ସିପିଆଇ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଇଛାଘୁଟୁ ଏବଂ ବଦସାଦମା ଶାଖା ସମ୍ମିଳନୀ ଅନୁଷ୍ଠିତ
ବାରିପଦା – ସିପିଆଇ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଈଛାଘୁଟୁ ଏବଂ ବଡ଼ସାଦମା ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି l ସାଥୀ ସୁରେଇ ହାଂସଦାଙ୍କ ସଭାପତିତ୍ବରେ ଇଚ୍ଛାଘୁଟୁ ଠାରେ ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ସାଥୀ ରାମାଇ ସୋରେନ ପତାକା ଉତ୍ତୋଳନ କରି ଥିଲେ। ସିପିଆଇ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ସମ୍ମିଳନୀକୁ ଉଦଘାଟନ କରି କମ୍ୟୁନିଷ୍ଟ ପାର୍ଟିର ନୀତି, ଆଦର୍ଶ, ପ୍ରତିବଦ୍ଧତା କୁ ବଜାୟ ରଖିବାକୁ ଉଦ୍ୟମ କଲେ ଶ୍ରମିକ, କୃଷକ, ନିମ୍ନ ମଧ୍ୟବିତ୍ତ,ସକଳ […]
Read More Text.