ଶାରୀରିକ ଦଣ୍ଡ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଦେବେ ଶିକ୍ଷକ, ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ଜଣେ ସ୍କୁଲ ଶିକ୍ଷକଙ୍କୁ ଶାରୀରିକ ଦଣ୍ଡ ପାଇଁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ଅଦାଲତ ପୁନର୍ବାର କହିଛନ୍ତି ଯେ ଶୃଙ୍ଖଳାଗତ ଭାବରେ ଛାତ୍ରଙ୍କୁ ‘ଶାରୀରିକ ଦଣ୍ଡ’ କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ର ଧାରା ୮୨ ଅନୁଯାୟୀ ଅପରାଧ ହୋଇପାରେ ନାହିଁ । ତଥାପି, ବିଚାରପତି ଶିବ ଶଙ୍କର ମିଶ୍ରଙ୍କ ଏକକ ଖଣ୍ଡପୀଠ ସେମାନଙ୍କ ପିଲାର ଜୀବନହାନି ପାଇଁ ପିତାମାତାଙ୍କ ଦୁଃଖକୁ ସ୍ୱୀକାର କରିଛନ୍ତି ଏବଂ ଶିକ୍ଷକଙ୍କୁ ମୃତକଙ୍କ ପରିବାରକୁ […]

Read More Text.

ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ସଦସ୍ୟ ତଥା ପୋଲିସ ଅଧିକାରୀଙ୍କ ପାଇଁ ଜିଲ୍ଲା ସ୍ତରୀୟ କର୍ମଶାଳା

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅନୁକୁଲ୍ୟରେ ଜିଲ୍ଲାର ସମସ୍ତ ଥାନାର ସ୍ୱତନ୍ତ୍ର କିଶୋର ପୋଲିସ ୟୁନିଟ ସଦସ୍ୟ ତଥା ପୋଲିସ ଅଧିକାରୀଙ୍କ ପାଇଁ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ତାଲିମ କାର‌୍ୟ୍ୟକ୍ରମ ଜିଲ୍ଲା ପୋଲିସ କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ତାରିଖ ୧୩. ୦୩. ୨୦୨୫ ଦିନ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ କାର‌୍ୟ୍ୟକ୍ରମରେ ମୟୁରଭଞ୍ଜ କିଶୋର ନ୍ୟାୟ ବୋର୍ଡ ର ପ୍ରିନସିପାଲ ମାଜିଷ୍ଟ୍ରେଟେ ଶ୍ରୀ ନିହାର ରଞ୍ଜନ ସାହୁ, ଜିଲ୍ଲା ଆଇନ ସେବା […]

Read More Text.

ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଆଗରପଡ଼ା :ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚଚାୟତ ସଂଯୁକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସାମଗ୍ରିକ ବିଦ୍ୟାଳୟ ବିକାଶ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଗତ୧୧ତାରିଖରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଉକ୍ତ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକଙ୍କ ବୃତ୍ତିଗତ ବିକାଶ ନିମନ୍ତେ ଉଦ୍ଧିଷ୍ଠ । ଏଥିରେ ବିଭିନ୍ନ ବିଦ୍ୟାଳୟରୁ ୫୪ ଜଣ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ଏହି ଶିବିରରେ ଗୋଷ୍ଠୀ ସହ ଶିକ୍ଷାଧିକାରୀ ପ୍ରମୋଦ କୁମାର ପଣ୍ଡା ଓ ଭାଗୀରଥୀ […]

Read More Text.

ବିଇଓଙ୍କ ଦସ୍ତଖତକୁ ନିଜେ ମାରିଦେଲେ ପ୍ରଧାନଶିକ୍ଷକ ! ଜାଲିଆତିର ଉତ୍ତର ରଖିବାକୁ ଜିଲ୍ଲାଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ

