କୁଡୁମୀ ସେନା ପକ୍ଷରୁ ଆସାମ ରେ ଅନୁଷ୍ଠିତ ତ୍ରୀ ଦିବସୀୟ କୁଡୁମୀ ସମ୍ମିଳନୀ ରେ ଯୋଗଦାନ
ବାରିପଦା – ଆସାମ ରାଜ୍ୟ ର ୧୭ ଟି ଜିଲ୍ଲା ରେ ବସବାସ କରୁଥିବା ପ୍ରାୟ ୧୫ ଲକ୍ଷ ରୁ ଉର୍ଦ୍ଧ୍ବ କୁଡ଼ୁମି ଜାତି ଭାଇଙ୍କ ସାଂସ୍କୃତିକ ତଥା ସାମାଜିକ ଅଧିକାର ପାଇଁ କୁଡୁମୀ ସେନା ଓଡ଼ିଶା ପକ୍ଷରୁ ମିଳିତ ଉଦ୍ୟମ କରାଯିବ ବୋଲି କୁଡୁମୀ ସେନା ପ୍ରତିଷ୍ଠାତା ସଭାପତି ଶ୍ରୀ ଜୈମୁନି କୁମାର ମହାନ୍ତ କହିଛନ୍ତି | ଆସାମ କୁଡୁମୀ ସମାଜର ତ୍ରୀ ଦିବସୀୟ (୩୧ଜାନୁୟାରୀ ରୁ ୦୨ ଫେବୃୟାରୀ)୨୨ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି […]
Read More Text.