ଚୋରି କରିବାକୁ ଆସି କୂଅରେ ପଡିଗଲା ଚୋର, ରାତି ସାରା ଛଟପଟ

କେନ୍ଦୁଝର: ଚୋରି କରିବାକୁ ଆସି ଚୋର ହଟହଟା ।  ଛେଳି କଣ ଚୋରି କରିବ ନିଜେ କୂଅରେ ପଡିଗଲା ଚୋର । ରାତି ସାରା କୂଅ ଭିତରେ ପଡି ଛଟପଟ ହେଲା । ସକାଳୁ ଗାଁ ଲୋକେ କୂଅ ଭିତରେ ଚୋର ପଡିଥିବା ଦେଖିଥିଲେ ।  କେନ୍ଦୁଝର ଚମ୍ପୁଆ ବ୍ଲକ ବାରିଆ ଥାନା ଅନ୍ତର୍ଗତ ଝାଲିଆବେଡା ଗାଁରେ ଘଟିଛି ଏଭଳି ଘଟଣା । ଗାଁ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି […]

Read More Text.

ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ପ୍ରସ୍ତାବ: ଶୁଣାଣି ବେଳେ ଦାବି ରଖିଲା ଟିପିଏନ୍‌ଓଡିଏଲ୍‌

ଭୁବନେଶ୍ବର: ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍‌ ପିଛା ୨୦ ପଇସା ବଢ଼ାଇବାକୁ ପ୍ରସ୍ତାବ ଦେଇଛି ଟାଟା ଉତ୍ତର ଓଡିଶା ବିଦ୍ୟୁତ୍‌ ବିତରଣ କମ୍ପାନି(ଟିପିଏନ୍‌ଓଡିଏଲ୍‌)। ଆଜି ଓଇଆର୍‌ସିରେ ଏହି ପ୍ରସ୍ତାବର ଶୁଣାଣି ହୋଇଥିଲା। ୨୨ ଜଣ ଅଭିଯୋଗକାରୀ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ଟିପିଏନ୍‌ଓଡିଏଲ୍‌ ପ୍ରସ୍ତାବ ମୁତାବକ, ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ପାଇଁ ଗ୍ରିଡ୍‌କୋଠାରୁ ୫୫୬ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଅଧିକ କିଣାଯିବ। ଅର୍ଥାତ୍‌ ୮୭୧୯ ନିୟୁତ ୟୁନିଟ୍‌ ପାଇଁ ୩୨୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ […]

Read More Text.

୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ

ସମ୍ବଲପୁର: ୧୨୦୦ କୋଟି ଠକେଇର ମାଷ୍ଟରମାଇଣ୍ଡ ଗିରଫ। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟକୁ ଗିରଫ କଲା ଧନୁପାଲି ଥାନା ପୋଲିସ। ସନ୍ତୋଷକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅଧିକ ସୁଧ ଲୋଭ ଦେଖାଇ ୧୨୦୦ କୋଟି ଟଙ୍କା ଠକେଇ କରିଥିଲା ସନ୍ତୋଷ । ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁଲୁଥକାନୀ ଠାରେ ଏକ ଅର୍ଥଲଗାଣକାରୀ ସଂସ୍ଥା ମାସିକ ସୁଧ ଯୋଜନା କରି ଟଙ୍କା ନେଉଥିଲା। ମାସିକ ୩ ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବାକୁ […]

Read More Text.

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହୋତ୍ସବ ଧୂମଧାମରେ ପାଳିତ

ବାରିପଦା – ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଅଂଚଳ ଅନ୍ତର୍ଗତ ସାନମଉଦା ସତସଙ୍ଗ ବିହାରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଭାତରେ ବେଦ ମାଙ୍ଗଳିକ,,ଉଷା କୀର୍ତ୍ତନ,ଧର୍ମ ପାଠ ପଠନ କରାଯାଇଥିଲା ।ପୂର୍ବାହ୍ନରେ ଏକ ସୁସଜ୍ଜିତ ରଥରେ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଫଟୋ ରଖାଯାଇ ଗୁରୁ ଭାଇ ଓ ଗୁରୁମାନଙ୍କର ମାନଙ୍କ ଦ୍ଵାରା ନଗର ପରିକ୍ରମା ଓ କୀର୍ତ୍ତନ କରାଯାଇଥିଲା ।ପରେ ଋତିକ ହରିହର ଦାସଙ୍କ ସଭାପତିତ୍ବରେ ସତସଙ୍ଗ […]

Read More Text.

