ନେପାଳ ଛାତ୍ରଛାତ୍ରୀଙ୍କୁ କିଟ୍ ପ୍ରତିଷ୍ଠାତାଙ୍କ ଅପିଲ, ବିଶ୍ବବିଦ୍ୟାଳୟକୁ ଫେରିଆସି କ୍ଲାସରେ ଯୋଗ ଦେବାକୁ ନିବେଦନ
ଭୁବନେଶ୍ୱର : କିଟ ବିଶ୍ବବିଦ୍ୟାଳୟରେ ଶାନ୍ତିଶୃଙ୍ଖଳାର ସହ ପାଠପଢା ଚାଲିଛି । ନେପାଳର ଛାତ୍ରଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟକୁ ଫେରି କ୍ଲାସରେ ଯୋଗ ଦେବାକୁ ଅପିଲ କରିଛନ୍ତି କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ସେ ଅତ୍ୟନ୍ତ ଦୁଃଖିତ ଅନୁଭବ କରି କହିଛନ୍ତି ଯେ KIIT ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ କ୍ଷମା ପ୍ରାର୍ଥନା ସହ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ ଫେରିଆସିବାକୁ ନିବେଦନ କରିଛନ୍ତି । ଏହା ସହିତ ଏକ ଭିଡିଓ ଜାରି କରି […]
Read More Text.