IMG 20260212 WA0208

ଆଦର୍ଶ ଶିକ୍ଷକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୫୦ତମ ଶ୍ରାଦ୍ଧ ବାର୍ଷିକୀ

ବାରିପଦା: ସାମ୍ବାଦିକ ହିମାଂଶୁ ଶେଖର ପ୍ରହରାଜଙ୍କ ପିତା ତଥା ଆଦର୍ଶ ଶିକ୍ଷକ ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୫୦ତମ ଶ୍ରାଦ୍ଧ ବାର୍ଷିକୀ ବିଧିବଧାନ ସହକାରେ ପାଳିତ ହୋଇଯାଇଛି। ସ୍ବର୍ଗତ ଗୋପାଳ ଚନ୍ଦ୍ର ପ୍ରହରାଜ ବାରିପଦାର ୱାଲୀଗଞ୍ଜ ଉପ୍ରା ବିଦ୍ୟାଳୟରେ ଶିକ୍ଷକତା କରୁଥିବା ସମୟରେ ୧୯୭୬ ମସିହାରେ ମାତ୍ର ୩୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଥିଲେ। ସେ ୧୮ ବର୍ଷ ବୟସରୁ ଶିକ୍ଷକତା ଜୀବନ ଆରମ୍ଭ କରି ରାଜଲୋକା ଉପ୍ରା ବିଦ୍ୟାଳୟ, ପାନ୍ଧଡା ଉପ୍ରା ବିଦ୍ୟାଳୟ ଓ […]

Read More Text.
IMG 20260212 WA0181

ବନ୍ଦ ପ୍ରଭାବ: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ

ବାରିପଦା: ଉଭୟ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର କର୍ପୋରେଟ ସ୍ୱାର୍ଥରେ ଦେଶର ସାର୍ବଜନୀନ ସମ୍ପତ୍ତି, ଅମୂଲ୍ୟ ପ୍ରାକୃତିକ ସମ୍ପଦ ଓ ଜମି ଟେକି ଦେଇ ଶ୍ରମିକ, କୃଷକ, କର୍ମଚାରୀ, ଚାଷୀ, ଗ୍ରାମୀଣ ଗରିବ ଓ ମଧ୍ୟବର୍ଗୀୟ ଜନସାଧାରଣଙ୍କ ଅଧିକାର ଛଡ଼ାଇ ନେଉଥିବାରୁ ଆଜି ଏହା ବିରୁଦ୍ଧରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ମିଳିତ ମଞ୍ଚ, ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ସ୍ୱାଧୀନ ଫେଡେରେସନ ସମୂହଙ୍କ ପକ୍ଷରୁ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ରଦ୍ଦ କରିବା, ଏମ୍ […]

Read More Text.
IMG 20260211 WA0242

ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ଚମ୍ପିୟାନସିପରେ ରୁପାଲୀ ପଲେଇଙ୍କୁ ସ୍ବର୍ଣ୍ଣ

ବାରିପଦା : ଉତ୍କଳ କାରାଟେ ସ୍କୁଲ, ଭୁବନେଶ୍ୱର ପରିସରରେ ଓଡିଶା ଶକ୍ତି ଉତ୍ତୋଳନ ଏସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୩୨ ତମ ରାଜ୍ୟ ଶକ୍ତି ଉତ୍ତୋଳନ ଚମ୍ପିୟାନସିପରେ ଓଡିଶା ପୋଲିସ, ମୟୁରଭଞ୍ଜର ରୁପାଲୀ ପଲେଇ ସ୍ବର୍ଣ୍ଣ ପଦକ ହାସଲ କରି ନିଜ ବିଭାଗ ସହିତ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି I ଶାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଚିପଟଅସ୍ତିଆ ଗ୍ରାମ ନିବାସୀ ସୋମନାଥ ପଲେଇ ଓ ସେବତୀ ପଲେଇଙ୍କ ସୁପୁତ୍ରୀ ରୁପାଲୀ ପାଠ ପଢିବା ସହ ଶକ୍ତି ଉତ୍ତୋଳନ ପ୍ରତି […]

Read More Text.
IMG 20260211 WA0241

ଏମଏସସିବି ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗରେ “R ଓ DEA ମାଧ୍ୟମରେ ତଥ୍ୟ ବିଶ୍ଳେଷଣ” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବାରିପଦା : ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ  ଅର୍ଥନୀତି ବିଭାଗରେ “R ଓ DEA ମାଧ୍ୟମରେ ତଥ୍ୟ ବିଶ୍ଳେଷଣ” ବିଷୟକ ଏକ ପ୍ରାୟୋଗିକ ପ୍ରଶିକ୍ଷଣ କାର୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ର ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥି ମୁଖ୍ୟ ପୃଷ୍ଠପୋଷକ ରୂପେ ଯୋଗ ଦେଇଥିବା ବେଳେ, ପ୍ରଫେସର କମଳ ଲୋଚନ ବାରିକ ପୃଷ୍ଠପୋଷକ, ପ୍ରଫେସର ଇନ୍ଦ୍ରଜିତ ନାୟକ ସହ-ପୃଷ୍ଠପୋଷକ, ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରଫେସର ପ୍ରିୟ […]

Read More Text.
IMG 20260211 WA0214

ବାରିପଦା କଳାକାର ପରିବାରର ସାଧାରଣ ପରିଷଦ ବୈଠକ

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ବାରିପଦା କଳାକାର ପରିବାରର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି I ପରିବାରର ସଭାପତି ସନ୍ତୋଷ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଆଗାମୀ ଦିନରେ ପରିବାରର କାର୍ଯ୍ୟସୂଚୀ ଉପରେ ଆଲୋକପାତ କରିଥିଲେ I ସଭ୍ୟ ଦେୟ, ଶିଶୁ ନାଟକ ମହୋତ୍ସବ, ଆଗାମୀ ଜୁନ ମାସରେ ବାରିପଦା କଳାକାର ପରିବାର ଆନୁକୂଲ୍ୟରେ ମୟୁରଭଞ୍ଜର ୫ଟି ନାଟ୍ୟସଂସ୍ଥାକୁ ନେଇ ନାଟକ ମହୋତ୍ସବର ଆୟୋଜନ ଅବସରରେ ମାର୍ଚ୍ଚ ୧୦ […]

Read More Text.
IMG 20260211 WA0214

ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ ସମିତି ବୈଠକ.

