କଳା ପୋଷାକ ପିନ୍ଧି, ଘଣ୍ଟ, ମହୁରୀ ବଜେଇ ପ୍ରତିବାଦ କଲା କଂଗ୍ରେସ

ଭୁବନେଶ୍ବର: ଚଲାଇ ଦେଉନାହାନ୍ତି ଗୃହ । ଆଜି ବି ବିରୋଧୀଙ୍କ ହାଇଡ୍ରାମା ଗୃହରେ ଦେଖିବାକୁ ମିଳିଛି । କଳା ଡ୍ରେସ୍ ପିନ୍ଧି ଘଣ୍ଟ ବାଡ଼େଇ ଗୃହ ଭିତରେ ହୋହାଲ୍ଲା କରି କଂଗ୍ରେସ ପ୍ରତିବାଦ କରିଛି । ବାଧ୍ୟ ହୋଇ ବାଚସ୍ପତି ୧୧.୩୦ ଯାଏଁ ଗୃହକୁ ମୁଲତବି କରିଛନ୍ତି । ନାରୀ ସୁରକ୍ଷାକୁ ନେଇ ବାରମ୍ବାର କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନି ଗୃହ । ଆଜି ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କରିଥିଲେ କଂଗ୍ରେସ ଏବଂ ବିଜେଡି […]

Read More Text.

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ କୋର୍ଟ ରେ ଅବସରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ଦଣ୍ଡିତ

ବାରିପଦା: ଆଜି ଏକ ଆୟ ବହିର୍ଭୁତ ସମ୍ପତି ମାମଲାର ବିଚାର କରି ମାନ୍ୟବର ବାରିପଦା ଭିଜିଲାନ୍ସ କୋର୍ଟ ର ବିଚାରପତି ପୁର୍ଣିମା ଜେନା ଅବସରପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ(61) ଙ୍କୁ ଦୁର୍ନୀତି ନିବାରଣ ଆଇନ ଦଫା 13(2)ରିଡ ଉଇଥ 13.1.E ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ଲକ୍ଷ ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନିମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରାଣୀରୁ ପ୍ରକାଶ ଯେ ବଂଶିଧର […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଇଂରାଜୀ ଓ ସାନ୍ତାଳୀ ବିଭାଗର ଜାତୀୟ ଆଲୋଚନାଚକ୍ର

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଇଂରାଜୀ ଓ ସାନ୍ତାଳୀ ବିଭାଗ ଦ୍ୱାରା ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । “କାଳଜୟୀ ସ୍ୱର: ଭାରତୀୟ ଆଦିବାସୀ ସଂସ୍କୃତି ଏବଂ ସାହିତ୍ୟ” ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରରେ ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଆଦିବାସୀ ଜନଜାତିଙ୍କର ଦେଶଜ ସ୍ୱରର ବିଭିନ୍ନ ଦିଗ […]

Read More Text.

ସୂଚନା ଅଧିକାର ଆଇନ-୨୦୦୫ ସମ୍ପର୍କୀତ ଜିଲ୍ଲା ସ୍ତରୀୟ କର୍ମଶାଳା-ତଥା ପ୍ରଶିକ୍ଷଣ ଶିବିର

ବାରିପଦା: ସୂଚନା ଅଧିକାର ଆଇନର ୨୦୦୫ର ଅଧିନିୟମ ୪(୧)(ବି ) ର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ଵୟନ ଉଦେଶ୍ୟରେ ଆଜି ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସକରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶ ଓ ମାର୍ଗ ଦର୍ଶୀକା ଅନୁଯାୟୀ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍କା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଉକ୍ତ ଜିଲ୍କା ସ୍ତରୀୟ କର୍ମଶାଳା ତଥା ପ୍ରଶିକ୍ଷଣ […]

Read More Text.

