ବାରିପଦା ମୋହରିର ସଂଘ ତରଫରୁ  ରାଜ୍ୟ ମୋହରୀର ସଙ୍ଘ ର ଉପ ସଭାପତି ଙ୍କୁ ସମ୍ବର୍ଦ୍ଧନା ଜ୍ଞପନ 

ବାରିପଦା: ବାରିପଦା ମୋହରିର ରାଜ୍ୟ ସଂଘ ଆନୁକୂଲ୍ୟରେ ଆୟୋଜିତ ସାଧାରଣ ପରିଷଦ ବୈଠକ ରେ ନିଖିଳ ଉତ୍କଳ ରାଜ୍ୟ ମୋହରିର ସଂଘ କଟକ ଠାରେ ଆୟୋଜିତ ହୋଇଥିବା ନିର୍ବାଚନ ପ୍ରକ୍ରିୟାରେ ବାରିପଦା ମୋହରୀର ସଙ୍ଘର ସାଧାରଣ ସମ୍ପାଦକ ସଂଗ୍ରାମ ଶତପଥୀ  ଦ୍ୱିତୀୟ ଥର ପାଇଁ ରାଜ୍ୟ ଉପ ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ଜିଲ୍ଲା ମୋହରୀର ସଂଘର ସଭାପତି ଶରତଚନ୍ଦ୍ର ନାୟକ ଓ ବରିଷ୍ଠ ମୋହରିର ମାନଙ୍କ ଦ୍ଵାରା ବାରିପଦା ଠାରେ ତାଙ୍କୁ ପୁଷ୍ପଗୁଛ, ମାନପତ୍ର ଏବଂ ଉତ୍ତରୀୟ […]

Read More Text.

ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ -2025 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବାରିପଦା: ମୟୁରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ -2025 ପାଳନ ନେଇ ପ୍ରଶାସନ ତରଫରୁ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ମହାତ୍ମାଗାନ୍ଧୀ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭ ରେ ଜିଲ୍ଲାପାଳ ଶ୍ରୀ ସୟ ଉପସ୍ଥିତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ସଭ୍ୟ /ସଭ୍ୟା ଓ କଳାକାର ମାନଙ୍କୁ ସ୍ୱାଗତ ଜଣାଇ ମୟୁରଭଞ୍ଜ ର ପ୍ରସିଦ୍ଧ ଚୈତ୍ର ପର୍ବ ତଥା ଛଉ ନୃତ୍ୟ […]

Read More Text.

ବିବେକାନନ୍ଦ ଶିକ୍ଷାକେନ୍ଦ୍ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା

ଆଗରପଡ଼ା :ବନ୍ତ ବ୍ଲକ ରାମକୃଷ୍ଣପୁର ପଂଚାୟତ ବାଲୋ ଶାସନ ଠାରେ ଅବସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବାର୍ଷିକ ଓ ପୁରସ୍କାର ବିତରଣୀ ସଭା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଶିକ୍ଷାକେନ୍ଦ୍ରର ସମ୍ପାଦକ ବିଷ୍ଣୁ ମୋହନ ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଆଚାର୍ଯ୍ୟ ସୋମନାଥ ସୂତାରଙ୍କ ସଭାପତିରେ ବିଆର ପି ସିମୁଳିଆ ବିଶ୍ୱମ୍ବର ପଣ୍ଡା, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ,ଓଡ଼ିଶା ଶିକ୍ଷା ବିକାଶ ପରିଷଦର ସଂଯୋଜକ ସୁଦର୍ଶନ ପ୍ରଧାନ,ପ୍ରାକ୍ତନ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁଧୀର […]

Read More Text.

ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା

ଆଗରପଡ଼ା :ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ପକ୍ଷରୁ ମହତାବ ମଇ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ସଂଯୋଜକ ହରେକୃଷ୍ଣ ଆପଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ବନ୍ତ ବ୍ଲକ ବିଡ଼ିଓ ନିଶିକାନ୍ତ ଖୁଣ୍ଟିଆ ,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ,ଜିପିଓ ସୁଚିସ୍ମୀତା ବାରିକ,ସରପଂଚ ମାନୀରାଣୀ ରାଉତ,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା,ଭାଗିରଥିପାତ୍ର,ସିଆରସିସି ଅଶୋକ ଦାସ ପ୍ରମୁଖ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାକ୍ ଛାତ୍ରଛାତ୍ରୀଙ୍କ […]

Read More Text.

ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ପଂଚର୍ବିଂଶତିତମ ସାମ୍ବତ୍ସରିକ ଉତ୍ସବ

ଆଗରପଡ଼ା :ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଂଚାୟତ ଅଧିନସ୍ଥ ନିମାପଡ଼ା ସ୍ଥିତ କପାଳୀ କ୍ଷେତ୍ରଠାରେ ଅନୁଷ୍ଠିତ ସ୍ୱାମୀ ବିବେକାନନ୍ଦ ଶିଶୁମନ୍ଦିର ପଂଚର୍ବିଂଶତିତମ ସାମ୍ବତ୍ସରିକ ଉତ୍ସବରେ ବିଶିଷ୍ଟ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶିକ୍ଷାବିତ୍ ସୂର୍ଯ୍ୟମଣି ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତଥି ଭାବେ ମାଲକାନାଗିରି ପ୍ରାକ୍ତନ ଜିଲ୍ଲା ଶିକ୍ଷାଧିକାରୀ ମାନସ ଜେନା,ମୁଖ୍ୟ ଅତିଥି ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଡ଼ ପ୍ରଫୁଲ ସାହୁ,ବନ୍ତ ଆଂଚଳିକ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର ମିଶ୍ର […]

Read More Text.

