ଭତ୍ତା ଅପେକ୍ଷାରେ ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ
ଭୁବନେଶ୍ଵର: ରାଜ୍ୟରେ ଭତ୍ତା ଅପେକ୍ଷାରେ ଅଛନ୍ତି ୬ ଲକ୍ଷ ୪ ହଜାର ୬୮୮ ଜଣ ଆବେଦନକାରୀ । ଗୃହରେ ବିଧାୟକ ସାରଦା ନାୟକଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେଥିମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି ୪,୬୪,୮୪୯ ଜଣ ଆବେଦନକାରୀ । ସେହିପରି ଭିନ୍ନକ୍ଷମ ଭତ୍ତା ପାଇଁ ୪୦,୯୨୭ ଜଣ ଆବେଦନକାରୀ ଆବେଦନ କରିଥିବା ବେଳେ ବିଧବା ଭତ୍ତା ପାଇଁ ୬୧,୫୭୯ ଜଣ ଓ କୁଷ୍ଠ ରୋଗୀ ଭତ୍ତା ପାଇଁ ଆବେଦନ […]
Read More Text.