ହାଇକୋର୍ଟଙ୍କ ଆଦେଶକୁ ଅବମାନନା, ଆଗରପଡ଼ା କଲେଜ ଅଧ୍ୟକ୍ଷଙ୍କୁ ହାଜର କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ

ଆଗରପଡ଼ା :ଯୁକ୍ତ ୩ ପ୍ରମାଣପତ୍ର ପ୍ରଦାନକୁ ନେଇ କନକଲତା ସାମଲ ହାଇକୋର୍ଟରେ ଡବ୍ଲ୍ୟପି(ସି)ନଂ.୨୦୪୯୫/୨୦୧୬ରେ ଏକ ମାମଲା ରୁଜ୍ଜୁ କରିଥିଲେ । ଉକ୍ତ ମାମଲାରେ ଭଦ୍ରକ ଜିଲ୍ଲା ଆଗରପଡ଼ା କଲେଜ ଅଧ୍ୟକ୍ଷଙ୍କ ହାଇକୋର୍ଟରେ ହାଜର ହେବା ଜରୁରୀ ଥିବା ହେତୁ ହାଇକୋର୍ଟଙ୍କ ପକ୍ଷରୁ ତାଙ୍କୁ ହାଜର ହେବା ପାଇଁ ବାରମ୍ବାର ନୋଟିସ ହେବା ସତ୍ତ୍ୱେ ଅଧ୍ୟକ୍ଷ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ହେତୁ ହାଇକୋର୍ଟ ତିକ୍ତତା ପ୍ରକାଶ କରିବା ସହିତ ଗତ ୧୨ ତାରିଖରେ ତାଙ୍କ ଆଦେଶ ନାମାରେ […]

Read More Text.

ମୂଲ୍ୟହୀନ ପାଲଟିଛି ଅନ୍ତର୍ଜାତୀୟ ବନ ଦିବସ, ଗ୍ରାମ୍ୟ ଜଙ୍ଗଲ ସଜଡ଼ା ପରିବର୍ତ୍ତେ ଉଜୁଡ଼ି ଯାଉଛି

ସାମଜିକ ବନ ପ୍ରକଳ୍ପ ଯୋଜନାକୁ ୪୧ ବର୍ଷ ଆଗରପଡ଼ା :ଆଧୁନିକତ୍ୱର ପରିଭାଷାରେ ମନୁଷ୍ୟ ଭୂଲିବାକୁ ବସିଲାଣି ପରିବେଶର ସୁରକ୍ଷା । ତା ଭିତରେ ମନୁଷ୍ୟ ଭୂଲି ଯାଉଛି ନିଜ ଜୀବନର ସୁରକ୍ଷା । ପରିବେଶ ପ୍ରଦୂଷଣ ହେବାର କାରଣ ଅନେକ ଥିବା ବେଳେ ସବୁଜ ଘଂଚ ବନାନୀ ଧିରେ ଧିରେ ବିଲୁପ୍ତ ଏକ ମୁଖ୍ୟ କାରଣ ସାଜିଛି । ପ୍ରତି ବର୍ଷ ମାର୍ଚ୍ଚ ମାସ ୨୧ ତାରିଖକୁ ‘ଅନ୍ତର୍ଜାତୀୟ ବନ ଦିବସ’ ରୂପେ ପାଳନ କରାଯାଉଛି ମାତ୍ର […]

Read More Text.

ବିଧାନସଭାରେ ପଖାଳ ଦିବସ ପାଳିତ, ପଖାଳ ଖାଇଲେ ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ଓ ମନ୍ତ୍ରୀ

ଭୁବନେଶ୍ବର: ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ । ଓଡ଼ିଆ ସଂସ୍କୃତି ଓ ପରମ୍ପରା ସହିତ ପଖାଳ ବେଶ୍ ଜଡ଼ିତ । ମହାପ୍ରଭୁ ଜଗନ୍ନାଥଙ୍କ ମଧ୍ୟ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ସମଗ୍ର ରାଜ୍ୟ ପାଳୁଛି ପଖାଳ ଦିବସ । ଏହି ଅବସରରେ ବିଧାନସଭାରେ ପଖାଳ ଦିବସ ପାଳିତ ହୋଇଛି । ପଖାଳ ଦିବସ ପାଳିଛନ୍ତି ମୁଖ୍ୟମନ୍ତ୍ରୀ । ପଖାଳ ଖାଇ ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ । ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ଓ […]

Read More Text.

