କାନ୍ଦୁଛି ଚାଷୀ, କିଲୋ ଦୁଇ ଟଙ୍କାରେ ବିକ୍ରି ହେଉଛି ବିଲାତି

କେନ୍ଦୁଝର : କେନ୍ଦୁଝର ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ବିଲାତି ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରତ୍ୟେକ ବର୍ଷ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ ହେଁ କାୈଣସି ପ୍ରତିକାର କରାଯାଉନଥିବାରୁ ଚାଷୀ ମାନେ ଚିନ୍ତାରେ ରହିଛନ୍ତି। ବଜାରରେ ଉଚିତ ମୂଲ୍ୟ ମିଳୁନଥିବାରୁ ଜମି ବାଡିରେ ବିଲାତି ପଚୁଛି। ତୋଳିବା ପାଇଁ ପାରିଶ୍ରମିକ ମୂଲ୍ୟ ମିଳୁନଥିବାରୁ ଜମିବାଡିରେ ବିଲାତି ପଚୁଛି। ଅନ୍ୟପକ୍ଷରେ ଚାଷୀ ସକାଳୁ ସକାଳୁ ବେପାରୀଙ୍କୁ ଅପେକ୍ଷା କରି ଜମିରେ ବସିରହୁଥିବା ବେଳେ କେତେକ […]

Read More Text.

ଭୁବନେଶ୍ୱର ବିମାନବନ୍ଦରକୁ ଖୁବ୍‌ଶୀଘ୍ର ମିଳିବ ନୂତନ ଟର୍ମିନାଲ, ରହିବ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱର, ୨୦।୨: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବ୍‌ଶୀଘ୍ର ଏକ ନୂଆ ରୂପରେ ଦେଖିବାକୁ ମିଳିବ। ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ପରେ ତୃତୀୟ ଟର୍ମିନାଲ ଆରମ୍ଭ କରିବାର ଯୋଜନା ରହିଛି। ଏହି ବିକାଶ ବିମାନବନ୍ଦରର କ୍ଷମତା ଏବଂ ଦକ୍ଷତାକୁ ଯଥେଷ୍ଟ ବୃଦ୍ଧି କରିବାକୁ ପ୍ରସ୍ତୁତ, ଯାହା ବର୍ତ୍ତମାନ ଟର୍ମିନାଲ ୧ ଏବଂ ୨ ସହିତ କାର୍ୟ୍ୟ କରୁଛି। ରିପୋର୍ଟ ଅନୁଯାୟୀ, ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ଟର୍ମିନାଲ ୩ ର ନିର୍ମାଣ କାର୍ୟ୍ୟ ୩୦,୦୦୦ ବର୍ଗ […]

Read More Text.

KIIT କାଣ୍ଡ ପ୍ରତିବାଦରେ ପୋଲିସ-ବଜରଙ୍ଗ କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର,୨୦।୨: KIIT କ୍ୟାମ୍ପସ୍‌ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିିବାଦରେ KIIT ଗେଟ୍‌ ସମ୍ମୁଖରେ ଗୁରୁବାର ସନ୍ଧ୍ୟାରେ ବଜରଙ୍ଗ ଦଳର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କର୍ମୀମାନେ ‘ଛାତ୍ରୀଛାତ୍ରଙ୍କ ଉପରେ ଗୁଣ୍ଡାରାଜ ଚଳିବ ନାହିଁ’ ଲେଖାଥିବା ପ୍ଲାକାର୍ଡ ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏପରିକି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ନାରାବାଜି କରିଛନ୍ତି। ଏହି ପରିପ୍ରେକ୍ଷୀରେ ବଜରଙ୍ଗ କର୍ମୀ ଏବଂ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ସହ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ […]

Read More Text.

କିଟ୍‌ କାଣ୍ଡ: ଅଚ୍ୟୁତ ସାମନ୍ତଙ୍କୁ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୨ : କିଟ୍‌ ଛାତ୍ରୀ ଘଟଣାରେ ଗୁରୁବାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସରକାରଙ୍କ ହାଇଲେବୁଲ କମିଟି ଆଗରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ହାଜର ପାଇଁ ନିର୍ଦ୍ଦେଶ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଚିଠି ଜରିଆରେ ତାଙ୍କୁ ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟାରେ ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ, କିଟ୍‌ ବିଶ୍ୱବିଦ୍ୟାଳୟରେ ପୁରୁଷବନ୍ଧୁଙ୍କ ନିର୍ଯାତନା ସହି ନ ପାରି ଜଣେ ନେପାଳୀ ଇଞ୍ଜିନିୟରିଂ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ […]

Read More Text.

