Photo for the news of pratisthadivas

ବନ୍ତରେ ବିଜେଡିର ପ୍ରତିଷ୍ଠା ଦିବସ

ନବୀନଙ୍କ ଉପରେ ଆସ୍ଥା ରଖିବାକୁ ଆହ୍ୱାନ ଆଗରପଡ଼ା: ଶୁକ୍ରବାର ଅପରାହ୍ନରେ ବନ୍ତ ଡ଼ିଗିଆଡ଼ି ଠାରେ ବିଜୁ ଜନତା ଦଳ ପକ୍ଷରୁ ୨୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । ଏହି ଅବସରରେ ବନ୍ତ ବ୍ଲକ୍ ବିଜେଡି କର୍ମୀ ଓ ନେତା ମାନେ ବନ୍ତରେ ଏକତ୍ରୀତ ହୋଇ ଏକ ବିରାଟ ପଟୁଆରରେ ବିଜୁ କଲ୍ୟାଣମଣ୍ଡପ ସ୍ଥିତ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ôଚ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଡ଼ିଗିଆଡ଼ି ଠାରେ ସାଧାରଣ ସଭାର ବନ୍ଦୋବସ୍ଥ କରା […]

Read More Text.
Ata 750x430

ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ଯୋଜନା, ମାତ୍ର ୫ ଟଙ୍କାରେ ମିଳିବ ପେଟ ଫୁଲ୍ ଖାଦ୍ୟ

ନୂଆଦିଲ୍ଲୀ: ମାତ୍ର ୫ ଟଙ୍କାରେ ପେଟ ଫୁଲ୍ ଖାଇବା ପାଇବା କୁ ଚାହୁଁଛନ୍ତି କି? ତା ପୁଣି ବିଭିନ୍ନ ରକମର ସୁସ୍ବାଦୁ ଖାଦ୍ୟ । ତେବେ ଜାଣି ରଖନ୍ତୁ କେଉଁଠି କେଉଁଠି ଏହି ସୁବିଧା ଉପଲବ୍ଧ… ଦିଲ୍ଲୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ‘ଅଟଳ କ୍ୟାଣ୍ଟିନ୍’ ଯୋଜନାର ଆରମ୍ଭ କରିଛନ୍ତି।ଏହି ଯୋଜନା ଅନୁଯାୟୀ ସହରରେ ୧୦୦ ସ୍ଥାନରେ ୫ ଟଙ୍କାରେ ଏକ ପ୍ଲେଟ୍ ଖାଦ୍ୟ ମିଳିବ। ପ୍ରତ୍ୟେକ କ୍ୟାଣ୍ଟିନ୍‌ରେ ପ୍ରାୟ […]

Read More Text.
Screenshot 2025 12 26 081312 750x430

ଆଜିଠୁ ବର୍ଦ୍ଧିତ ରେଳଭଡା ଲାଗୁ କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ। ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା ବଢିବ ନାହିଁ। ସାଧାରଣ ବର୍ଗରେ ୧ ଓ ଏସି/ନନ୍‌ ଏସିରେ ୨ ପଇସା ବୃଦ୍ଧି କଲା ରେଲୱେ। ୨୧ ତାରିଖରେ ଭଡା ବୃଦ୍ଧି ନେଇ ଘୋଷଣା କରାଯାଇଥିଲା। ରେଳବାଇ ସାଧାରଣ ଠାରୁ ଆରମ୍ଭ କରି ଏସି ପର୍ଯ୍ୟନ୍ତ ସମସ୍ତ ବର୍ଗରେ ଭଡା ବୃଦ୍ଧି କରିଛି। ଏହି ବୃଦ୍ଧି ଡିସେମ୍ବର ଆଜିଠାରୁ (୨୬ ତାରିଖ) ଲାଗୁ ହୋଇଛି। ଭାରତୀୟ ରେଳବାଇ ଅନୁସାରେ […]