ଶୌଚାଳୟରେ ମୃତ ଛୁଆକୁ ଜନ୍ମଦେଲେ କଲେଜ ଛାତ୍ରୀ

ନୟାଗଡ: ପେଟ କାଟିବାରୁ ଡାକ୍ତରଖାନା ଯାଇଥିଲେ । କିନ୍ତୁ ଶୌଚାଳୟରେ ଛୁଆ ଜନ୍ମ କଲେ ଯୁକ୍ତ ୩ ଛାତ୍ରୀ । ଛାତ୍ରୀ ଜଣଙ୍କ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବା ଜଣାପଡ଼ିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ତେବେ ଜନ୍ମ ହୋଇଥିବା ଛୁଆ ମୃତ ବୋଲି ସୂଚନା ମଧ୍ୟ ମିଳୁଛି । ତେବେ ଛାତ୍ରୀ ଜଣଙ୍କ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ହୋଇଥିବା ବେଳେ ହଷ୍ଟେଲରେ ରହି […]

Read More Text.

‘ରାଜ୍ୟର ବେସରକାରୀ କଲେଜଗୁଡ଼ିକୁ ସରକାର ହାତକୁ ନିଅନ୍ତୁ’

ଭୁବନେଶ୍ୱର: ରାଜ୍ୟରେ ଥିବା ବେସରକାରୀ କଲେଜଗୁଡ଼ିକର ପରିଚାଳନା ଭାର ସରକାର ହାତକୁ ନିଅନ୍ତୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଉଚ୍ଚଶିକ୍ଷା ଶାଖା ପକ୍ଷରୁ ଦାବି କରାଯାଇଛି । ମହାସଂଘର ରାଜ୍ୟ ସଭାପତି ପ୍ରଫେସର ଶିବଵ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ବୁଧବାର ଦିନ କଳିଙ୍ଗ ଷ୍ଟାଡିୟମଠାରେ ସାକ୍ଷାତ କରି ଏହି ଦାବି ଉପସ୍ଥାପନ କରିଥିଲେ । ଏଥି ସଙ୍ଗେସଙ୍ଗେ ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ କରିବା, ‘ସମାନ କାମକୁ […]

Read More Text.

ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁ ନଥିଲେ ଭି କେ ପାଣ୍ଡିଆନ୍‌: ପଦ୍ମଲୋଚନ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି) ସରକାରରେ ୫ଟି ଅଧ୍ୟକ୍ଷ ଥିବା ଭି.କେ ପାଣ୍ଡିଆନ୍‌ଙ୍କୁ ବାଲେଶ୍ବର ଜିଲ୍ଲା ସିମୁଳିଆରୁ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଟାର୍ଗେଟ୍‌ କରିଛନ୍ତି। ପାଣ୍ଡିଆନ୍‌ଙ୍କୁ ନେଇ ଶ୍ରୀ ପଣ୍ଡା ସାଙ୍ଘାତିକ ବୟାନ ଦେଇଛନ୍ତି। ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପାଣ୍ଡିଆନ ପାଗଳ କରି ରଖିଥିଲେ। ମେଡିସିନ୍‌ ଦିଆଯାଉଥିବାରୁ ନବୀନ ବାବୁ କିଛି ବୁଝି ପାରୁନଥିଲେ କି ଜାଣିପାରୁ ନଥିଲେ। ନବୀନ ବାବୁଙ୍କ ହାତକୁ ପାଣ୍ଡିଆନ୍‌ କେତେବେଳେ ତାଙ୍କ ହାତ ମାଡ଼ି […]

Read More Text.