ପ୍ରତିଶ୍ରୁତି ପ୍ରତିଷ୍ଠାନ ତରଫରୁ ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ସ୍ମୃତିଚାରଣ ସଭା

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ପ୍ରତିଶ୍ରୁତି ପ୍ରତିଷ୍ଠାନ ଆନୁକୂଲ୍ୟରେ ବାରିପଦାର ପୂର୍ବତନ ବିଧାୟକ, ମୟୂରଭଞ୍ଜରେ ସମବାୟ ଆନ୍ଦୋଳନର କର୍ଣ୍ଣଧାର, ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ ସମାଜସେବୀ ସ୍ୱର୍ଗତଃ ବିମଳ ଲୋଚନ ଦାସଙ୍କ ଚତୁର୍ଥ ମହାପ୍ରୟାଣ ଦିବସ ଅବସରରେ ଏକ ସ୍ମୃତିଚାରଣ ସଭା ସ୍ଥାନୀୟ ହୋଟେଲ ଅମ୍ବିକା ସମ୍ମିଳନୀ କକ୍ଷରେ ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥୀ ଜେନାଙ୍କ ପୌରୋହିତ୍ୟରେ ଏକ ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ପ୍ରାରମ୍ଭରେ \”ପ୍ରତିଶ୍ରୁତି\’ ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡା […]

Read More Text.

ଶ୍ରୀରାମ ଚନ୍ଦ୍ର ଭଞ୍ଜ ସାହିତ୍ୟ ସଂସଦର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାରିପଦା : ସ୍ଥାନୀୟ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାଗୃହରେ ଶ୍ରୀରାମ ଚନ୍ଦ୍ର ସାହିତ୍ୟ ସଂସଦର ୧୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ଅନୁଷ୍ଠାନର ପୂର୍ବତନ ସଭାପତି ସ୍ୱର୍ଗତ ଶ୍ରୀନିବାସ ପ୍ରଧାନଙ୍କୁ ଶ୍ରଦ୍ଧାଂଜଳି ଦେବାପରେ କାର୍ଯ୍ୟକ୍ରମ ଆରଂଭ ହୋଇଥିଲା। ଅନୁଷ୍ଠାନର ସଭାପତି ଡକ୍ଟର ପୁଷ୍ପା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାହିତ୍ୟିକ ଡଃ ହରିଶଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ କବିମାନେ ସବୁବେଳେ ଜୀବନର କଥା କହିଆସୁଛନ୍ତି ବୋଲି ଦୃଢକ୍ତି ପ୍ରକାଶ […]

Read More Text.

ବିହାରର ଭାଗଲପୁର ଠାରେ ଅନୁଷ୍ଠିତ ହେଲା କିସାନ ସମ୍ମାନ ସମାରୋହ

ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଆଭାସୀ ମାଧ୍ୟମ ରେ ହେଲା ଉଦଘାଟିତ। ପି ଏମ କିସାନ ସମ୍ମାନ ନିଧି ର ୧୯ତମ କିସ୍ତି ବ୍ୟାଙ୍କ ଖାତା ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ହସ୍ତାନ୍ତର ଦେଶର ୯କୋଟି ୭୦ ଲକ୍ଷ ଚାଷୀଙ୍କ ସହିତ ଜିଲ୍ଲାର ୨,୪୪, ୯୭୪ଜଣ ହେଲେ ଉପକୃତ ବାରିପଦା :  ପି ଏମ କିସାନ ସମ୍ମାନନିଧି ର ୬ବର୍ଷ ପୂର୍ତ୍ତି ଅବସରରେ ଆଜି ଅପରାହ୍ନରେ ବିହାରର ଭାଗଲପୁର ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ […]

Read More Text.