Read More Text.
4 20 e1766765646802 289x300

୨୦ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କୁନି କୁନି ପ୍ରତିଭାବାନ ପିଲାଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୨୦ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପାଳିତ ହୋଇଯାଇଛି ବୀର ବାଲ୍ ଦିବସ । ଏହି ଅବସରରେ ଅନେକ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଭାବାନ୍ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ଦିଆଯାଇଛି […]

Read More Text.
Canada universities 1068x601

କାନାଡାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା

କାନାଡା: କାନାଡା ଟୋରଣ୍ଟୋ ସ୍କାରବୋରୋ ବିଶ୍ୱବିଦ୍ୟାଳୟରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପୀଡ଼ିତ ଜଣଙ୍କ ହେଉଛନ୍ତି ୨୦ବର୍ଷୀୟ ଡକ୍ଟରେଟ୍ ଛାତ୍ର “ଶିବାଙ୍କ ଅବସ୍ଥି” । ପୁଲିସ ଘଟଣାରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ କରୁଛି । କାନାଡିୟ ଗଣମାଧ୍ୟମ ଅନୁସାରେ ଗତ ମଙ୍ଗଳବାର ଏହି ଗୁଳିକାଣ୍ଡ ଘଟିଥିଲା ​। ବୁଧବାର ଟୋରଣ୍ଟୋ ପୁଲିସ ପୀଡିତ ଶିବାଙ୍କ ଅବସ୍ଥିଙ୍କୁ  ଚିହ୍ନଟ କରି ତଦନ୍ତ ଆରମ୍ଭ କରିଛି । କାନାଡିୟ ପୁଲିସ ସୂଚନା […]

Read More Text.
Nnqp30eo imran khan bushra bibi 625x300 01 february 24 1068x657

ଜେଲରେ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କୁ ନିର୍ଯାତନା !

କରାଚି: ପାକିସ୍ତାନର ଆଦିଆଲା ଜେଲରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶରା ବିବିଙ୍କୁ ଏକ ଛୋଟ ଝରକା ବିହୀନ କୋଠରୀରେ ରଖାଯାଇଛି । ଯାହା ଅତ୍ୟନ୍ତ ମଇଳା, ଅତ୍ୟଧିକ ଗରମ ଏବଂ କୀଟପତଙ୍ଗ ଏବଂ ମୂଷାଙ୍କ ପ୍ରର୍ଦୁଭାବରେ ପରିପୂର୍ଣ୍ଣ ବୋଲି ଜଣାପଡିଛି। ନିୟମିତ ବିଦ୍ୟୁତ୍ ବିଭ୍ରାଟ କୋଠରୀରେ ଅନ୍ଧାର ଘେରି ରହିଛି। ତାଙ୍କୁ ଦୂଷିତ ପାନୀୟ ଜଳ ଏବଂ ଲଙ୍କା ମିଶ୍ରିତ ଖାଦ୍ୟ ଦିଆଯାଉଛି। ଅସୀମ ମୁନିରଙ୍କ ନିର୍ଦ୍ଦେଶରେ ତାଙ୍କୁ ନିର୍ଯାତନା ଦିଆଯାଉଛି। ଜାତିସଂଘ ରିପୋର୍ଟ ପ୍ରକାଶ […]

Read More Text.
Jaipur violence 1766724972 1068x601

ରାଜସ୍ଥାନରେ ମସଜିଦ ନିକଟରେ ହିଂସା, ଇଣ୍ଟରନେଟ୍ ବନ୍ଦ

ରାଜସ୍ଥାନ: ରାଜସ୍ଥାନର ଜୟପୁର ନିକଟରେ ଏକ ମସଜିଦ ନିକଟରେ ହିଂସା ଦେଖିବାକୁ ମିଳିଛି । ଜବରଦଖଲ ଉଚ୍ଛେଦ ସମୟରେ ପୁଲିସ ଉପରକୁ ପଥର ମାଡ଼ ହୋଇଛି । ଶାନ୍ତି ଫେରାଇବାକୁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ । ସୂଚନା ଅନୁଯାୟୀ ଜଯପୁର ନିକଟସ୍ଥ ଚୋମୁ ସହର କଲନ୍ଦରୀ ମସଜିଦ ନିକଟରେ ଘଟିଛି । ଘଟଣା ସ୍ଥଳରେ କିଛି ଦିନ ଧରି ଜବରଦଖଲକୁ ନେଇ ବିବାଦ ଚାଲିଥିଲା । ଆଜି ସକଳ ପ୍ରାୟ ୩ଟା ସମୟରେ ପୁଲିସ ଜବରଦଖଲ […]

