କାଳବୈଶାଖୀ ପାଇଁ ୨୦ କୋଟି, ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା
ମୟୂରଭଞ୍ଜ : କାଳବୈଶାଖୀ ପାଇଁ ୨୦ କୋଟି । ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କାଳବୈଶାଖୀରେ ମୟୂରଭଞ୍ଜର ବାଙ୍ଗିରିପୋଷି ଏବଂ ବିଷୋୟୀ ଅଧିକ ପ୍ରଭାବିତ ହୋଇଛି। ଏନେଇ ପ୍ରାଥମିକ ଆକଳନ ରିପୋର୍ଟ ଆସି ସାରିଛି। ଏହା ପରେ ଜିଲ୍ଲାପାଳଙ୍କୁ ୨୦ କୋଟି ୩୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ମିଳିଯିବ ଆର୍ଥିକ ସହାୟତା । ଗତକାଲି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ଗସ୍ତ […]
Read More Text.