ଯୁବକଙ୍କୁ ପିଟି ପିଟି ହତ୍ୟା ମାମଲା : ୫ ଗିରଫ
ଭୁବନେଶ୍ୱର : ରାଜଧାନୀରେ କଙ୍ଗାରୁ କୋର୍ଟ । ମବ ଜଷ୍ଟିସର ଶିକାର ହେଲେ ଜିଆରପି କନଷ୍ଟେବଳ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଭିଙ୍ଗାରପୁର ଅଞ୍ଚଳରେ ଦୁର୍ଘଟଣାରୁ ଲଙ୍କାକାଣ୍ଡ। କଟକରେ ପ୍ରାୟ ୧୨ ବର୍ଷ ଧରି ଜିଆରପି କନଷ୍ଟେବଳ ଭାବେ କାର୍ଯ୍ୟରତ ଅଡ଼ଶପୁର ଅଞ୍ଚଳର ସୌମ୍ୟରଞ୍ଜନ ସ୍ୱାଇଁ ଏବଂ ତାଙ୍କ ସାଥୀ ଓମପ୍ରକାଶ ରାଉତ ଏକ ବାଇକରେ ଯାଉଥିବା ବେଳେ ଦୁଇଜଣ ମହିଳାଙ୍କ ସ୍କୁଟି ସହ ଧକ୍କା ହୋଇଥିଲା। ଏହି ଦୁଇ ଯୁବକ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅସଦାଚରଣ […]
Read More Text.