Read More Text.
Henley passport index 2025 india ranks 85th as singapore tops the list again 1068x601

ନୂଆବର୍ଷ ପୂର୍ବରୁ ୮୫ତମ ସ୍ଥାନକୁ ଖସିଲା ଭାରତୀୟ ପାସପୋର୍ଟ

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଭାରତୀୟ ପାସପୋର୍ଟ ଏକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏବେ ଭାରତୀୟ ପାସପୋର୍ଟ ବିଶ୍ୱ ରାଙ୍କିଙ୍ଗରେ ୮୫ତମ ସ୍ଥାନକୁ ଖସିଯାଇଛି। ପୂର୍ବରୁ ଏହାର ସ୍ଥାନ ୮୦ ଥିଲା। ଭାରତ ସହିତ ଆମେରିକା ମଧ୍ୟ ଏକ  ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ହେନଲି ପାସପୋର୍ଟ ସୂଚକାଙ୍କ ୨୦୨୫ ଏକ ନୂତନ ତାଲିକା ପ୍ରକାଶ କରିଛି। ଏଥିରେ ଆମେରିକୀୟ ପାସପୋର୍ଟ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଏବେ ଆମେରିକୀୟ ପାସପୋର୍ଟ ୧୨ତମ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ଏହାର ସ୍ଥାନ […]

Read More Text.
Trump 4

ଟାର୍ଗେଟ କିଲିଂ ବନ୍ଦ କରିବାକୁ ISISକୁ ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା : ଆଇଏସଆଇଏସ ଆତଙ୍କବାଦୀ ଆଡା ଉପରେ ଆମେରିକାର ପ୍ରଚଣ୍ଡ ଆକ୍ରମଣ । ଉତ୍ତର ନାଇଜେରିଆରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି ଆମେରିକା । ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ଅତି ଘାତକ ଆକ୍ରମଣ ବୋଲି ଟ୍ରମ୍ପ କହିଛନ୍ତି । ନିରୀହ ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଥିବାରୁ ଆମେରିକା ଏହି ଆକ୍ରମଣ କରିଛି । ଟ୍ରମ୍ପ କହିଛନ୍ତି ପୂର୍ବରୁ ଆତଙ୍କବାଦୀଙ୍କୁ ସେ ଚେତାବନୀ ଦେଇଥିଲେ । ଟାର୍ଗେଟ କିଲିଂ ବନ୍ଦ ନକଲେ ଆକ୍ରମଣ ହେବ […]

Read More Text.
Osstet exam

ଜାନୁୟାରୀ ୨୧ରେ ହେବ ଓଏସଏସଟିଇଟି-୨୦୨୫

ଭୁବନେଶ୍ବର: ଆସନ୍ତା ଜାନୁୟାରୀ ୨୧ ତାରିଖରେ ଅନୁଷ୍ଠିତ ହେବ ଓଡ଼ିଶା ମଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଏସଏସଟିଇଟି)। ଦୁଇଟି ସିଟିଂ​‌ରେ ଏହି ପରୀକ୍ଷା ହେବ। ଗୋଟିଏ ସିଟିଂରେ ପେପର-୧ ଏବଂ ୨ୟ ସିଟିଂରେ ପେପର-୨ ପରୀକ୍ଷା ହେବ। ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ରେ ଶେଷ ହେବ। ଜାନୁୟାରୀ ୧୦ରୁ ୱେବସାଇଟ(bseodisha.ac.in)ରୁ ଆଡମିଟ୍‌ କାର୍ଡ ଡାଉନଲୋଡ କରିହେବ।

Read More Text.