନ୍ତରୁ ଖରା,ବର୍ଷା,କାଳବୈଶାଖୀ କୁ ଖାତିର ନ କରି ନିଜର‌ ମସ୍ଯାନେଇ  ଛୁଟି ଆସିଥିଲେ ଉପଜିଲ୍ଲାପାଳଙ୍କ […]

Read More Text.

ସଂସଦ ହିଁ ସୁପ୍ରିମ୍ ! ନିଜ କଥା ଦୋହରାଇଲେ ଧନଖଡ଼

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ପୁଣି ଥରେ ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକାର ଅଧିକାର କ୍ଷେତ୍ର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ସେ ମଙ୍ଗଳବାର ଦିନ କହିଛନ୍ତି ଯେ ସମ୍ବିଧାନର ମୌଳିକ ଭାବନାର ‘ସର୍ବୋଚ୍ଚ ରକ୍ଷକ’ ହେଉଛନ୍ତି ନିର୍ବାଚିତ ଜନପ୍ରତିନିଧି ଏବଂ କେହି ସଂସଦଠାରୁ ଉପରେ ନୁହଁନ୍ତି। ଏହା ସହିତ, ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଯେତେବେଳେ କୌଣସି ସାମ୍ବିଧାନିକ ଅଧିକାରୀ କିଛି କୁହନ୍ତି, ତାହା ଦେଶର ସର୍ବୋଚ୍ଚ ସ୍ୱାର୍ଥକୁ ଧ୍ୟାନରେ ରଖି […]

Read More Text.

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ ଓଡ଼ିଶା ମହିଳା ଆଇନଜୀବୀ ସଙ୍ଘ ପକ୍ଷରୁ ବରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି 

ବାରିପଦା-  ବରପୁତ୍ର ଙ୍କ ପାଇଁ ଦିନ ଟିଏ l ବନ୍ଦେ ବରପୁତ୍ରମ କାର୍ଯ୍ୟକ୍ରମ ରେ ଓଡ଼ିଶା ମହିଳା ଆଇନଜୀବୀ ସଙ୍ଘ ଓ ବାରିପଦା ର ସମସ୍ତ ମହିଳା ଆଇନଜୀବୀ ଙ୍କ ମିଳିତ ଆନୁକୂଲ୍ୟରେ ସଂଘର କେନ୍ଦ୍ରୀୟ ଉପ ସଭାପତି ବରିଷ୍ଠ ଆଇନ ଜୀବି ସୁଜାତା ମିଶ୍ର ଙ୍କ ନେତୃତ୍ୱ ରେ ଏପ୍ରିଲ୍ ୨୧ରେ ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳିତ ହୋଇଛି l ବାରିପଦା କୋର୍ଟ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ […]

Read More Text.