ହୋଲି ପୂର୍ବରୁ ବଢିଲା ସୁନା ଦର
ଭୁବନେଶ୍ବର: ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର । ସେ ଦିଲ୍ଲୀ ହେଉକି ଭୁବନେଶ୍ବର ସବୁଠି ସୁନା ଦରରେ ନିଆଁ । ଗ୍ରାହକଙ୍କ ଚାହିଦା ଯେତେ ବଢୁଛି, ସେତେ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ ଆଜି ଏହା ୫୫୦ରୁ ୬୦୦ ଟଙ୍କା ଭଳି ବୃଦ୍ଧି ଘଟିଛି । ଆଜି ୨୪ କ୍ୟାରେଟ୍ ସୁନା ଦର […]
Read More Text.