ବିଧାନସଭାରେ ସାନ୍ତାଳୀ ଭାଷାର ଶତବାର୍ଷିକୀ ପାଳନ ପାଇଁ ବିଧାୟକମାନଙ୍କ ଦାବି

ଭୁବନେଶ୍ବର: ସାନ୍ତାଳୀ ସମ୍ପ୍ରଦାୟର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ବିଜେପି ବିଧାୟକ ଭାଦବ ହାଂସଦା ଏବଂ ଜାଲେନ୍ ନାଏକ ଓଡ଼ିଶା ବିଧାନସଭାରେ ସାନ୍ତାଳୀ ଭାଷାର ଶତବାର୍ଷିକୀର ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ଆହ୍ୱାନ ଦେଇଛନ୍ତି। ୧୯୨୫ ମସିହାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ଉଦ୍ଭାବିତ ସାନ୍ତାଳୀ ଭାଷା ୨୦୨୫ ମସିହାରେ ୧୦୦ ବର୍ଷ ପୂରଣ କରିବ। ଗୁରୁବାର ବିଧାନସଭା ଅଧିବେଶନରେ, ହାଂସଦା ସାନ୍ତାଳୀ ଭାଷାର ଐତିହାସିକ ଗୁରୁତ୍ୱ ଉପରେ ଆଲୋକପାତ […]

Read More Text.

ଇ-ପରୀକ୍ଷାରେ ବିପିୟୁଟିର ରେକର୍ଡ: ୭ ଦିନରେ ଫଳାଫଳ ଘୋଷଣା

ରାଉରକେଲା: ଇ-ପରୀକ୍ଷାରେ ରେକର୍ଡ କରିଛି ବିଜୁ ପଟ୍ଟନାୟକ ଯାନ୍ତ୍ରିକ ବିଶ୍ବବିଦ୍ୟାଳୟ (ବିପିୟୁଟି)। ଓଡ଼ିଶାର ପ୍ରଥମ ଓ ଏକମାତ୍ର ଅନୁବନ୍ଧିତ ବିଶ୍ବବିଦ୍ୟାଳୟ ଭାବେ ଇ-ପରୀକ୍ଷାରେ ଏହା ସବୁଠୁ ଆଗରେ ରହିଛି। ପରୀକ୍ଷା ଶେଷ ହେବାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଫଳାଫଳ ଘୋଷଣା ସହ ୱେବ୍‌ସାଇଟ୍‌ରେ ପ୍ରୋଭିଜ୍‌ନାଲ ସାର୍ଟିଫିକେଟ୍‌ ଉପଲବ୍ଧ ହୋଇଛି। ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ କହିଛନ୍ତି, ବିଶ୍ବବିଦ୍ୟାଳୟ ଇ-ପରୀକ୍ଷା ବ୍ୟବସ୍ଥା ଗ୍ରହଣ କରିଛି। ଯେଉଁଥିରେ ପ୍ରଶ୍ନପତ୍ର ଇ-ଟ୍ରାନ୍ସମିଟ୍‌ କରାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନରେ […]

Read More Text.

ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ରାଜ୍ୟ କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ। ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଭାରୀଙ୍କୁ ସ୍ୱାଗତ କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସୁରେଶ ରାଉତରାୟ। ଏଣେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୂତନ ପ୍ରଭାରୀ ଅଜୟ କୁମାର ଲଲ୍ଲୁ କହିଛନ୍ତି ଜଗନ୍ନାଥଙ୍କ ଭୂମିକୁ ଆସି ମୁଁ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇଛି। ଓଡ଼ିଶା ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟର ପ୍ରଭାରୀ ଭାବରେ ଦାୟିତ୍ୱ ଦେଇଥିବାରୁ ମୁଁ ରାହୁଲ ଗାନ୍ଧୀ ଏବଂ ଏଆଇସିସି ସଭାପତିଙ୍କୁ ଧନ୍ୟବାଦ ଦେଉଛି। […]

Read More Text.

ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର, ସରକାରୀ ପ୍ରେସରେ ଛପାଇବା ଲାଗି କୌଣସି ପ୍ରସ୍ତାବ ନାହିଁ: ବାଣିଜ୍ୟ ମନ୍ତ୍ରୀ

ଭୁବନେଶ୍ବର: ଗୋପନୀୟତା ଓ ଆର୍ଥିକ ଦୃଷ୍ଟିରୁ ବିଚାର କରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର, ସରକାରୀ ପ୍ରେସରେ ଛପାଇବା ଲାଗି ଅପାତତଃ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ବୋଲି ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ପ୍ରଦାନ କରିଛନ୍ତି। ଓଡିଶାର ୯ଟି ସରକାରୀ ମୁଦ୍ରଣାଳୟର ଗତ ୫ଟି ଆର୍ଥିକ ବର୍ଷର ଆୟ-ବ୍ୟୟ କେତେ, ତାହାର ତଥ୍ୟ ଆର୍ଥିକ ବର୍ଷ ଓ ପ୍ରିଣ୍ଟିଂ ପ୍ରେସୱାରୀ ପ୍ରଦାନ କରିବେ କି? […]

Read More Text.

କିତାବେଡା ଗ୍ରାମରେ ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା

ବିଶୋଇ ପୋଲିସ ସଫଳତା, ସନ୍ଦେହରେ ଯୁବକକୁ ଅଟକ ଓ ତଦନ୍ତ ଜାରି ବାରିପଦା:  ସ୍ବାଧୀନତାର ଦିର୍ଘ ବର୍ଷ ଅତିକ୍ରାନ୍ତେ ଅନ୍ଧବିଶ୍ୱାସର ଆସ୍ଥା ମନୁଷ୍ୟ ସମାଜରୁ ଲିଭି ନାହିଁ ।ଅନ୍ଧ ବିଶ୍ବାସର କୁ ପରିଣତି ନେଇ ଵିଶେଷତଃ ଆଦିବାସୀ ବହୁଳ ଅଞ୍ଚଳରେ ବହୁ ନାରକୀୟ କାଣ୍ଡ,ବିଭତ୍ସ ହତ୍ୟାକାଣ୍ଡ, ମହିଳା ହତ୍ୟାକାଣ୍ଡ ଘଟୁଛି।ବହୁ ପରିବାର ଧ୍ବଂସ ହୋଇ ଯାଉଛି । ସରକାର ଯେତେ ସଚେତନତା ରଥ ଏବଂ ଆଇନ ଯେତେ କଠୋର ହେଲେ ମଧ୍ୟ ଲୋକେ ସଚେତନ ହେଉ ନାହାନ୍ତି […]

Read More Text.

କେନ୍ଦ୍ର ବଜେଟ୍ ବିରୋଧରେ ଓ ବିକଳ୍ପ ବଜେଟ୍ ପ୍ରସ୍ତାବ ନେଇ ବାମ ଦଳର ଦେଶବ୍ୟାପୀ ଅଭିଯାନ

ବାରିପଦା: କେନ୍ଦ୍ର ବଜେଟ୍ ୨୦୨୫-୨୬ ଜନସାଧାରଣଙ୍କ ଜରୁରୀ ଏବଂ ମୌଳିକ ଆବଶ୍ୟକତା ପ୍ରତି ଏକ ବିଶ୍ବାସଘାତକତା, ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ସହିତ ସଂକୁଚିତ ବଜେଟ୍। ସାଧାରଣ ମଣିଷ ପାଖରେ କ୍ରୟ ଶକ୍ତିର ଅଭାବ ହେତୁ ଅର୍ଥନୀତିରେ ଦୃଶ୍ୟମାନ ଚାହିଦା ର ସମସ୍ୟା, ବେରୋଜଗାରୀ, ମଜୁରୀ ସଙ୍କୋଚନ,କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଗ୍ରାମାଞ୍ଚଳ ବିକାଶ, ସାମାଜିକ ମଂଗଳ, ମନରେଗା ଭଳି ବିଭିନ୍ନ ସମସ୍ୟା ସମାଧାନ କରିବା ପରିବର୍ତ୍ତେ, ପୁଞ୍ଜିପତି ମାନଂକୁ ବହୁଳ ରିହାତି ମାନ ଦେବାକୁ ଉଦ୍ୟମ ହୋଇଛି […]

Read More Text.