ପହଲଗାମ ଆକ୍ରମଣରେ ସାମିଲ ଜଣେ ଆତଙ୍କୀ ଘରେ ବୁଲିଲା ବୁଲଡୋଜର

ନୂଆଦିଲ୍ଲୀ : ପହଲଗାମ ଆକ୍ରମଣରେ ସାମିଲ ସ୍ଥାନୀୟ ଆତଙ୍କୀ ଆଦିଲ ହୁସୈନ ଥୋକରର ଅନନ୍ତନାଗ ଜିଲାର ବିଜହେରା ଅଞ୍ଚଳରେ ସ୍ଥିତ ଘରକୁ ସୁରକ୍ଷାବଳ ବୋମାରେ ଉଡାଇ ଦେଇଛନ୍ତି । ଆଦିଲ ଥୋକ ଓରଫ ଆଦିଲ ଗୁରୀ ରୂପେ ପରିଚୟ ମିଳିଛି । ପହଲଗାମର ବୈସରନ ଘାଟୀରେ ୨୨ ଏପ୍ରିଲରେ ହୋଇଥିବା ଆକ୍ରମଣ ଯୋଜନା କରିବା ଏବଂ ଏହାକୁ କାର୍ଯ୍ୟାକାରୀ କରିବାରେ ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ  ଆଦିଲ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଥିଲା । ଶୁକ୍ରବାର ସକାଳେ ବୋମାମାଡ […]

Read More Text.

ରାଉରକେଲାରେ ପୋଲିସ ଏନକାଉଣ୍ଟର

ରାଉରକେଲା: ରାଉରକେଲାରେ ଏନକାଉଣ୍ଟର। ଗୁରୁବାର ରାତି ୧୦ଟାରେ ଲୁଟ୍‌ କରିବାକୁ ଆସି ହୋଟେଲ ମାଲିକଙ୍କୁ ଗୁଳି ମାଡ଼ କଲେ ୮ ଦୁର୍ବୃତ୍ତ। ହୋଟେଲ ମାଲିକ ଗଙ୍ଗେ ଓରାମଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁ ତଳକୁ ବାଜିଛି ଗୁଳି। ଘଟଣା ଘଟିବାର ୪ ଘଣ୍ଟା ମଧ୍ୟରେ ଡବଲ ଏନକାଉଣ୍ଟର୍‌ କରିଛି ପୋଲିସ। ଏଥିରେ ଦୁଇ ଜଣ ଦୁର୍ବୃତ୍ତଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଜଣକୁ ପୋଲିସ ଅଟକ ରଖିଛି। ହେଲେ ଆଉ ୫ ଜଣ ଫେରାର ହୋଇ ଯାଇଛନ୍ତି। ଦୁଇ […]

Read More Text.

ନିୟନ୍ତ୍ରଣ ରେଖାରେ ଗୁଳିମାଡ କଲା ପାକିସ୍ତାନ, ଭାରତ ଦେଲା କଡା ଜବାବ

ନୂଆଦିଲ୍ଲୀ : ନିୟନ୍ତ୍ରଣ ରେଖାରେ କିଛି ସ୍ଥାନୀରେ ପାକିସ୍ତାନୀ ସେନା ତରଫରୁ ଫାୟାରିଂ କରାଯାଇଛି । ଭାରତୀୟ ସେନା ଅଧିକାରୀ ସୂଚନା ଦେଇଛନ୍ତି କି ଏହାର କଡା ଜବାବ ଦିଆଯାଇଛି । ସେନାର ସୂଚନା ଅନୁସାରେ ଭାରତୀୟ ସେନା ଗୁରୁବାର ରାତିରେ ଜମ୍ମୁ କଶ୍ମୀରରେ ନିୟନ୍ତ୍ରଣ ରେଖାରେ କିଛି ସ୍ଥାନରେ ପାକିସ୍ତାନୀ ସେନାର ଗୁଳିମାଡର ଜବାବ ଗୁଳିମାଡରେ ଦେଇଛି ।

Read More Text.

ଡେଲାଙ୍ଗରେ ନକଲି ଟଙ୍କା କାରବାର, ୩ ଅଟକ

ପୁରୀ : ୫୦ ହଜାର ଟଙ୍କା ଦିଅ ୩ ଲକ୍ଷ ଟଙ୍କା ନିଅ । ଗାଁରେ ପଶି ଟଙ୍କା କାରବାର ବେଳେ ଘେରିଲେ ଗାଁ ଲୋକ । ନକଲି ଟଙ୍କା କାରବାର ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପୋଲିସ ଜିମା ଦେଲେ ଗ୍ରାମବାସୀ । ପୁରୀ ଜିଲ୍ଲା ଡେଲାଙ୍ଗ ସାଧପଡା ଗାଁରେ ଘଟିଛି ଏଭଳି ଘଟଣା । ଡେଲାଙ୍ଗ ପୋଲିସ ଗାଁରେ ପହଞ୍ଚି ଡକାୟତଙ୍କୁ କାବୁ କରିଛନ୍ତି । ଏହାସହ ସେମାନଙ୍କ ନିକଟରୁ ଟଙ୍କା ଗଣତି ମେସିନ […]

Read More Text.