ଆଗରପଡ଼ା :ବ୍ଳକ ଶିକ୍ଷାଧିକାରୀଙ୍କ ଦସ୍ତଖତକୁ ନିଜେ ମାରି ଦେଇ ଜନୈକ କର୍ମଚାରୀଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ପ୍ରଧାନଶିକ୍ଷକ ଶରତ ଜେନାଙ୍କ ବିରୁଦ୍ଧରେ । ଉକ୍ତ ଅଭିଯୋଗ ହେବା ପରେ ଏହିପରି ଜାଲିଆତିର ଉତ୍ତର ପତ୍ର ପାଇବାର ୩ଦିନ ମଧ୍ୟରେ ରଖିବାକୁ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟାମନ୍ଦିର ପ୍ରଧାନଶିକ୍ଷକ ଶରତ ଯେନାଙ୍କୁ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୫୫୪/୧୧.୦୩.୨୦୨୫ରେ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ସୂଚନା ଅଧିକାର କର୍ମୀ […]

Read More Text.

ଗୋପିନାଥପୁରରେ ରକ୍ତଦାନ ଶିବିର

ଆଗରପଡ଼ା :ବନ୍ତ ବ୍ଲକ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଗୋପିନାଥ ଜୀଉ ନୋଡାଲ ୟୁପି ସ୍କୁଲ ପରିସରରେ ସ୍ଥାନୀୟ ଯୁବକ ସଂଘ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଏହାକୁ ଉଦ୍‌ଘ।।ଟନ କରିଥିଲେ । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ଶରତ ଆଚାର୍ଯ୍ୟ, ରବୀନ୍ଦ୍ର ଜେନା, ରଶ୍ମିତା ମହାଳିକ୍‌, ରତିକାନ୍ତ ବଳ,ପ୍ରକାଶ ବେହେରା, ବଳରାମ ପୁହାଣ ଉପସ୍ଥିତ ରହି ୪୫ ୟୁନିଟ ରକ୍ତ ସଂଗ୍ରହ କରିଥିଲେ […]

Read More Text.

ସାକ୍ୟପ୍ରତୀକ ଲିଟିଲ୍ ଚମ୍ପିଅନ

ଆଗରପଡ଼ା :ଆଗରପଡ଼ା ସ୍ଥିତ ଇଲେଭେନ୍ ଷ୍ଟାର କ୍ଲବ ଆନୁକୁଲ୍ୟରେ ହୋଇଥିବା ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବଡ଼ମର୍ହିଷଗୋଠ ପଂଚାୟତ ଅନ୍ତର୍ଗତ ଟିକିରା ଗ୍ରାମର ଗ୍ରାମବାସୀ ତଥା ସାମ୍ବାଦିକ ମନୋଜ ବେହେରା ଓ ସ୍ୱପ୍ନା ସୋନାଲିକାଙ୍କ ପୁଅ ସାକ୍ୟପ୍ରତୀକ (ଚିକୁ)ଲିଟିଲ ଚମ୍ପିଅନ ହୋଇଛନ୍ତି । ପ୍ରାକ୍ତନ ମଂତ୍ରୀ ନିରଞ୍ଜନ ପଟ୍ଟନାୟକ ଅତିଥିଭାବେ ଯୋଗଦେଇ ତାଙ୍କୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରିଛନ୍ତି । ସାକ୍ୟପ୍ରତୀକ ଗଣିଜାଙ୍ଗସ୍ଥିତ ଏକାଡେମିକ ଇଣ୍ଟରନ୍ୟାସନାଲ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ । ପ୍ରଶିକ୍ଷକ ଗୋବିନ୍ଦ […]

Read More Text.

ଆଗରପଡ଼ା ଦୋଳମେଲଣ ଭାଇଚାରାର ନିଦର୍ଶନ

ଆଗରପଡ଼ା :ଓଡ଼ିଶା ସମେତ ସାରା ବିଶ୍ୱର ହିନ୍ଦୁ ସମ୍ପ୍ରଦାୟର ଗଣପର୍ବ ଭାବେ ପାଳିତ ହେଉଥିବା ଦୋଳ ମେଲଣ ବା ହୋଲି ପର୍ବକୁ ଲୋକେ ଖୁବ୍ ଧୁମଧାମ, ଆନ୍ତରିକତା ତଥା ଭକ୍ତିଭାବରେ ପାଳନ କରୁଥିବା ବେଳେ ଆବାଳବୃଦ୍ଧବନିତାଙ୍କ ମଧ୍ୟରେ ଅହେତୁକ ଉନ୍ମାଦନା ଦେଖା ଯାଇଥାଏ । ସ୍ଥାନେ ସ୍ଥାନେ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଏହି ପର୍ବ ପାଳିତ ହେଉଥିବା ବେଳେ ମେଳା ଓ ଯାତ୍ରାର ପସରା ଖୋଲା ଯାଇଥାଏ ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ । । […]

Read More Text.