ବାରିପଦା: ଆଜି ବେତନଟୀ ପଂଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ବିଧାୟକ, ବଡ଼ସାହି ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ ସମିତିର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ବେତନଟୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୌଶଲ୍ୟା ମାଝୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଗୌତମ କିଷାନ, ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା, ଅତିରିକ୍ତ ଜିଲ୍ଲା […]

Read More Text.
IMG 20260211 WA0240

ମୟୂରଭଞ୍ଜ ବିଜେପିର “ସମର୍ପଣ ଦିବସ” ଓ “ଭି ବି ଜୀ ରାମ୍ ଜୀ” ଜିଲ୍ଲା ସମ୍ମିଳନୀ 

ବାରିପଦା : ଭାରତୀୟ ଜନତା ପାର୍ଟି ମୟୂରଭଞ୍ଜ (ପୂର୍ବ) ଜିଲ୍ଲା ପକ୍ଷରୁ ବୁଧବାର ଦିନ ସ୍ଥାନୀୟ ସହିଦ ସ୍ମୃତି ଭବନରେ ବିଜେପିର ପୂର୍ବ ସଂସ୍କରଣ ଜନସଙ୍ଘର ଅନ୍ୟତମ ପ୍ରାଣପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସକୁ “ସମର୍ପଣ ଦିବସ” ଭାବେ ପାଳନ କରାଯିବା ସହ କେନ୍ଦ୍ର ସରକାରଙ୍କ “ଭି ବି ଜୀ ରାମ୍ ଜୀ” ଯୋଜନା ସମ୍ପର୍କିତ ଏକ ଜିଲ୍ଲା ସମ୍ମିଳନୀ ମଧ୍ୟ ଆୟୋଜିତ ହୋଇଯାଇଛି। ଏଥିରେ ବକ୍ତାମାନେ ପଣ୍ଡିତ ଦୀନଦୟାଲଙ୍କ ଜୀବନୀ ଓ ଆଦର୍ଶର […]

Read More Text.
IMG 20260209 WA0155

୧୨ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟକୁ ସଫଳ ପାଇଁ ପଥପ୍ରାନ୍ତ ସଭା

ବାରିପଦା: ଶ୍ରମିକ, କର୍ମଚାରୀ ବିରୋଧୀ ୪ ଟି ଶ୍ରମ କୋର୍ଡ ରଦ୍ଦ କରିବା, ଦରବୃଦ୍ଧି ବନ୍ଦ ରଖିବା, ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଜିଏସଟି ପ୍ରତ୍ୟାହାର, କୃଷି ଜାତ ଦ୍ରବ୍ୟ ବିକ୍ରି ପାଇଁ ଏମ୍ ଏସ ପି ର ଆଇନ୍ ଗତ ଗ୍ୟାରେଣ୍ଟି, ବିଦ୍ୟୁତ୍ ସଂଶୋଧନ ବିଲ୍ – ୨୦୨୫ ପ୍ରତ୍ୟାହାର, ଘରୋଇ ଆଣବିକ ଆଇନ୍ ରଦ୍ଦ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସରକାରୀ କ୍ଷେତ୍ରର ଘରୋଇକରଣ ବନ୍ଦ କରିବା, କମ୍ପାନୀ ସ୍ୱାର୍ଥରେ ସ୍ମାର୍ଟ ମିଟର ଲଗାଇବା […]

Read More Text.

ଡାହାଣୀ ସନ୍ଦେହରେ ନିର୍ଯାତନା ଓ ନିବାରଣ ସମ୍ପର୍କିତ ଜିଲ୍ଲାସ୍ତରୀୟ କର୍ମଶାଳା

ବାରିପଦା : ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ପ୍ରଶାସନ ଅଓନୁକୁଲ୍ୟରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଡାହାଣୀ ସନ୍ଦେହରେ ନିର‌୍ୟ୍ୟାତନା ଓ ନିବାରଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଓ ଏହି କାର‌୍ୟ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀଯୁକ୍ତ ହେମକାନ୍ତ ସଏ ଅଧକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନେତ୍ରାନନ୍ଦ ମଲ୍ଲିକ , ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାଏକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି , ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ଅନୁପମଓ ବୁରୁଡ଼ା […]

Read More Text.
IMG 20260210 WA0178

୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ

ଏପ୍ରିଲ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହତାଲିକା ଓ ଗୃହ ଗଣନା ବାରିପଦା: ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକଙ୍କ ଅଧ୍ୟକ୍ଷତାରେ ୨୦୨୭ ଜନଗଣନା ପାଇଁ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀଙ୍କ ସମୀକ୍ଷା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ବାରିପଦା ଉପଜିଲ୍ଲାପାଳ ଡ଼ ଦୟାସିନ୍ଧୁ ପରିଡା, କପ୍ତିପଦା ଉପଜିଲ୍ଲାପାଳ  ସୁଶାନ୍ତ କୁମାର ବାରିକ, ଭୁବନେଶ୍ୱର ଜନଗଣନା ନିର୍ଦେଶାଳୟର ସହକାରୀ ନିର୍ଦେଶକ […]

Read More Text.