ନାବାଳିକା ଦୁଷ୍କର୍ମକାରୀ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା: 2023 ଡିସେମ୍ବର 10 ତାରିଖ ରେ ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅଞ୍ଚଳରେ ହୋଇଥବା ଜନୈକ ନାବାଳିକା ସିହିତ ଏକ ଦୁଷ୍କର୍ମ ମାମଲାର ବିଚାର କରି ମାନ୍ୟବର ଆଡ଼-ହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ଆଣ୍ଡର ପୋକ୍ସ ଆକ୍ଟ, ମୟୁରଭଞ୍ଜ, ବାରିପଦା ସନ୍ତୋଷ କୁମାର ନାୟକ ଅଭିଯୁକ୍ତ କୁ ଭାରତୀୟ ନ୍ୟାୟ ସଂହିତା 6 ଅଫ ଦା ପକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ […]

Read More Text.

ଧନିିଓଝା ଉ.ପ୍ରା ବିଦ୍ୟାଳୟର ବାର୍ଷିକତ୍ସୋବ

ଆଗରପଡ଼ା :ବନ୍ତ ପଞ୍ଚାୟତ ଅଧିନସ୍ଥ ଧନିଓଝା ଉ.ପ୍ରା ବିଦ୍ୟାଳୟ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସନାତନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଉତ୍ସବରେ ଅତିଥିଭାବେ ବ୍ଲକ ଶିକ୍ଷାସଂଯୋଜକ ହରେକୃଷ୍ଣ ଆପଟ,ଅତିରିକ୍ତ ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା,ପ୍ରାକ୍ତନ ଏବିଇଓ ନିଗମାନଂଦ ମିଶ୍ର,ଶିକ୍ଷାବିତ୍ ହରିହର ପାଣିଗ୍ରାହୀ, ସମିତି ସଭ୍ୟ ପରମେଶ୍ୱର ବାରିକ,ସିଆରସିସି ଅଶୋକ ଦାସ, ପ୍ରାକ୍ତନ ସିଆରସିସି ଶୁକାନ୍ତ କୁମାର ବେହେରା,ଶିକ୍ଷାବିତ୍ ନରେନ୍ଦ୍ର କୁମାର ସାହୁ, ଶିକ୍ଷା କମିଟି ସଭାପତି ନିରାକାର ଜେନା ପ୍ରମୁଖ […]

Read More Text.

ପ୍ରତିଷ୍ଠାକୁ ୬୪ ବର୍ଷ ପରେବି ବଦଳୁନି ବନ୍ତ ବ୍ଲକର ଭାଗ୍ୟ

ଆଗରପଡ଼ା :ବିଭିନ୍ନ ଦୃଷ୍ଟି କୋଣରୁ ଭଦ୍ରକ ଜିଲ୍ଲାର ୭ଗୋଟି ବ୍ଲକ ମଧ୍ୟରୁ ବନ୍ତ ବ୍ଳକ ଅନ୍ୟତମ । ୧୯୬୧ ମସିହାରେ ପ୍ରତିଷ୍ଠିତ ଉକ୍ତ ବ୍ଲକ୨୦୬ ଗୋଟି ରାଜସ୍ୱ ଗ୍ରାମ ଓ ୨୫ଟି ପଂଚାୟତର ଏକ ଲକ୍ଷ ୭୫ ହଜାର ୬୩ ରୁ ଅଧିକ ଜନସଂଖ୍ୟା କୁ ନେଇ ଗଠିତ । ବ୍ଳକ ପ୍ରତିଷ୍ଠାକୁ ଇତି ମଧ୍ୟରେ ୬୪ବର୍ଷ ପୂରିଯାଇଥିଲେ ସୁଦ୍ଧା ଉକ୍ତ ବ୍ଲକକୁ ଆଜିବି ବିକାଶ ଛୁଇଁ ପାରିନାହିଁ । ବ୍ଲକ ବାସୀ ସେମାନଙ୍କ ମୌଳିକ ସୁବିଧାରୁ […]

Read More Text.