ପ୍ରକାଶ ପାଇଲା OJS ରେଜଲ୍ଟ: ସୋମେଶ ରଣବିଜୁଳି ଟପ୍ପର

ଭୁବନେଶ୍ବର: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଗୁରୁବାର ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ୨୪ ମହିଳା ପ୍ରାର୍ଥୀଙ୍କ ସମେତ ୩୩ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଛି। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୮ ଜଣ ଝିଅ ରହିଛନ୍ତି । ସଫଳ ହୋଇଥିବା ପ୍ରାର୍ଥୀଙ୍କ ତାଲିକାରେ ନୟାଗଡ଼ ଖଣ୍ଡପଡାର ସୋମେଶ ରଣବିଜୁଳି (ରୋଲ୍ ନମ୍ବର ୨୦୦୧୧୩) ଓଜେଏସ-୨୦୨୩ ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ, […]

Read More Text.

ସିବିଏସଇର ଘୋଷଣା – ହୋଲି ଯୋଗୁ ପରୀକ୍ଷା ଦେଇ ନପାରିଲେ ଆଉଥରେ ସୁଯୋଗ ମିଳିବ

ନୂଆଦିଲ୍ଲୀ: ହୋଲି ଯୋଗୁଁ ମାର୍ଚ୍ଚ ୧୫ରେ ସିବିଏସଇ ବୋର୍ଡ ପରୀକ୍ଷା ଦେଇ ନପାରିବା ନେଇ ଚିନ୍ତିତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏକ ଉପହାର ଦେଇଛି। ପରୀକ୍ଷା ଦେଇ ପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ସ୍ୱତନ୍ତ୍ର ପରୀକ୍ଷା କରିବାକୁ ଘୋଷଣା କରିଛି। ପ୍ରକୃତରେ, ୧୫ ମାର୍ଚ୍ଚରେ ଅନେକ ସ୍ଥାନରେ ହୋଲି ପାଳନ କରାଯିବ, ଯାହା କାରଣରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ଦିନ ହେବାକୁ ଥିବା ପରୀକ୍ଷାକୁ ନେଇ ଚିନ୍ତିତ […]

Read More Text.

ଆଇଆରବି କନଷ୍ଟେବଳ ନିଯୁକ୍ତିରେ ରୋକ ​​ଲଗାଇଲେ ଓଡ଼ିଶା ହାଇକୋର୍ଟ

କଟକ: ବୟସ ଯୋଗ୍ୟତା ଦୃଷ୍ଟିରୁ ଓଡିଶାରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) କନଷ୍ଟେବଳ ନିଯୁକ୍ତି ଉପରେ ଓଡ଼ିଶା ହାଇକୋର୍ଟ ରୋକ ଲଗାଇଛନ୍ତି। ଯେଉଁ ଆବେଦନକାରୀମାନଙ୍କୁ ପୂର୍ବରୁ ‘ବୟସ୍କ’ ବୋଲି ବିବେଚନା କରାଯାଉଥିଲା, ସେମାନେ ଦାବି କରିଥିଲେ ଯେ, ସେମାନଙ୍କୁ ଅନ୍ୟାୟ ଭାବରେ ବିଚାରରୁ ବାଦ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦ ମାର୍ଚ୍ଚ, ୨୦୨୫ରେ ହେବ ବୋଲି ଧାର୍ଯ୍ୟ କରାଯାଇଛି। ବୟସ ଯୋଗ୍ୟତା ସହିତ ଜଡିତ ଅଗ୍ରାଧିକାର ଅଭିଯୋଗ ପରେ ନିଯୁକ୍ତି ବନ୍ଦ ହୋଇଯାଇଛି ବୋଲି […]

Read More Text.