ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍: ଯୁବତୀଙ୍କଠାରୁ ୩ ଲକ୍ଷ ଠକେଇ ଅଭିଯୋଗ
ଭୁବନେଶ୍ୱର: ଅଭିନବ ଉପାୟରେ ସାଇବର ଠକେଇ । ମାଟ୍ରିମୋନି ସାଇଟରେ ମିଛ ପ୍ରୋଫାଇଲ କରି ଲୁଟ୍ । ସୁନ୍ଦରୀ ଝିଅଙ୍କୁ ମାରୁଥିଲେ ଚୁନା । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ମାଟ୍ରିମୋନିଆଲ ସାଇଟ୍ ରେ ଯୁବକ ଖୋଜୁଥିବା ଯୁବତୀମାନେ ହୋଇଯାଆନ୍ତୁ ସାବଧାନ୍ । ସୁନ୍ଦର ସୁନ୍ଦର ଫଟୋ ଦେଖି ଜମାରୁ କରନ୍ତୁ ନାହିଁ ଚାଟିଂ । ମିଠା ମିଠା କଥାରେ ଅଜଣା ଯୁବକଙ୍କୁ ଆଦୌ କରନ୍ତୁ ନାହିଁ ବିଶ୍ୱାସ । ସାତ ଜନ୍ମର ସାଥୀ ହେବାକୁ […]
Read More Text.