ଭୁବନେଶ୍ୱରରେ ‘ରସକଲ୍ଲୋଳ’ ସ୍ରଷ୍ଟା ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
ଭୁବନେଶ୍ବର : ଓଡ଼ିଆ ସାହିତ୍ୟର କାଳଜୟୀ କାବ୍ୟ ‘ରସକଲ୍ଲୋଳ’ର ଅମର ସ୍ରଷ୍ଟା ଭକ୍ତକବି ଦୀନକୃଷ୍ଣ ଦାସଙ୍କ ପବିତ୍ର ଜୟନ୍ତୀ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଶ୍ରୀଜଗନ୍ନାଥ ଆଶ୍ରିତ ମଣ୍ଡଳୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମଟି ଗତ ୩ ତାରିଖ ଦିନ ସ୍ଥାନୀୟ ଶରଣ ଶ୍ରୀକ୍ଷେତ୍ର ପରିସରରେ ଅତ୍ୟନ୍ତ ଭକ୍ତିପୂତ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା। ଏହି ଆଲୋଚନା ସଭାରେ ବିଶିଷ୍ଟ ସମାଜସେବୀ ହରି ବନ୍ଧୁ ମଙ୍ଗରାଜ ସଭାପତିତ୍ୱ […]
Read More Text.