ସୁଲଭ ଆବାସ ହେଉଛି ବସ୍ତିମୁକ୍ତ ସହରର ଚାବିକାଠି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ଵର : ବସ୍ତି ଉଚ୍ଛେଦ ଓ ସମସ୍ତ ନାଗରିକଙ୍କ ପାଇଁ ସମ୍ମାନଜନକ ଜୀବନଯାପନ ସୁନିଶ୍ଚିତ କରିବାରେ ସୁଲଭ ଆବାସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁତ୍ବାରୋପ କରିଛନ୍ତି । କ୍ରେଡାଇ ଓଡ଼ିଶା ପକ୍ଷରୁ ଆୟୋଜିତ ଏକ ପ୍ରମୁଖ ରିଅଲ ଇଷ୍ଟେଟ୍ ଓ ହାଉସିଂ ଏକ୍ସପୋର ଉଦଘାଟନ ଅବସରରେ ମନ୍ତ୍ରୀ ବସ୍ତିବାସିନ୍ଦାଙ୍କ ପାଇଁ ଆବାସକୁ ଅଧିକ ସୁଲଭ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ସକ୍ରିୟ ପଦକ୍ଷେପ […]

Read More Text.

ପୂରଣ ହେବ ୩୨ ହଜାର ପୁଲିସ ପଦବି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି, ଓଡିଶାର ପୁଲିସ ବାହିନୀକୁ ଦକ୍ଷ ଓ ଶୃଙ୍ଖଳିତ କରି ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟ ପୁଲିସ ବାହିନୀରେ ପ୍ରାୟ ୧୬ ହଜାର ପଦବି ଖାଲି ଥିବାବେଳେ, ଆହୁରି ୧୬,୦୫୯ଟି ନୂଆ ପଦବି ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏସବୁ ପଦବି ପୂରଣ ହେବା ପରେ ରାଜ୍ୟର ଜନସଂଖ୍ୟା ଅନୁପାତରେ ପୁଲିସର ନିୟୋଜନ ଯଥେଷ୍ଟ ବୃଦ୍ଧି ପାଇବ। ଏହାସହିତ […]

Read More Text.

ଅବୁ ମୁଶା ପହଲଗାଓଁ ଆକ୍ରମଣର ମାଷ୍ଟର ମାଇଣ୍ଡ !

ଶ୍ରୀନଗର : ଲସ୍କର-ଇ-ତୋଇବା କମାଣ୍ଡର ଅବୁ ମୁଶା ପହଲଗାଓଁ ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲି କୁହାଯାଇଛି। ଚଳିତମାସ ୧୮ରେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ର ରାୱଲକୋଟ୍‌ରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ଅବୁ ଏହି ଆକ୍ରମଣ ସମ୍ପର୍କରେ ପ୍ରାକ୍‌ ସୂଚନା ଦେଇଥିଲା। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରାଯାଇଥିବାରୁ ଆତଙ୍କବାଦୀ ଆକ୍ରମଣ ଜରିଆରେ ଏହି ଅଞ୍ଚଳର ଭୌଗୋଳିକ ସ୍ଥିତିକୁ ସମ୍ପୂର୍ଣ୍ଣ ବଦଳାଇ ଦିଆଯିବ ବୋଲି ଅବୁ ସେତେବେଳେ ଧମକ ଦେଇଥିଲା। ଭାରତ ସରକାରଙ୍କୁ ଚାଲେଞ୍ଜ ଦେଇ […]

Read More Text.

ନୌସେନା ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି: ୩ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା: ଭାରତୀୟ ନୌସେନାର ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ଜଣାପଡ଼ିଛି। ଅଗ୍ନିବୀର ପରୀକ୍ଷାରେ ପାସ୍ କରାଇ ଦେବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଭୂଷଣ, ସତ୍ୟମ ଚହର ଓ ବିନୟ କୁମାର ରାୟ। ଖୋର୍ଦ୍ଧା ପୁଲିସ ଏମାନଙ୍କର ଠାରୁ ୪ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। […]

Read More Text.

ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେତାବନୀ ପରେ ଆକ୍ସନ ମୁଡ୍ ରେ ଭାରତୀୟ ସେନା । ସମୁଦ୍ରରେ ନୌସେନାର ଜୋରଦାର୍ ପ୍ରସ୍ତୁତି। INS ସୁରତରୁ ଅତ୍ୟାଧୁନିକ  ବିଧ୍ୱଂସକାରୀ କ୍ଷେପଣାସ୍ତ୍ର ପରୀକ୍ଷା କଲା ଭାରତୀୟ ନୌସେନା।

Read More Text.

ଆକ୍ସନ ମୁଡ଼ରେ ଭାରତ : ରାଷ୍ଟ୍ରପତିଙ୍କୁ ଭେଟିଲେ ଶାହ ଓ ଜୟଶଙ୍କର

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ଭେଟିଲେ ଶାହ । ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଷ୍ଟ୍ରପତିଙ୍କୁ ଭେଟିଲେ ବି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ସର୍ବଦଳୀୟ ବୈଠକ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟି ପହଲଗାମ୍ ହମଲା ବାବଦରେ ଅବଗତ କଲେ ଦୁଇ ମନ୍ତ୍ରୀ । ତେବେ ଦୁଇ ମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ହଠାତ୍ ଭେଟିବାକୁ ନେଇ ଅନେକ କଳ୍ପନା ଜଳ୍ପନା କରାଯାଉଛି । ଆଗକୁ ପାକିସ୍ତାନ ବିରୋଧରେ ଏବଂ ଆତଙ୍କବାଦ […]

Read More Text.