Category: Odia
ଖବର ପ୍ରକାଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ, ଦିନକୁ ଦିନ ବିଗିଡ଼ି ଚାଲିଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ
ଆଗରପଡ଼ା :ରାସ୍ତା ସମସ୍ୟାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଗତ ଜୁନମାସରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଗୋହିରା ଗାଁକୁ ସଂଯୋଗ କରୁଥିବା ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବର୍ଷାଋତୁ ଚାଲୁଥିବାରୁ ରାସ୍ତାକୁ ସମତୁଲ କରାଯାଇ କିଛି ବାଟ କଂକ୍ରିଟ କରାଯାଇଥିଲା ଓ ବାକି କିଛି ବାଟରେ ବଜୁରୀ ଗୁଣ୍ଡ ବିଛାଯାଇ ତାଉପରେ ଡ଼ଷ୍ଟ ବିଛା ଯାଇ ଗମନାଗମନ ଉପଯୋଗୀ କରାଯାଇଥିଲା ଓ ଆଗାମୀ […]
Read More Text.ଶ୍ରୀମାଙ୍କ ଦର୍ଶନ ଦିବସ ପାଳିତ
ଆଗରପଡ଼ା :ଆଗରପଡ଼ା ସ୍ଥିତ ଶ୍ରୀଅରବିନ୍ଦ ସାଧନାପୀଠ ଟ୍ରଷ୍ଟ ପରିସରରେ ଶ୍ରୀମାଙ୍କ ଦର୍ଶନ ଦିବସ ପାଳିତ ହୋଇଯାଇଛି । ଦିବ୍ୟଜନନୀ ଶ୍ରୀମାଙ୍କର ସ୍ଥାୟୀ ପ୍ରତ୍ୟାବର୍ତ୍ତର ଦିବସ ରୂପେ ଆଜିର ଦିବସ ବିଶେଷ ଗୁରୁତ୍ୱ ବହନ କରିଥାଏ । ଶ୍ରୀମାଙ୍କ ଏହି ପ୍ରତ୍ୟାବର୍ତ୍ତନର ଏକ ବିଶେଷ ତାତ୍ପର୍ଯ୍ୟ ହେଲା “ମୋର ଭାରତକୁ ସ୍ଥାୟୀ ଭାବରେ ପ୍ରତ୍ୟାବର୍ତ୍ତନ ଅର୍ଥ,ବିରୋଧୀ ଶକ୍ତି ଉପରେ ନିଶ୍ଛିତ ବିଜୟର ବାସ୍ତବ ସଙ୍କେତ”ା ଏହି ଦିବସ ଉପଲକ୍ଷେ ଟ୍ରଷ୍ଟ ପରିସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥ୍ôଲା […]
Read More Text.ବାରିପଦା ଠାରେ ଜାତୀୟ ପଂଚାୟତିରାଜ ଦିବସ ପାଳିତ
ବାରିପଦା: ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଆଜି ପୁରୀର ତାଳବଣିଆ ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଜାତୀୟ ପଂଚାୟତିରାଜ ଦିବସ ପାଳନ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି। ଏହି ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଇ- ପଂଚାୟତ ସଭା (ପଂଚାୟତ ସମିତି) ପୋର୍ଟାଲ, ପି ଏମ ଏସ ପୋର୍ଟାଲ, ପଂଚାୟତ ମନିଟରିଙ୍ଗ ସିଷ୍ଟମ ପୋର୍ଟାଲ […]
Read More Text.ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ
ବାରିପଦା: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ରେ ଥିବା ଶାସନ ସଚିବ, ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସୁରେଶ କୁମାର ବଶିଷ୍ଠ ମୟୁରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି ଆଜି ସକାଳେ କ୍ଷେତ୍ର ପରିଦର୍ଶନରେ ବିଭିନ୍ନ ସ୍ଥାନକୁ ଯାଇ ଜିଲ୍ଲାର ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା ସରକାରୀ ଯୋଜନାର ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଗୁଡିକର ଅଗ୍ରଗତି ଏବଂ ସମୀକ୍ଷା […]
Read More Text.ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଜାତୀୟ ଆଲୋଚନାଚକ୍ର
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । “ଉତ୍ତର ଓଡ଼ିଶା ଜନଜାତିଙ୍କ ସାମାଜିକ-ଅର୍ଥନୈତିକ ଏବଂ ସାଂସ୍କୃତିକ ରୂପରେଖ: ଯୁଗ ଯୁଗ ଧରି ପରିବର୍ତ୍ତନ” ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଉତ୍ତର ଓଡ଼ିଶାର ସ୍ଥାନୀୟ ଜନଜାତି […]
Read More Text.