ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ: ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ପ୍ରକଳ୍ପ ୨୦୨୭ ସୁଦ୍ଧା ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ଏୟାରପୋର୍ଟରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ […]

Read More Text.

ପୁଣି ମାତିଲେ ସାରଥି ଅନୁଗାମୀ, ଜଗନ୍ନାଥ ଓ ସାରଥୀ ଏକ ବୋଲି ଦାବି କରିଛନ୍ତି ଭକ୍ତ

ଭୁବନେଶ୍ଵର: ସାରଥୀ ପ୍ରେମରେ ପୁଣି ବାଇଆ ହେଲେ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ସମଗ୍ର ଅଞ୍ଚଳ । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରିଦେଇଛନ୍ତି ସାରଥୀ ଭକ୍ତ । କୋର୍ଟ କଚେରୀରେ ଫସିଥିବା ଭଣ୍ଡ ଅଭିଯୁକ୍ତ ବାବା ସାରଥୀଙ୍କ କ୍ରେଜ୍ ଏବେବି ତାଙ୍କ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ଵର ଏବଂ ଜୟପୁରରେ ଚାଲିଛି ସତସଙ୍ଗ ଓ ସାରଥୀଙ୍କ ପୂଜା। ସେ ବି ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପାଖରେ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ଫଟୋ […]

Read More Text.

ଆଗାମୀ ୫ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ: ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ପାଇଁ ଓଡ଼ିଶା ରାଜ୍ୟ ପାଇଁ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏକ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗ ଏହି ପରିପ୍ରେକ୍ଷୀରେ ଏକ ସତର୍କ ପରାମର୍ଶ ଜାରି କରିଛି। ମଧ୍ୟାହ୍ନରେ ସିଧାସଳଖ ସୂର୍ଯ୍ୟ କିରଣରେ ବାହାରକୁ ନ ଯିବାକୁ ଏବଂ ନିଜକୁ ଜଳୀୟ ଅଂଶ ରଖିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ପାଣିପାଗ ବୁଲେଟିନରେ ଭୁବନେଶ୍ବରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରାମା ମହାନ୍ତି କହିଛନ୍ତି ଯେ, […]

Read More Text.

ଏସଟିଏଫର ବଡ ସୂଚନା, କ୍ଷୀର ବେପାରରୁ ବନିଥିଲା ବନ୍ଧୁକ ମାଫିଆ

କଟକ: କ୍ଷୀର ବେପାରରୁ ବନିଥିଲା ବନ୍ଧୁକ ମାଫିଆ । କଟକରେ ବେଆଇନ ବନ୍ଧୁକ କାରଖାନା ଠାବ ମାମଲାରେ ଏସଟିଏଫ୍ ଡିଆଇଜିଙ୍କ ପ୍ରେସମିଟ୍‌ । ଘଟଣାରେ ଏଯାବତ୍ ୪ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଘର ମାଲିକ ସହ ୪ ଜଣ ଗିରଫ ହୋଇଛନ୍ତି । ଘର ମାଲିକ ଜାଣତରେ ଚାଲିଥିଲା ବନ୍ଧୁକ ବେପାର । ଘର ମାଲିକ କଞ୍ଚାମାଲ ଯୋଗାଉ ଥିଲେ । ମୁଙ୍ଗେର ମିସ୍ତ୍ରୀ ଆସି ତିଆରି କରୁଥିଲା ବନ୍ଧୁକ । ମୁଙ୍ଗେର ସହ ଲିଙ୍କ […]

Read More Text.

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଏକା ସହ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

ବାଲୁଗାଁ: ଏମିତି ଦୁର୍ଘଟଣା । ଦେଖିଲେ ଛାତି ଥରି ଉଠିବ । ଏକା ସାଥିରେ ହାତ ଧରା ଧରି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ । ସବୁଦିନ ପାଇଁ ଶୋଇଗଲେ ଚିର ନିଦ୍ରାରେ । ସତରେ ମୃତ୍ୟୁ ଏମିତି ବି ଆସେ । ଗୋଟିଏ ଦୁର୍ଘଟଣା ବଦଳାଇ ଦେଲା ଜୀବନର ଗତିପଥ । ସାତ ଜନ୍ମ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପରସ୍ପରର ସୁଖରେ ଦୁଃଖରେ ସାଥୀ ହୋଇ ରହିବେ ବୋଲି ଅଗ୍ନିକୁ ସାକ୍ଷୀ ରଖି […]

Read More Text.

ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ତୁଠ ଜଗିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ଵର: ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୌଣସି ଅଘଟଣ ନଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ହୋଲି ଦିନ ନଦୀ ଗାଧୁଆ ତୁଠରେ ଅଘଟଣ ରୋକିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ବିଶେଷକରି ଏବେ ୫ଟି ସ୍ଥାନକୁ ଚିହ୍ନଟ କରାଯାଇଛି। କୁଆଖାଇ, ଦୟା, […]

Read More Text.

ଏକ ସଙ୍ଗରେ ୧୫ରୁ ଅଧିକ ଛେଳିର ମୃତ୍ୟୁ

ଢେଙ୍କାନାଳ : ଏକ ସଙ୍ଗରେ ୧୫ରୁ ଅଧିକ ଛେଳିର ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଢେଙ୍କାନାଳ ସଦର ଥାନା ସୋଗରପଷି ପଞ୍ଚାୟତ ଆରଦା ଗାଁରୁ ଆସିଛି ଅଭିଯୋଗ । ଜଙ୍ଗଲରେ ଚରୁଥିବା ଅବସ୍ଥାରେ ୧୫ରୁ ଅଧିକ ଛେଳିର ଅକସ୍ମାତ ମୃତ୍ୟୁ ହୋଇଛି । ଛେଳି ମଡକ ଦେଖି କ୍ଷତିଗ୍ରସ୍ତ ଛେଳି ଚାଷୀ ଚୈତନ୍ୟ ପ୍ରଧାନ ଅଚେତ ହୋଇ ପଡିଥିବା ବେଳେ ତାଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚୈତନ୍ୟ ପଧାନ ଆଜି ସକାଳୁ […]

Read More Text.

ହୋଲି ପୂର୍ବରୁ ବଢିଲା ସୁନା ଦର

ଭୁବନେଶ୍ବର: ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର । ସେ ଦିଲ୍ଲୀ ହେଉକି ଭୁବନେଶ୍ବର ସବୁଠି ସୁନା ଦରରେ ନିଆଁ । ଗ୍ରାହକଙ୍କ ଚାହିଦା ଯେତେ ବଢୁଛି, ସେତେ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ ଆଜି ଏହା ୫୫୦ରୁ ୬୦୦ ଟଙ୍କା ଭଳି ବୃଦ୍ଧି ଘଟିଛି । ଆଜି ୨୪ କ୍ୟାରେଟ୍‌ ସୁନା ଦର […]

Read More Text.

ଫଟୋ ଉଠେଇବା ହେଲା କାଳ, ନଦୀରେ ବୁଡ଼ି ଜଣେ ପର୍ଯ୍ୟଟକ ମୃତ

ରାୟଗଡା: ସୁଦୂର ଆନ୍ଧ୍ରପ୍ରଦେଶରୁ ଓଡିଶା ବୁଲିବାକୁ ଆସିଥିଲେ ପରିବାର ଲୋକେ । ମଜା କରିଥାନ୍ତେ, ଖୁସି ହେଇଥାନ୍ତେ ଆଉ ସେଲଫି ଉଠାଇ ସ୍ମୃତିକୁ ସାଇତି ରଖିଥାନ୍ତେ । ହେଲେ ଏହି ବୁଲା ଯେ ସେମାନଙ୍କ ପାଇଁ ଏକ ଅପୂରଣୀୟ ସ୍ମୃତି ହୋଇଯିବ ତାହା କାହାକୁ ବି ଜଣାନଥିଲା । ଏହି ମଉଜ ମଜଲିସ ବୁଲାବୁଲିରେ ଜଣଙ୍କର ଜୀବନ ଚାଲିଯିବ ତାହା କେହି କେବେ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିନଥିଲେ । ଏଭଳି ଏକ ଦୁଃଖଦାୟୀ ଘଟଣା ଘଟିଛି ରାୟଗଡାର […]

Read More Text.

ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍ । ଏଥିପାଇଁ ୨୭୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏପ୍ରିଲ ଶେଷ ସୁଦ୍ଧା କାମ ଆରମ୍ଭ ହେବ । ଏଥିସହ ସବୁ ଛକରେ ବାଇପାସ୍ ରୋଡ୍ ରହିବ ବୋଲି କହିଛନ୍ତି ମନ୍ତ୍ରୀ । ରାଜଧାନୀର ରାଜରାସ୍ତାରେ ଯିବା ଆସିବା […]

Read More Text.