ବିଶୋଇ ରେ କାଳବୈଶାଖୀ ବିତ୍ପାତ; ଜଣେ ମୃତ, ୮ ଗୁରୁତର ଓ ୪୦ ଉର୍ଦ୍ଧ ଆହତ
ଶତାଧିକ ଗୃହ ନଷ୍ଟ ଓ ଵହୁ ଗୃହପାଳିତ ପଶୁ ମୃତ ଓ ଆହତ ପ୍ରଶାସନିକ ସହାୟତା ପାଇଁ ଖଡମଵେଡାରେ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତାରୋକ ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ବିଭିନ୍ନ ଅଂଚଳ ପାଇଁ ଗୁରୁବାର ରାତିଥିଲା କାଳରାତ୍ର। ଗୁରୁବାର ରାତ୍ର ୭.୩୦ ଟା ପାଖାପାଖି ସମୟରେ ଅଦିନିଆ କାଳବୈଶାଖୀ ପ୍ରଭାବରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଆସି ରଚିଥିଲା ତାଣ୍ଡବଲୀଳା । କାଳବୈଶାଖୀର କରାଳ ପ୍ରକୋପରେ ଵିଶୋଇ ଅଂଚଳର ଖଡମଵେଡା,ମୁଷାମାରି,ଦେଓପଟା ବାଲିତୁଠ,କୁଚିଣ୍ଡା,ରଜାଵସା,କାଦପାଣି […]
Read More Text.