କିତାବେଡା ଗ୍ରାମରେ ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା
ବିଶୋଇ ପୋଲିସ ସଫଳତା, ସନ୍ଦେହରେ ଯୁବକକୁ ଅଟକ ଓ ତଦନ୍ତ ଜାରି ବାରିପଦା: ସ୍ବାଧୀନତାର ଦିର୍ଘ ବର୍ଷ ଅତିକ୍ରାନ୍ତେ ଅନ୍ଧବିଶ୍ୱାସର ଆସ୍ଥା ମନୁଷ୍ୟ ସମାଜରୁ ଲିଭି ନାହିଁ ।ଅନ୍ଧ ବିଶ୍ବାସର କୁ ପରିଣତି ନେଇ ଵିଶେଷତଃ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ନାରକୀୟ କାଣ୍ଡ,ବିଭତ୍ସ ହତ୍ୟାକାଣ୍ଡ, ମହିଳା ହତ୍ୟାକାଣ୍ଡ ଘଟୁଛି।ବହୁ ପରିବାର ଧ୍ବଂସ ହୋଇ ଯାଉଛି । ସରକାର ଯେତେ ସଚେତନତା ରଥ ଏବଂ ଆଇନ ଯେତେ କଠୋର ହେଲେ ମଧ୍ୟ ଲୋକେ ସଚେତନ ହେଉ ନାହାନ୍ତି […]
Read More Text.