ବରହମପୁର ବିଦ୍ୟାଳୟ ର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତଥା ବିଟିପୁର କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ବରହମପୁରର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଯାଇଛି । ପ୍ରଧାନଶିକ୍ଷୟିତ୍ରୀ କୌଶଲ୍ୟା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ମୁଖ୍ୟବକ୍ତା ହରିହର ପାଣିଗ୍ରାହୀ, ସମ୍ମାନୀତ ଅତିଥି ପୁରୁଷଣ୍ଢ ସେବାସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ,ପରିଚାଳନା କମିଟି ସଭାପତି ଶରତ ବେହେରା,ସିଆରସିସି ନିରଞ୍ଜନ ଖିଲାର, ମୋ ସ୍କୁଲ ଅଭିଯାନ ସଭ୍ୟ ତଥା ଅବସର ପ୍ରାପ୍ତ ଶିକ୍ଷକ […]

Read More Text.

କାଣ୍ଡବା ବିଦ୍ୟାଳୟ ପୁରସ୍କାର ବିତରଣୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନସ୍ଥ ତଥା ଗୋପିନାଥପୁର କ୍ଲଷ୍ଟର ଅନ୍ତର୍ଗତ କାଣ୍ଡବା ନୋଡ଼ାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ବିତରଣୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଉଦ୍‌ଗାତାଙ୍କ ସଭାପତିତ୍ୱ ଓ ଉପଦେଷ୍ଟା ରବିନ୍ଦ୍ର ଆଇଚଙ୍କ ମଂଚ ପରିଚାଳନାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ବ୍ଲକ ଭାରପ୍ରାପ୍ତ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ,ମୁଖ୍ୟ ବକ୍ତା ପ୍ରାକ୍ତନ ବଉଳା କଲେଜ ଅଧ୍ୟକ୍ଷ ଶିବଚରଣ ଖାମୁରାଇ,ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ସରପଂଚ […]

Read More Text.

ପଶ୍ଚିମ ଓଡ଼ିଶା ବିକାଶ ପାଇଁ କେତେ ଖର୍ଚ୍ଚ ହୋଇଛି, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଛି ପ୍ରାପ୍ତ ତଥ୍ୟ ଅନୁସାରେ ପଶ୍ଚିମ ଓଡ଼ଶା ବିକାଶ ପରିଷଦ ପାଣ୍ଠିରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକ ପାଇଁ ୨୦୨୪-୨୫ର କାର୍ଯ୍ୟାନ୍ବୟନ ପାଇଁ ମୋଟ ୧୫୦,୮୪,୬୪,୦୪୮ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରିଛନ୍ତି। ପଶ୍ଚିମ ଓଡିଶା ବିକାଶ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଛି । […]

Read More Text.

ଆସନ୍ତାକାଲିଠାରୁ ଓଡିଶାରେ ମାଟ୍ରିକ୍ ପରୀକ୍ଷା: ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାଦେବେ

ଭୁବନେଶ୍ବର: ଆସନ୍ତାକାଲି ଶୁକ୍ରବାରଠାରୁ ଓଡ଼ିଶାରେ ବାର୍ଷିକ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ, ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ପରୀକ୍ଷାରେ କପି ଏବଂ ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ଠୋସ୍ ପଦକ୍ଷେପ ନେଇଛି। ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ, ଏଥର ରାଜ୍ୟ ସାରା ମୋଟ ୫ ଲକ୍ଷ ୧୨ ହଜାର ୪୩୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରାଜ୍ୟର୩୦ଟି ଜିଲ୍ଲାର ୩,୦୨୯ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ୬ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। […]

Read More Text.

ଟାର୍ଗେଟରେ ଥିଲେ ଯବାନ: ବିସ୍ଫୋରକ ସହ ଧରାପଡ଼ିଲେ ମାଓବାଦୀ

ମାଲକାନଗିରି : ଛତିଶଗଡ଼ ସୁକ୍‌ମା ଜିଲା ପୋଲିସ ବିସ୍ଫୋରକ ସାମଗ୍ରୀ ସହ ଜଣେ ମାଓବାଦୀଙ୍କୁ ଗିରଫ କରିଛି। ସେ ହେଲେ ମୁଚାକି ଦେବା । ମାଓବାଦୀଙ୍କ ଉପସ୍ଥିତି ଖବର ପାଇ କୋଣ୍ଟା ପୋଲିସ ଓ ମୁରଲିଗୁଡା କ୍ୟାମ୍ପ ସିଆରପିଏଫ ଯବାନମାନେ ବେଲପୋଛା ଗ୍ରାମ ଅଭିମୁଖେ ସର୍ଚ୍ଚ ପାଇଁ ବାହାରିଥିଲେ। ଏହି ସମୟରେ ବେଲପୋଛା ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ସନ୍ଦେହରେ ଗିରଫ କରିଥିଲେ। ପରେ ପଚରାଉଚୁରା କରିବାରୁ ଯୁବକ ଜଣକ ମୁଚାକି ଦେବା ବୋଲି ଜଣାପଡିଛି। ସେ […]

Read More Text.